Monthly Archives

July 2021

ଭ୍ରାମ୍ୟମାଣ ଗୋ ଚିକିତ୍ସା ସେବା ଓ ଦୂରଭାଷ ପରାମର୍ଶ କେନ୍ଦ୍ର ଶୁଭାରମ୍ଭ

ବଲାଙ୍ଗୀର : ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଅସିତ୍ କୁମାର ତ୍ରିପାଠୀଙ୍କ ଦ୍ବାରା BKN(ବଲାଙ୍ଗୀର-କଳାହାଣ୍ଡି -ନୂଆପଡା)ଆଞ୍ଚଳିକ ଦୁଗ୍ଧ ସଂଘର ଭ୍ରାମ୍ଯମାଣ ଗୋ-ସେବା ଓ ଗୋ ସେବା ଯତ୍ନ ପାଇଁ ଦୁରଭାଷ ପରାମର୍ଶ ସେବାକେନ୍ଦ୍ର ଶୁଭାରମ୍ଭ
Read More...

୩ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଆରଆଇ

ଫୁଲବାଣୀ,୨୭/୭ -ଆଜି ଜଣେ ଲାଞ୍ଚୁଆ ରେଭିନ୍ୟୂ ଇନିସପେକ୍ଟରଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି । ଗିରଫ ଆର ଆଇ ଜଣକ ହେଲେ ଖଜୁରୀପଡା ତହସିଲ ଅନ୍ତର୍ଗତ ଗୂଦାରୀ ଆରଆଇ ସୁନୀଲ ଡିଗାଲ l ଆରଆଇ ଦିଗାଲ ସେହି ଅଂଚଳର ଜଣେ ଵ୍ୟକ୍ତିଙ୍କ ଜମି ପାର୍ଟିସନ କରିଦେବା ଲାଗି ୩ ହଜ଼ାର ଟଙ୍କା ଲାଞ୍ଚ
Read More...

କୃଣାଲ ପାଣ୍ଡ୍ୟା ପଜିଟିଭ, ଆଜି ହେବାକୁ ଥିବା ଟି-୨୦ ମ୍ୟାଚ ଘୁଞ୍ଚିଲା

ନୂଆଦିଲ୍ଲୀ : ଶ୍ରୀଲଙ୍ଗା ଗସ୍ତରେ ଥିବା ଭାରତୀୟ ଦଳ ଭିତରେ କରୋନା ପ୍ରବେଶ କରିଛି । ଭାରତୀୟ ଦଳର ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା ଆଜି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ପାଣ୍ଡ୍ୟା ପିଜିଟିଭ ଚିହ୍ନଟ ହେବା ପରେ ଆଜି ହେବାକୁ ଥିବା ଦ୍ୱିତୀୟ ଟି-୨୦କୁ ସ୍ଥଗିତ ରଖାଯାଇଛି । ଏହି
Read More...

କଳାହାଣ୍ଡି କପ : ବୌଦ୍ଧକୁ ହରାଇଲା ଅନୁଗୋଳ

କଟକ : କଟକର ରେଭେନ୍ସା କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା କଳାହାଣ୍ଡି କପ୍‌ ତଥା ଓସିଏର ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଏକ ଲିଗ୍‌ ମ୍ୟାଚରେ ଅନୁଗୋଳ ଦଳ ବୌଦ୍ଧକୁ ୭ ଉଇକେଟରେ ହରାଇଛି । ବୌଦ୍ଧ ଦଳ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ସଫଳ
Read More...

ପେଟ୍ରୋଲ ଓ ଡିଜେଲ ଦରର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଗଜପତି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଗଜପତି,୨୭/୭- ଦେଶରେ ପେଟ୍ରୋଲ ଓ ଡିଜେଲ ଦରର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଗଜପତି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ଦେଶର ମହାମହିମ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ଦିଆଯିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । କରୋନା ଭଳି ମହାମାରୀ ବେଳେ ଭାରତ
Read More...

ବୌଦ୍ଧଜିଲ୍ଲା: ଆଜି ୨ ଆକ୍ରାନ୍ତ ଚିହ୍ନଟ, ୪ ମୃତ

ବୌଦ୍ଧ,୨୭/୭: ଆଜି ଜିଲ୍ଲାରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ଆଜି କେବଳ କଣ୍ଟାମାଳ ବ୍ଲକ ଗୁଡଭେଲିପଦର
Read More...

ଭଗବାନ ଆମକୁ ସବୁକିଛି ଦେଇଛନ୍ତି, ତେବେ ଏସବୁ…

ମୁମ୍ବାଇ : ଅଶ୍ଳୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗିରଫ ହେବା ପରେ ରାଜ କୁନ୍ଦ୍ରା ଏବଂ ତାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀଙ୍କ ମଧ୍ୟରେ ମଧ୍ୟ ବିବାଦ ଲାଗି ରହିଛି । ଅଶ୍ଳୀଳ ଚଳଚ୍ଚିତ୍ରର ନିର୍ମାଣ ମାମଲାରେ ଯେତେବେଳେ ମୁମ୍ବାଇ ପୋଲିସ ରାଜ କୁନ୍ଦ୍ରାଙ୍କ ଘରେ ଯାଞ୍ଚ ପାଇଁ ପହଞ୍ଚିଥିଲା, ସେତେବେଳେ
Read More...

ମାଷ୍ଟରକ୍ୟାଣ୍ଟିନରୁ ହଟିବନି ଘୋଡା

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନରୁ ହଟିବନି ଘୋଡା । ଏ ସଂପର୍କରେ ବିଏମ୍‌ସି କମିଶନର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସରକାରୀ ସ୍ତରରେ ଏ ନେଇ ଆଲୋଚନା କରାଯାଇ ଘୋଡା ସ୍ଥାନାନ୍ତର ନକରିବାକୁ ନିଷ୍ପତ୍ତି ନିଆଯାଇଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ଅନୁଯାୟୀ ମାଷ୍ଟରକ୍ୟାଣ୍ଟିନରୁ ଘୋଡା
Read More...

ସାମ୍ବାଦିକଙ୍କୁ ମାଡ଼ ଓ ଦୁର୍ବ୍ୟବହାରକୁ ବିରୋଧ କରି ନୟାଗଡ଼ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ନୟାଗଡ଼ ଜିଲ୍ଲା…

ଦଶପଲ୍ଲା,୨୭/୭ :- କେନ୍ଦ୍ରାପଡା, ନୟାଗଡ଼ ସମେତ ସମେତ ଓଡିଶାରେ ସାମ୍ବାଦିକଙ୍କ ପ୍ରତି ବଢି ଚାଲିଥିବା ଦୁର୍ବ୍ୟବହାର ପ୍ରତିବାଦରେ ନୟାଗଡ଼ ଜିଲ୍ଲା ଡିଜିଟାଲ୍‌ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ତରଫରୁ ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ ଟୁଡୁଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି
Read More...