ପୁଣି ତିନି କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ : ଗାଁକୁ କାଦୁଅ ରାସ୍ତା ଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ
ଦଶପଲ୍ଲା : ସ୍ୱାଧିନତାର ୭୪ ବର୍ଷ ପରେ ମଧ୍ୟ ବାଡିବାରୀ ଗାଁକୁ ହୋଇପାରିଲାନି ରାସ୍ତା ନିର୍ମାଣ । ଆଜି ପର୍ଯ୍ୟନ୍ତ ଖଟିଆରେ ରୋଗୀ ବୁହା ହେଉଥିବା ବେଳେ ଜରୁରୀକାଳୀନ ସେବାରୁ ଗ୍ରାମବାସୀମାନେ ବଂଚିତ ଥିବା ଦେଖିବାକୁ ମିଳିଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ୍ୟ ପ୍ରଶାସନର ନୀରବତା ଯୋଗୁଁ!-->…
Read More...
Read More...