Monthly Archives

July 2021

ସନ୍ଦେହଜନକ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ

ଟିଟିଲାଗଡ,୨୪/୭- ଟିଟିଲାଗଡ଼ ହାଟପଦାପଡ଼ା ୱାର୍ଡ ନମ୍ବର ୧୪ ରେ ବିଭୂତି ଦଳାଇଙ୍କ ଘରେ ତିନି ଚାରି ବର୍ଷ ହେବ ଭଡ଼ାରେ ରହୁଥିଲେ ଭୁବନେଶ୍ୱରର ଲିଜା ଡାକୁଆ ଆଜି ସକାଳୁ ଲିଜାଙ୍କ ଘର କବାଟ ଖୋଲାଥିବା ଦେଖି ଘରମାଲିକ ବିଭୂତି ନିଜ ସ୍ତ୍ରୀଙ୍କୁ ଡାକି ଦେଖିବା ପାଇଁ କହିଥିଲେ । ଘରମାଲିକାଣୀ
Read More...

ଗଞ୍ଜେଇ ଭର୍ତ୍ତି ଅଟୋସହ ଗୋଟିଏ ବାଇକ୍‌ ଜବତ, ୪ ଜଣ ଗଞ୍ଜେଇ ମାଫିଆ ଗିରଫ

ବାଲିଗୁଡ଼ା,୨୪/୭: ଗଞ୍ଜେଇ ଚୋରାଚାଲାଣ ବେଳେ ବାଲିଗୁଡ଼ା ପୋଲିସ୍‌ ପକ୍ଷରୁ ଚଢ଼ାଉ କରି ୪୫କେଜି ୩୦୦ଗ୍ରାମ୍‌ ଗଞ୍ଜେଇ ସହ ଗୋଟିଏ ଅଟୋ ଓ ଗୋଟିଏ ମୋଟରସାଇକେଲ ଜବତ କରାଯାଇଛି । ଘଟଣାରେ ଚାରିଜଣ ମାଫିଆଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ପୋଲିସ୍‌ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦୁଇ(୨)
Read More...

କରୋନା ଯୋଦ୍ଧା ସାମ୍ବାଦିକ ସ୍ୱର୍ଗତ ମାନସ ରଞ୍ଜନ ପାଇଁ ମଞ୍ଜୁର ₹୧୫ଲକ୍ଷ ଆସିଛି

ସମ୍ବଲପୁର, ୨୪/୭- ଓଡ଼ିଶା ସରକାର ଗତକାଲି ୧୭ଜଣ ମୃତ ସାମ୍ବାଦିକ ଙ୍କ ପାଇଁ ପୂର୍ବ ଘୋଷିତ ଅନୁକମ୍ପା ମୂଳକ ରାଶି ମଞ୍ଜୁର କରିଛନ୍ତି । କରୋନା ଯୋଦ୍ଧା ରୂପେ ଚିହ୍ନିତ ଏମାନେ କର୍ତ୍ତବ୍ୟ ପାଳନ ସମୟରେ କରୋନା ଆକ୍ରାନ୍ତ ହୋଇ ଜୀବନ ହରାଇଛନ୍ତି । ଗତକାଲି ମଞ୍ଜୁର ଏହି ସୂଚୀରେ ସମ୍ବଲପୁରର
Read More...

ହୀରାକୁଦରୁ ଦ୍ୱିତୀୟଥର ବନ୍ୟାଜଳ ନିଷ୍କାସନ ପାଇଁ ସତର୍କ କରାଯାଉଛି

ସମ୍ବଲପୁର, ୨୪/୭- ବିଶ୍ୱ ପ୍ରସିଦ୍ଧ ହୀରାକୁଦ ଜଳଭଣ୍ଡାରରୁ ଆଜି ମଧ୍ୟାହ୍ନ ସୁଦ୍ଧା ବନ୍ୟାଜଳ ନିଷ୍କାସନ ପାଇଁ ବର୍ତ୍ତମାନ ବାରମ୍ବାର ସାଇରନ ବଜାଯାଉଛି । ଏହା ଏବର୍ଷର ଦ୍ୱିତୀୟ ଥର ପାଇଁ ବନ୍ୟାଜଳ ନିଷ୍କାସନ ହେବ ଓ ଏଥର ଅଧିକ ପରିମାଣରେ ନିଷ୍କାସନ ହେବ ବୋଲି ସମସ୍ତଙ୍କୁ ସତର୍କ କରାଯାଉଛି
Read More...

