Monthly Archives

July 2021

କୋଭିଡ଼ ଯାଞ୍ଚ କଡ଼ାକଡ଼ି, ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ

ଦାରିଙ୍ଗବାଡି,୨୪/୭: ଦାରିଙ୍ଗବାଡି ବ୍ଲକରେ ପଜିଟିଭ ସଂଖ୍ୟା ହ୍ରାସ ପାଉଥିବା ବେଳେ କିନ୍ତୁ କୋଭିଡ଼ ନିୟମ ଉଲ୍ଲଂଘନ କରୁଥିବା ଅମାନିଆଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଯେଭଳି ଭାବେ ପଜିଟିଭ ସଂଖ୍ୟା ହ୍ରାସ ପାଉଛି ସେଭଳି ଭାବେ ଲୋକ ଖାମଖିଆଲି ଭାବେ ମାସ୍କ ବ୍ୟବହାର କରୁନଥିବା ଦେଖିବାକୁ
Read More...

ଦିବ୍ୟଜୀବନ ସଂଘ ପକ୍ଷରୁ ଗୁରୁ ପୂର୍ଣ୍ଣିମା ମହୋତ୍ସବ ପାଳିତ

ଗଞ୍ଜାମ,୨୪/୭ : ବ୍ରହ୍ମପୁର ଦିବ୍ୟ ଜୀବନ ସଂଘ, ସିଦ୍ଧାର୍ଥ ନଗର ଶାଖା ପକ୍ଷରୁ ସ୍ଥାନୀୟ ଶଙ୍କାରିସାହିସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଗୁରୁପୂର୍ଣ୍ଣିମା ମହୋତ୍ସବ ପାଳିତ ହୋଇଯାଇଛି । ହିନ୍ଦୁ ପରମ୍ପରା ଅନୁଯାୟୀ ପ୍ରତିବର୍ଷ ଆଷାଢ଼ ଶୁକ୍ଳ ପୂର୍ଣ୍ଣିମା ଦିନକୁ
Read More...

ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ୱରର ଉପ-ନିର୍ଦ୍ଦେଶକଙ୍କ ରାୟଗଡ ଜିଲ୍ଲା ଗସ୍ତ

ରାୟଗଡ/୨୪/୭: ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ୱରର ଉପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସ୍ୱାଇଁ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସିଥିଲେ । କୋଲନରା ବ୍ଲକର କେତେକ ବିଦ୍ୟାଳୟ ପରିଦର୍ଶନ ପରେ ରାୟଗଡ଼ ସଦରର କେତେକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଗାନ୍ଧୀନଗର ଉଚ୍ଚପ୍ରାଥମିକ
Read More...

କାଶିପୁର ବ୍ଳକ ଚାଷୀଙ୍କୁ କାଜୁ ଓ ଆମ୍ବ ଚାରା ପ୍ରଦାନ ଦାବିରେ ଧାରଣା ଦେଲେ ଚାଷୀ

ରାୟଗଡ/୨୪/୭: ରାୟଗଡ ଜିଲ୍ଳା ସଦର ମହକୁମାରେ ଥିବା ଉପ-ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାଶିପୁର ବ୍ଳକର ବିଭିନ୍ନ ପଂଚାୟତର ଚାଷୀ ଦିନିକିଆ ଧାରଣା ଦେଇଛନ୍ତି । ଆମ୍ବ ଓ କାଜୁ ଚାରା ପ୍ରଦାନ କରାଗଲେ ସେମାନେ ଚାଷ କରି ଉପକୃତ ହେବେ । କିନ୍ତୁ ପର୍ଯ୍ୟାପ୍ତ ପରିମାଣର
Read More...

ଗୁରୁପୂର୍ଣ୍ଣିମା ଅବସରରେ ବିଶ୍ୱ ଶାନ୍ତି ଯଜ୍ଞ

ସୁବର୍ଣ୍ଣପୁର ୨୪/୭- ଆଜିର ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ପତଞ୍ଜଳି ପରିବାର ତରଫରୁ ସ୍ଥାନୀୟ ଜନମୁରା ଆଶ୍ରମ ପରିସରରେ ଏକ ବିଶ୍ୱଶାନ୍ତି ଯଜ୍ଞ ଆୟୋଜନ ହୋଇଯାଇଛି । ଯୋଗ, ଆୟୁର୍ବେଦ, ସ୍ୱଦେଶୀ ଦ୍ରବ୍ୟକୁ କିପରି ପ୍ରତ୍ୟେକ ପରିବାରରେ ବ୍ୟବହାର କରିବେ ତାସହିତ
Read More...

