Monthly Archives

June 2021

ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ଦାଶଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି,୩/୬- ଗଜପତି ଜିଲ୍ଲା ଗୁମ୍ମାବ୍ଳକର ରସିକରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ଦାଶ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ସେ ରସିକରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ଧରି ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଏହି
Read More...

ବାୟୋଲୋଜିକାଲ-ଇଠାରୁ ୩୦କୋଟି ଡୋଜ କିଣିବେ ମୋଦି ସରକାର

ନୂଆଦିଲ୍ଲୀ : ଦେଶରେ କରୋନା ଟିକା ଅଭାବ ମଧ୍ୟରେ କେନ୍ଦ୍ର ସରକାର ଏକ ବଡ ଚୁକ୍ତି କରିଛନ୍ତି । ମୋଦି ସରକାର ହାଇଦ୍ରାବାଦ ସ୍ଥିତ ଟିକା ଉତ୍ପାଦନକାରୀ ବାୟୋଲୋଜିକାଲ-ଇ ସହିତ ୩୦କୋଟି ଡୋଜ କିଣିବା ପାଇଁ ଏକ ଚୁକ୍ତି କରିଛନ୍ତି । ଏହି ଟିକାଗୁଡ଼ିକ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ମିଳିବ ।
Read More...

ଏହି ରାଜ୍ୟରେ ଦ୍ୱାଦଶ ପରୀକ୍ଷା ବାତିଲ

ଲକ୍ଷେ୍ନା÷ : ୟୁପି ବୋର୍ଡ ପକ୍ଷରୁ ଦଶମ ପରେ ଦ୍ୱାଦଶ ପରୀକ୍ଷା ମଧ୍ୟ ବାତିଲ କରାଯାଇଛି । ହାଇସ୍କୁଲ ଏବଂ ଏକାଦଶ ଶ୍ରେଣୀ ମାର୍କ ଆଧାରରେ ଦ୍ୱାଦଶ ଫଳାଫଳ ପ୍ରସ୍ତୁତ ହେବ । ଏଥିପାଇଁ ସରକାର ଶୀଘ୍ର ନିର୍ଦ୍ଦେଶନାମା ଜାରି କରିବେ । ଏହି ନିଷ୍ପତ୍ତି ଉପରେ ସିଏମ୍ ଯୋଗୀ ମୋହର ଲଗାଇଛନ୍ତି ।
Read More...

କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ : ଆଇଏମଡି ଯାହା ପୂର୍ବାନୁମାନ କରିଥିଲା ତାହା ସତ ହୋଇଛି । ଗୁରୁବାର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି । କେରଳର ଦକ୍ଷିଣାଞ୍ଚଳକୁ ମୌସୁମୀ ଛୁଇଁଥିବା ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । ମୌସୁମୀ ଆଜି କେରଳ ଛୁଇଁବ ବୋଲି ଆଇଏମଡି ପୂର୍ବାନୁମାନ କରିଥିଲା । ତେବେ
Read More...

ଲର୍ଡ୍ସରେ ଡେବ୍ୟୁ ମ୍ୟାଚରେ ଶତକ ଅର୍ଜନ କରି ଇତିହାସ ରଚିଲେ ଏହି କ୍ରିକେଟର

ଲର୍ଡ୍ସ : ନ୍ୟୁଜିଲାଣ୍ଡର ଓପନିଂ ବ୍ୟାଟସମ୍ୟାନ ଡେଓ୍ଵନ କନଓ୍ଵେ ବୁଧବାର ଇତିହାସ ରଚିଛନ୍ତି। ନିଜର ପଦାର୍ପଣ ମ୍ୟାଚ୍‌ରେ ସେ ଦମଦାର ଶତକ ଅର୍ଜନ କରିଛନ୍ତି। ଲର୍ଡ୍ସରେ ଏମିତି କମାଲ କରିବାରେ କନଓ୍ଵେ ଦୁନିଆର ଷଷ୍ଠ ବ୍ୟାଟସମ୍ୟାନ ହୋଇଛନ୍ତି। ଏଥିସହ ପଦାର୍ପଣ ମ୍ୟାଚ୍‌ରେ ଶତକ ଅର୍ଜନ
Read More...

ନୀତି ଆୟୋଗ ଜାରି କଲା ୨୦୨୦-୨୧ ଏସ୍‌ଡିଜି ରିପୋର୍ଟ : ପୁଣି କେରଳ ଶୀର୍ଷରେ, ପଛରେ ବିହାର

ନୂଆଦିଲ୍ଲୀ : ନୀତି ଆୟୋଗ ସ୍ଥାୟୀ ବିକାଶ ଲକ୍ଷ୍ୟ ଏସ୍‌ଡିଜି ଇଣ୍ଡିଆ ଇଣ୍‌ଡେକ୍ସ ଏବଂ ଡ୍ୟାସବୋର୍ଡ ୨୦୨୦-୨୧ ର ତୃତୀୟ ସଂସ୍କରଣ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ, କେରଳ ପୁଣି ଥରେ ଏଥିରେ ଏକ ନମ୍ବର ସ୍ଥାନ ଅଧିକାର କରିଛି । ସେହିପରି ବିହାର ପୂର୍ବ ପରି ଏହି ତାଲିକାର ତଳେ ରହିଛି
Read More...

ମୀନାକ୍ଷୀ ଦେବୀଙ୍କ ବିୟୋଗରେ ବୌଦ୍ଧ ଉତ୍କଳ ସାହିତ୍ୟ ସମାଜର ଶୋକ

ବୌଦ୍ଧ,୩/୬ - ଓଡିଶାର ସର୍ବପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ମିନାକ୍ଷୀ ଦେବୀ ଗତକାଲି ୬୭ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ତାଙ୍କର ବିୟୋଗରେ ଉତ୍କଳ ସାହିତ୍ୟ ସମାଜ, ବୌଦ୍ଧ ଜିଲ୍ଲା ଶାଖାର ଆବାହକ ନୀଳଲୋହିତ ମହାପାତ୍ର, ସଂଯୋଜକ ସତ୍ୟଜିତ କୁମାର
Read More...

କୋଭିଡ ଆକ୍ରାନ୍ତ ବୃଦ୍ଧଙ୍କ ମୃତ୍ୟୁ

ବୌଦ୍ଧ,୩/୬ - ବୌଦ୍ଧବ୍ଲକ୍‌ ବଘିଆପଡା ଗ୍ରାମର କୃଷ୍ଣଚନ୍ଦ୍ର ନାଏକ (୭୦) ଙ୍କ ଗତକାଲି ରାତି ପ୍ରାୟ ୮ ଘଣ୍ଟା ସମୟରେ ବୌଦ୍ଧ କୋଭିଡ୍‌ ହସପିଟାଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ କୃଷ୍ଣଚନ୍ଦ୍ର ଗତ ୩୧ ତାରିଖରେ ଅସୁସ୍ଥ ହେବାରୁ ରାତିରେ ତାଙ୍କୁ ବୌଦ୍ଧ
Read More...