Monthly Archives

July 2021

ହୀରାକୁଦରୁ ୧୦ଟି ଗେଟ୍‌ ଖୋଲି ଜଳ ନିଷ୍କାସନ ଯୋଗୁଁ ମହାନଦୀରେ ବନ୍ୟାର ପରିଦୃଶ୍ୟ

ସମ୍ବଲପୁର,୨୭/୭- ଗତରାତିରୁ ଝିପିଝିପି ବର୍ଷା ଲାଗି ରହିଛି, ଏଣୁ ଏଠାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅନ୍ୟପଟେ ହୀରାକୁଦ ବନ୍ଧରୁ ୧୦ଟି ଗେଟ ଖୋଲି ଜଳ ନିଷ୍କାସନ ଯୋଗୁଁ ଏଠାରେ ମହାନଦୀରେ ବନ୍ୟାର ପରିଦୃଶ୍ୟ ରହିଛି । ତଳମୁଣ୍ଡରେ ଓ ବିଶେଷକରି ସୋନପୁରରୁ ତଳକୁ ମହାନଦୀ ବିକରାଳ ରୂପ
Read More...

ରିମାଣ୍ଡ ଶେଷ, ଜେଲ୍‌ ଗଲେ ରାଜ କୁନ୍ଦ୍ରା

ଭୁବନେଶ୍ୱର : ଶେଷରେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଜେଲ ପଠାଇ ଦିଆଯାଇଛି  । ପର୍ଣ୍ଣ ସିନେମା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା  । ଅଧିକ ତଥ୍ୟ ହାସଲ ପାଇଁ ରାଜ କୁନ୍ଦ୍ରାଙ୍କୁ ପୁଲିସ ରିମାଣ୍ଡରେ ଆଣିଥିବାବେଳେ ରିମାଣ୍ଡ ଅବଧି ଆଜି ଶେଷ
Read More...

ଦୁର୍ଘଟଣାରେ କାର୍‌ ଚୁରମାର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

କେନ୍ଦୁଝର,୨୭/୭- ଗତକାଲି ଅପରାହ୍ନ ୪ ଟାବେଳେ ଓଡ଼ିଶା ଖଣି ଓ ଯାନ୍ତିକ ବିଦ୍ୟାଳୟ ହଷ୍ଟେଲ ସମ୍ମୁଖରେ ଲାବଣ୍ୟଲଜ ପଟୁ ଦ୍ରୁତଗତିରେ ଆସୁଥିବା କାର ନଂ ଓଡି୦୨ବିଜି୨୦୪୯ ଦୁର୍ଘଟଣାଗ୍ରସ୍ଥ ହୋଇ ଚୁରମାର୍‌ ହୋଇଯାଇଥିଲା ଏବଂ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି । ପ୍ରତ୍ୟକ୍ଷଦର୍ଶୀଙ୍କ
Read More...

ସମ୍ପୂର୍ଣ୍ଣ ହିଂସାମୁକ୍ତ ଓଡ଼ିଶା ଅଭିଯାନ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜାରି: ନକ୍ସଲ ସହିଦ୍‌ ସପ୍ତାହ ବଦଳରେ ନକ୍ସଲ…

ବାଲିଗୁଡ଼ା,୨୭/୭: ନକ୍ସଲ ସହିଦ ସପ୍ତାହ ନୁହେଁ , ୨୯ ଜୁଲାଇରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଜନତା ପାଳିବେ ନକ୍ସଲ ମୁକ୍ତ ସପ୍ତାହ । ବହୁତ ହେଇଗଲା ମାଓବାଦୀ ତୁମ ଏ ସହିଦ ସପ୍ତାହ ପାଳନ , ଏଥର ଆମେ ପାଳିବୁ ନକ୍ସଲ ମୁକ୍ତ ସପ୍ତାହ । କଣ ପାଇଁ ନିରୀହ ଜନତା ପ୍ରତ୍ୟେକ ବର୍ଷ ପାଳନ କରିବେ ତୁମ ଏ
Read More...

ରାଜ୍ୟରେ ୩୦ ଯାଏଁ ବର୍ଷା ସମ୍ଭବନା

ଭୁବନେଶ୍ୱର : ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ୨୮ରୁ ୩୦ ତାରିଖ ମଧ୍ୟରେ ଓଡ଼ିଶାର ବହୁ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଆକଳନ କରାଯାଇଛି । ଗୋଟିଏରୁ
Read More...

