Monthly Archives

July 2021

କରୋନା ନେଲା ଆଉ ୬୭ ଜୀବନ, ଚିହ୍ନଟ ହେଲେ ୧୯୪୮ ନୂଆ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯୪୮ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌
Read More...

ଆଜି ଶ୍ରୀଜିଉଙ୍କ ଅଧରପଣା ନୀତି

ପୁରୀ : ଜନ୍ମବେଦୀରୁ ବାହୁଡ଼ିବା ପରେ ସୁନାବେଶରେ ଦର୍ଶନ ଦେଲେ ରଥାରୁଢ଼ ଚତୁର୍ଦ୍ଧାମୂରତି । ମହଣ ମହଣ ସୁନାରେ ସଜେଇ ହୋଇଥିଲେ ଶ୍ରୀଜିଉ । ଆଜି ତ୍ରୟୋଦଶୀ ତିଥିରେ ରଥାରୁଢ଼ ଶ୍ରୀଜିଉଙ୍କୁ ଅଧରପଣା ଭୋଗ ନୀତି ଅନୁଷ୍ଠିତ ହେବ । ଅଧରପଣା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ, ରାଘବଦାସ ମଠ ଓ
Read More...

ଦଶପଲ୍ଲା ବ୍ଲକ୍‌ ଡିଜିଟାଲ ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଦ୍ୱିତୀୟ ବୈଠକ

ଦଶପଲ୍ଲା,୨୧/୭ :- ଦଶପଲ୍ଲା ବ୍ଲକ୍‌ ଡିଜିଟାଲ ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନର ଦ୍ୱିତୀୟ ବୈଠକ ନିଜସ୍ୱ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ଆସୋସିଏସନର ସଭାପତି ଶୁଶାନ୍ତ କୁମାର ସାହୁଙ୍କ ପ୍ରସ୍ତାବକ୍ରମେ କରୋନାରେ ପ୍ରାଣ ହରାଇଥିବା ସାମ୍ବାଦିକ ବନ୍ଧୁ ମାନଙ୍କ
Read More...

ପୁରୀ: ମହଣ ମହଣ ସ୍ୱର୍ଣ୍ଣଅଳଙ୍କାରରେ ବିଭୂଷିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ

ପୁରୀ,୨୧/୭- ପବିତ୍ର ସୁନାବେଶରେ ମହଣ ମହଣ ସ୍ୱର୍ଣ୍ଣଅଳଙ୍କାରରେ ବିଭୂଷିତ ହୋଇ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରୁ ଦର୍ଶନ ଦେଇଛନ୍ତି । ପ୍ରତିବର୍ଷ ହରିଶୟନ ଏକାଦଶୀରେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ଏଥର କିନ୍ତୁ ଗରୁଡ଼ ଶୟନ ଦ୍ୱାଦଶୀ ତିଥିରେ ସୂନାବେଶରେ ଦର୍ଶନ
Read More...

ଭୀମସାର ଦେଇପାରୁନାହିଁ ଗୁରୁତର ହାଡଭଙ୍ଗା ରୋଗୀଙ୍କୁ ଚିକିତ୍ସା !

ସମ୍ବଲପୁର,୨୧/୭: ଘୋର ଲଜ୍ଜ୍ୟା ଏବଂ ପଶ୍ଚିମଓଡିଶା ବାସୀଙ୍କ ପାଇଁ ଅପମାନ କହିଲେ ଅତ୍ୟୁକ୍ତି ହେବନାହିଁ । ଯଦି ସତରେ ଭୀମସାର ବୁର୍ଲା ଗୁରୁତର ହାଡଭଙ୍ଗା ରୋଗୀଙ୍କୁ ଚିକିତ୍ସା ଯୋଗାଇଦେବାରେ ବିଫଳ ହେଉଛି । ସୋସିଆଲ ମିଡିଆରେ ସୋନପୁର ଅଞ୍ଚଳର ଜଣେ ସଚେତନ ବ୍ୟକ୍ତି ବଳଦେବ ବେଦବାଗଙ୍କ
Read More...

ବିକାଶପୁର ନିକଟସ୍ଥ ଜଙ୍ଗଲରୁ ବହୁପରିମାଣର ମଦ ଜବତ

ବ୍ରହ୍ମପୁର,୨୧/୭ :ତାଲାବନ୍ଦ ସମୟରେ ବିଭିନ୍ନ ପ୍ରକାର ବେନିୟମ ଉପାୟରେ ମଦ ପ୍ରସ୍ତୁତି କରି ଟଙ୍କା ରୋଜଗାର କରିବା ନଜିର ରହିଛି । ଏଥି ମଧ୍ୟରେ ପୁଣି ଆଉ ଏକ ମାମଲା ସାମ୍ନାକୁ ଆସିଛି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଅବକାରୀ ଅଧିକାରୀ ରାମେନ୍ଦ୍ର ନାୟକଙ୍କ
Read More...

