Monthly Archives

June 2021

ମରାମତି ପରେ ବି ଅଚଳ ହୋଇଛି ନଳକୂପ

ବୌଦ୍ଧ,୩/୬ - ହରଭଙ୍ଗା ବ୍ଲକ୍‌ ସରସରା ଗ୍ରାମ ପଞ୍ଚାୟତ ବଡ଼ ବଙ୍କାପଡା ଗ୍ରାମର ବନ୍ଧସାହିର ନଳକୂପ ଖରାଦିନ ପୁର୍ବରୁ ଅଚଳ ହୋଇ ପଡି ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବାରମ୍ବାର ଅଭିଯୋଗ ସତ୍ତେ୍ୱଗ୍ରାମ ପଞ୍ଚାୟତ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ଗ୍ରାମବାସୀ ସରସରା ଗ୍ରାମ
Read More...

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ ୦୩/୦୬:- ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଏହ ନିଷ୍ପତ୍ତିକୁ କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସ୍ୱାଗତ ଜଣାଇଛି ଏକ ପ୍ରେସ ବାର୍ତ୍ତାରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ ପ୍ରିୟଦର୍ଶନ କହିଛନ୍ତି,
Read More...

ବୁର୍ଲାରେ ଜୀବନ ହାରିଲେ ଆଉ ଜଣେ କୋଭିଡ ଆକ୍ରାନ୍ତ

ବୌଦ୍ଧ,୩/୬ - ବୌଦ୍ଧ ବ୍ଲକ୍‌ ରକସା ଗ୍ରାମ ପଞ୍ଚାୟତ ବାଗଡିଆ ମେହେର ସାହିର ହୁଡା ଚନ୍ଦ୍ର ମେହେର କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲାରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରକସା ଗ୍ରାମ ପଞ୍ଚାୟତ ବାଗଡିଆ ମେହେର ସାହିର ହୁଡା ଚନ୍ଦ୍ର୍ର ମେହେର
Read More...

ଶଗଡା ବ୍ୟlରେଜ୍ ରାସ୍ତା ମରାମତି ଦାବି

ବୋୖଦ୍ଧ,୩/୬: ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତାଘାଟ ନିର୍ମାଣ କରୁଛନ୍ତି ହେଲେ ଦୀପ ତଳ ଅନ୍ଧାର ପରି କିଛି ସ୍ଥାନ ରହି ଯାଉଛି ଯେଉଁ ସ୍ଥାନକୁ ଭଲ ରାସ୍ତା ଖଣ୍ଡିଏ ନାହିଁ | ଏହିଭଳି ଘଟଣା ଦେଖିବାକୁ ମିଳୁଛି ଶଗଡା ଛକକୁ ବାଘ ବ୍ୟlରେଜ୍ ଠାରୁ ସଂଯୋଗ ହୋଇଥିବା ରାସ୍ତା ଯାହାକି
Read More...

୧୫ ଦିନରେ ପରୀକ୍ଷା ମୂଲ୍ୟାୟନ ପଦ୍ଧତି: ସିବିଏସଇ

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ପରୀକ୍ଷା ବାତିଲ ପରେ ଏବେ ମୂଲ୍ୟାୟନକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ତେବେ ଆସନ୍ତା ୧୫ ଦିନ ମଧ୍ୟରେ ମୂଲ୍ୟାୟନ ପଦ୍ଧତି ପ୍ରସ୍ତୁତ ହେବ ବୋଲି ସିବିଏସଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏନେଇ ସିବିଏସଇ ସମ୍ପାଦକ ଅନୁରାଗ
Read More...

ଗଜପତିରେ ପୁଣି ୫୨ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଲେ ଗଜପତି ଜିଲ୍ଲାପାଳ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଆଜି ପୁଣି ୫୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଖଲଚ୍ଚର ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରୁ ୪ ଜଣ, ଗୋଶାଣି ବ୍ଳକରୁ ୧୭ ଜଣ, ଗୁମ୍ମା ବ୍ଳକରୁ ୨ ଜଣ, କାଶୀନଗର ବ୍ଳକରୁ ୧୧ ଜଣ, ମୋହନା ବ୍ଳକରୁ ୭ ଜଣ,
Read More...

ଗଂଜେଇ ବେପାରୀଙ୍କ ସୁରକ୍ଷିତ କରିଡର୍ ୫୭ ନଂ ଜାତୀୟ ରାଜପଥ

ଦଶପଲ୍ଲା,୩/୬ :- ଆଜି ଭୋର୍ ସମୟରେ ଦଶପଲ୍ଲା ପୁଲିସ ପକ୍ଷରୁ ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥରେ ପେଟ୍ରୋଲିଂ କରାଯାଉଥିବା ସମୟରେ ଦଶପଲ୍ଲା ଏସ୍ ଆର୍ ପେଟ୍ରୋଲ ପମ୍ପ ନିକଟରୁ ଗଞ୍ଜେଇ ବେପାରୀ ଧରାପଡିଛନ୍ତି । ସୂଚନାନୁସାରେ ଉକ୍ତ ଗଞ୍ଜେଇ ବେପାରୀମାନେ ଚାଲାକ କରି ଉପରେ ବାଇଗଣ
Read More...

ଚଢେ଼ଇମାନେ ଦିଗ ଜାଣନ୍ତି କିପରି

ପକ୍ଷୀମାନେ ହଜାର ହଜାର ମାଇଲ ଅତିକ୍ରମ କରି ଆସିବାପରେ ବି ପୁଣି ନିଜ ପ୍ରକୃତ ବାସସ୍ଥଳୀକୁ ଫେରିଯାଇଥାନ୍ତି । ଏଥିରୁ ଏହା ଜଣା ପଡେ ଯେ, ସେମାନେ ଦିଗ ଏବଂ ନିଜ ତଥା ବାସସ୍ଥଳୀର ଅବସ୍ଥିତି ଜାଣବାରେ ଓସ୍ତାଦ ଅଟନ୍ତି । ହେଲେ ସେମାନେ ଏହା ଜାଣନ୍ତି କେମିତ? ବର୍ଷ ବର୍ଷ ଧରି
Read More...