କାର୍ଗିଲ ଦିବସ ଅବସରରେ ଔଷଧ ଚାରା ବଣ୍ଟନ

ଗଞ୍ଜାମ: ବ୍ରହ୍ମପୁର କାର୍ଗିଲ ବିଜୟ ଦିବସ ଅବସରରେ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୩ ନମ୍ବର ୱାର୍ଡ ସ୍ଥିତ ଧୋବାବନ୍ଧ ହୁଡାଠାରେ ଭାରତୀୟ ଜନତା ଯୁବମୋର୍ଚ୍ଚା ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ଯୁବ ନେତା ମଧୁସୂଦନ ସାହୁଙ୍କ ନେତୃତ୍ୱରେ ପିଲାଙ୍କୁ ଚକଲେଟ ଓ ବିସ୍କୁଟ ବଣ୍ଟନ ସହ
Read More...

ମାନୁ ନାହାନ୍ତି ଅମାନିଆ ! କୋଭିଡ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ

ଦାରିଙ୍ଗବାଡି : କନ୍ଧମାଳ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ହ୍ରାସ ହେଉଥିବା ଦେଖା ଦେଉଛି । କିନ୍ତୁ ଜନସାଧାରଣ କୋଭିଡ ନିୟମ ପାଳନ କରିବାରେ ବହୁ ଅବହେଳା କରୁଥିବା ଦେଖିବାକ ମିଳିଛି । ଜିଲ୍ଲାରେ ମାସ୍କ ନପିନ୍ଧି ଲୋକେ ଖୁଲମଖୁଲା ବଜାରରେ ବୁଲୁଛନ୍ତି ସତେ ଯେପରି କରୋନା ସମ୍ପୂର୍ଣ୍ଣ ଚାଲି
Read More...

ସାମ୍ବାଦିକଙ୍କୁ ଆକ୍ରମଣ କରି ଅଭିଯୁକ୍ତ ଜେଲ ଗଲେ

ଗଞ୍ଜାମ : ବ୍ରହ୍ମପୁର ଗତକାଲି ଏକ ଜୈନିକ ମହିଳା ତାଙ୍କ ପାରିବାରିକ ସମସ୍ୟାକୁ ନେଇ ଗୋଷାଣିନୁଆଗାଁ ଥାନା ନିକଟସ୍ଥ ମୁଖ୍ୟ ରାସ୍ତାରେ ତାଙ୍କ ଶ୍ୱଶୁର ଘର ଆଗରେ ଧାରଣାରେ ବସିଥିଲେ । ତେବେ ଉକ୍ତ ସ୍ଥାନରେ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ ଏବଂ ପ୍ରହ୍ଲାଦ ସାହୁ ରିପୋର୍ଟର ଭାବେ ସେଠାରେ
Read More...

ତୁମୁଡିବନ୍ଧ ଲବନ୍ୟନଗର ଗ୍ରାମରେ ଛେଳି ମଡକ

ଫୁଲବାଣୀ,୨୭/୭- ତୁମୁଡିବନ୍ଧ ବ୍ଲକର ଲବନ୍ୟନଗର ଗ୍ରାମରେ ଛେଳି ମଡକ । ଆଜି ସକାଳୁ ଲୋକେ ଉଠିଲା ବେଳକୁ ୭ ରୁ ୮ ଟି ଛେଳି ମରିପଡ଼ିଥିବା ଲୋକେ ଦେଖିବାକୁ ପାଇଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଭିଏଶ୍‌ ଙ୍କୁ ଜଣାଇଥିଲେ । ପଶୁ ବିଭାଗ କର୍ମଚାରୀ ପହଞ୍ଚିବା ବେଳକୁ ପ୍ରାୟ ୩୦ ରୁ ୪୦ ଛେଳି
Read More...

ପଶ୍ଚିମାଞ୍ଚଳର ଐତିହ୍ୟ ବିକାଶ ପାଇଁ କେନ୍ଦ୍ର ସରକାର ଆଗ୍ରହୀ କିନ୍ତୁ ରାଜ୍ୟରୁ ପ୍ରସ୍ତାବ କାହିଁ ?

ସମ୍ବଲପୁର,୨୭/୭- ଆଗାମୀ ବର୍ଷ ୨୦୨୧-୨୨ରେ ଭାରତ ନିଜର ୭୫ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସାଂସଦ ସୁରେଶ ପୂଜାରୀ ଏହି ଅଞ୍ଚଳର ସ୍ୱାଭିମାନ ପ୍ରସଙ୍ଗ ସଂସଦର ବର୍ତ୍ତମାନ ଅଧିବେଶନରେ ଉଠାଇଛନ୍ତି । ସେ କହିଛନ୍ତି ଯେ ୭୫ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ
Read More...