ମଦମୁକ୍ତ ଅଞ୍ଚଳ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

ଗଞ୍ଜାମ,୨୪/୭: ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ଦାଣ୍ଡିଶ୍ୱର ଛକରେ ନିକଟରେ ସ୍ଥାନୀୟ ମହିଳାମାନେ ମଦମୁକ୍ତ ଅଞ୍ଚଳ ଭାବେ ଏକ ରାଲିକରି ପୋଷ୍ଟର ମାରିବା ସହ ଆଗାମୀଦିନରେ ଯେପରି ଏହି ଛକରେ ମଦବିକ୍ରି ନହେବ ସେଥିପାଇଁ ସଂକଳ୍ପ ନେଇଛନ୍ତି । କିଛିଦିନ ତଳେ ମହିଳାମାନେ ଏକ ରାଲି କରି
Read More...

ପ୍ଲାଣ୍ଟେସନ ଅନ ହ୍ୱିଲସ ପକ୍ଷରୁ ବହୁ ପରିମାଣରେ ବୃକ୍ଷରୋପଣ

ସମ୍ବଲପୁର, ୨୪/୭- ଗତ ଦୁଇଦିନ ହେଲା ଏଠାରେ ତୁହାକୁ ତୁହା ବର୍ଷା ଲାଗିରହିଛି ଓ ମଝିମଝିରେ ପ୍ରବଳ ପରିମାଣରେ ମଧ୍ୟ ବର୍ଷିଯାଉଛି । ଏଭଳି ପରିସ୍ଥିତି ବୃକ୍ଷରୋପଣ ପାଇଁ ଅନୁକୂଳ, ଏଣୁ ଆଜି ସକାଳୁ ଏଠାକାର ବିଭିନ୍ନ ସ୍ଥାନରେ ଏଭଳି ବୃକ୍ଷରୋପଣ କାର୍ଯ୍ୟକ୍ରମ ଲାଗିରହିଛି । ସ୍ଥାନୀୟ
Read More...

ଦାରିଙ୍ଗବାଡି କୃଷି ବିଭାଗ ପକ୍ଷରୁ କୃଷି ରଥର ଶୁଭାରମ୍ଭ

ବାଲିଗୁଡା,୨୪/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି କୃଷି ବିଭାଗ ପକ୍ଷରୁ କୃଷି ରଥର ଶୁଭାରମ୍ଭ କରାଯାଇଛି । ଏଥିରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ କୃଷି ରଥର ଶୁଭାରମ୍ଭ କରିଥିଲେ । ଏହି କୃଷି ରଥ ଜରିଆରେ ପ୍ରଧାନମନ୍ତ୍ରୀ ଫସଲ
Read More...

ଅସହାୟ ଓ ନିରାଶ୍ରିତଙ୍କୁ ଛତା ଓ ଜୋତା ବଣ୍ଟନ କଲେ ଦଂପତ୍ତି

ହରଭଙ୍ଗା,୨୪/୭- ବୌଦ୍ଧ ଜିଲ୍ଲା ହରଭଙ୍ଗାବ୍ଲକ ପୁରୁଣାକଟକର ବିଶିଷ୍ଟ ବ୍ୟବସାୟୀ ରାଧେଶ୍ୟାମ ଅଗ୍ରୱାଲ ଓ ପତ୍ନୀ ସରସ୍ୱତୀ ଦେବୀ ହରଭଙ୍ଗା ବ୍ଲକର ବିଭିନ୍ନ ପଂଚାୟତରେ ଥିବା ୧୦୦ ରୁ ଅଧିକ ଅସହାୟ, ବିଧବା, ବୃଦ୍ଧ ବୃଦ୍ଧା ମାନଙ୍କୁ ଆଜି ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ଛତା ଓ ଜୋତା ବଣ୍ଟନ
Read More...