ଆଉ ପିଜ୍ଜା ଖାଇବାକୁ ଅପେକ୍ଷା କରିହେବନି : ମିରାବାଇ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍‌ ଗେମ୍ସର ପ୍ରଥମ ଦିନରେ ରୌପ୍ୟ ପଦକ ଜିତିବା ପରେ ମିରାବାଇ ଚାନୁଙ୍କୁ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସବୁଠି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏହି ପଦକ ସହିତ ଅଲିମ୍ପିକ୍ସ୍‌ ଭାରୋତ୍ତୋଳନରେ ଭାରତର ୨୧ ବର୍ଷର ମରୁଡ଼ି ସମାପ୍ତ ହୋଇଛି । ଗତ ଥର କର୍ଣ୍ଣମ
Read More...

ବୌଦ୍ଧଜିଲ୍ଲା: ଖସିଲା ସଂକ୍ରମଣ , ଆଜି ୩ ସଂକ୍ରମିତ ଚିହ୍ନଟ

ବୌଦ୍ଧ,୨୪/୭: ଗତକାଲି ଜିଲ୍ଲାରେ ୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଆହୁରି ଖସିଯାଇ ୩ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧ ଓ
Read More...

ଏମଜିଏମ ଗ୍ରୁପ୍‌ ଆରମ୍ଭକଲା ରେଡିମେଡ ଗାର୍ମେଣ୍ଟ ଉତ୍ପାଦନ ୟୁନିଟ

ଭୁବନେଶ୍ୱର,୨୪/୭: ଅଗ୍ରଣୀ ଶିଳ୍ପଗୋଷ୍ଠୀ କଂପାନୀ ଏମଜିଏମର ଅଂଶୀଦାର ୱାଇଲ୍ଡ ଲୋଟସ ଫେସନ ପ୍ରାଇଭେଟ ଲିମିଟେଡ ଖୋର୍ଦ୍ଧା ଛତାବର ଶିଳ୍ପାଞ୍ଚଳରେ ଏକ ନୂଆ ରେଡିମେଡ ମ୍ୟାନୁଫ୍ୟାକଚରିଂ କଂପାନୀର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଛନ୍ତି । ୭୦
Read More...

ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ହାଇଦର ମୃତ

କଟକ: ଗ୍ୟାଙ୍ଗଷ୍ଟର ହାଇଦରର ପୁଲିସ ଏନ୍‌କାଉଣ୍ଟରରେ ମୃତ୍ୟୁ ହୋଇଥିବା ସୂଚନା । ଗ୍ୟାଙ୍ଗଷ୍ଟର ହାଇଦରକୁ ପୁଲିସ ଏନକାଉଣ୍ଟର କରିଛି । କଟକ ଜିଲ୍ଲା ଚୌଦ୍ୱାର ଜେଲରୁ ମୟୂରଭଂଜ ଜିଲ୍ଲା ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ଏନକାଉଣ୍ଟର କରିଛି ପୁଲିସ । ହାଇଦର ପରିଶ୍ରା
Read More...

ଏମଜିଏମ ଗ୍ରୁପଠୁ ଆରମ୍ଭକଲା ରେଡିମେଡ ଗାର୍ମେଣ୍ଟ ଉତ୍ପାଦନ ୟୁନିଟ

ଭୁବନେଶ୍ୱର,୨୪/୭: ଅଗ୍ରଣୀ ଶିଳ୍ପଗୋଷ୍ଠୀ କଂପାନୀ ଏମଡିଏମର ଅଂଶୀଦାର ୱାଇଲ୍ଡ ଲୋଟସ ଫେସନ ପ୍ରାଇଭେଟ ଲିମିଟେଡ ଖୋର୍ଦ୍ଧା ଛତାବର ଶିଳ୍ପାଞ୍ଚଳରେ ଏକ ନୂଆ ରେଡିମେଡ ମ୍ୟାନୁଫ୍ୟାକଚରିଂ କଂପାନୀର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଛନ୍ତି । ୭୦
Read More...