ଅହେତୁକ ଦରବୃଦ୍ଧି ପ୍ରତିବାଦରେ ପାଟଣାଗଡ ବିଜେପି ପକ୍ଷରୁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଉ

ପାଟଣାଗଡ଼,୨୧/୭- ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବିଜେପି ପକ୍ଷରୁ ବ୍ଲକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକଙ୍କ ନେତୃତ୍ୱରେ ସ୍ଥାନୀୟ ବିଦ୍ୟୁତ ବିଭାଗ ଅଫିସ ଘେରାଉ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୫ଦଫା ଦାବି ବିଦ୍ୟୁତ ବିଭାଗ କନିଷ୍ଠଯନ୍ତ୍ରୀ ଶ୍ରୀ ଅବିନାଶ ଉଦଗାତାଙ୍କୁ ପ୍ରଦାନ କରିଥିଲେ ।
Read More...

ଦେବଦୂତ ସାଜିଲେ ରକ୍ତଭଣ୍ଡାର କର୍ମଚାରୀ

ଫୁଲବାଣୀ,୨୧/୭- ଆଜି ହଠାତ୍‌ କୋଟଗଡ଼ ବ୍ଳକରୁ ଆସିଥିବା ମୋତି ମାଝୀ ୧ବର୍ଷର ଶିଶୁକୁ ଜରୁରୀ ଏ ପଜିଟିଭ ରକ୍ତର ଆବଶ୍ୟକତା ହେଉଥିବା ବେଳେ, ରକ୍ତଭଣ୍ଡାରରେ କୈାଣସି ଗୃପର ରକ୍ତନଥିବା ଓ ପରିସ୍ଥିତିକୁ ହୃଦୟଙ୍ଗମ କରି ଡ୍ୟୁଟିରେ ଥିବା ଟେକ୍ନିସିଆନ୍‌ ସୁଜିତ କୁମାର ସାହୁ ନିଜେ ରକ୍ତଦାନ କରି
Read More...

ଧାନରୁଆ ମହିଳା ଶ୍ରମିକଙ୍କୁ ନେଇ ଯାଉଥିବା ଲେଲ୍ୟାଣ୍ଡ ପିକଅପ୍‌ ଦୁର୍ଘଟଣାଗ୍ରସ୍ତ, ୨୦ ଆହତ ଓ ୪ ଗୁରୁତର

ବ୍ରହ୍ମପୁର,୨୧/୦୭ : ପାତ୍ରପୁର ବ୍ଳକ ଅନ୍ତର୍ଗତ ସାମନ୍ତରାପୁର ପଞ୍ଚାୟତର ଗୋପିନାଥପୁର ଛକ ନିକଟରେ ଆଜି ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି । ଧାନ ରୂଆଳି ମହିଳା ଶ୍ରମିକଙ୍କୁ ନେଇ ନାରାୟଣପୁର ଠାରୁ ତୁମ୍ବା ଅଭିମୁଖେ ଯାଉଥିବା ଏକ ମାଲବାହୀ ଲେଲ୍ୟାଣ୍ଡ୍‌ ପିକ୍‌ଆପ ଗୋପିନାଥପୁର ବୁଲାଣୀରେ
Read More...

ପୂର୍ବରୁ ଲଗାଯାଇଥିବା ଚାରାଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ସ୍ୱେଚ୍ଛାସେବୀ ଅଣ୍ଟା ଭିଡ଼ିଲେ

ସମ୍ବଲପୁର, ୨୧/୭-ଗଛ ଲଗାଇ ତାହା ସହିତ ଫଟୋ ଉଠାଇ ସେଗୁଡିକ ସୋସିଆଲ ମିଡିଆରେ ଭାଇରାଲ କରିବା ବର୍ତ୍ତମାନ ଏପରି ଜୋର ଧରିଛି ଯେ ଏହାକୁ କେହି ଗୁରୁତ୍ୱ ଦେଉ ନାହାନ୍ତି । ଏହି ପରିପ୍ରେକ୍ଷୀରେ କିଛି ସ୍ୱେଚ୍ଛାସେବୀ ଯୁବକ ନୂଆଗଛ ଲଗାଇବା ବଦଳରେ ଆଗରୁ ଲଗାଯାଇଥିବା ଚାରାଗୁଡ଼ିକର
Read More...