Monthly Archives

July 2021

ରାଜ୍ୟରେ ଅଗଷ୍ଟ ୧ ଯାଏ ଆଂଶିକ ଲକଡାଉନ

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ପରିସ୍ଥିତି ଏଯାଏଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । କାଟେଗୋରୀ ‘ଏ’ରେ
Read More...

ଆବାସ ଯୋଜନା ଆବଣ୍ଟନ ଦୁର୍ନୀତି ବିରୁଦ୍ଧରେ ଭାଜପାର ଆରଡିସି କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ

ସମ୍ବଲପୁର,୧୫/୭- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଓଡ଼ିଶାରେ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ଆଣି ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ କାର୍ଯ୍ୟାଳୟ ସାମ୍ନାରେ ଧାରଣା ପ୍ରଦର୍ଶନ କରାଯାଇଥିଲା । ଏହି ଆନ୍ଦୋଳନରେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ଓ
Read More...

ବିପୁଳ ପରିମାଣର ଗଛ ଲଗାଇଲେ ବାୟୁମଣ୍ଡଳରେ ଅମ୍ଳଜାନ ସ୍ତର ବଢିବ

ସମ୍ବଲପୁର,୧୫/୭- ବିଶ୍ୱସ୍ତରୀୟ ମହାମାରୀ କରୋନାରୁ ସୁରକ୍ଷା ପାଇଁ ଜନସମାଜକୁ ଯଥେଷ୍ଟ ଅମ୍ଳଜାନ ଯୋଗାଇବା ଓ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ଆଜି ସମ୍ବଲପୁର ଜିଲ୍ଳା ଧନକଉଡା ବ୍ଲକ ଅନ୍ତର୍ଗତ ବିଶାଲଖିଣ୍ଡା ଗ୍ରାମବାସୀ ଅଣ୍ଟା ଭିଡି ବାହାରିଛନ୍ତି । ଏହି ଗ୍ରାମରେ ବିଭିନ୍ନ
Read More...

ଋଷଭ ପନ୍ତ କରୋନା ପଜିଟିଭ୍‌ ଚିହ୍ନଟ, ଦେଖିଥିଲେ ୟୁରୋକପ୍‌ ମ୍ୟାଚ୍‌

ଲଣ୍ଡନ: ଇଂଲଣ୍ଡ ଗସ୍ତରେ ଯାଇଥିବା ଟିମ୍‌ ଇଣ୍ଡିଆକୁ ଝଟକା । ୱିକେଟ କିପର ଋଷଭ ପନ୍ତ କୋଭିଡ ପଜିଟିଭ୍‌ ହୋଇଥିବା ସୂଚନା ରହିଛି । ଅଗଷ୍ଟରେ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିଲା ଟେଷ୍ଟ ମ୍ୟାଚ । କରୋନା ନିୟମକୁ ଦୃଷ୍ଟିରୁ ରଖି ଟିମ୍‌ ଇଣ୍ଡିଆ ବହୁ ପୂର୍ବରୁ ଇଂଲଣ୍ଡ ଗସ୍ତ କରିଥିଲା ।
Read More...

ଦରଦାମ ବୃଦ୍ଧି ପ୍ରତ୍ୟାହାର ଦାବିରେ ୬ ଘଣ୍ଟିଆ ବନ୍ଦ ଶାନ୍ତିପୂର୍ଣ୍ଣ

କଣ୍ଟାବାଞ୍ଜି,୧୫/୭ - କେନ୍ଦ୍ର ସରକାରଙ୍କ ପେଟ୍ରୋଲ, ଡିଜେଲ ଦରବୃଦ୍ଧି ପ୍ରତିବାଦ ଓ ପ୍ରତ୍ୟାହାର ରେ କଣ୍ଟାବାଞ୍ଜି ସହ ତୁରିକେଲାରେ ସି. ପି. ଆଇ ଦଳ ତରଫରୁ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଦେଇଥିବା ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ ରହିଛି । କେନ୍ଦ୍ର ସରକାରଙ୍କ ଖାଦ୍ୟସାମଗ୍ରୀ ଉପରେ
Read More...

ସୁସ୍ଥ ହେଉଛନ୍ତି ପ୍ରଦୀପ୍ତ, ବିଷ୍ଣୁ

ଭୁବନେଶ୍ୱର:  କରୋନାରେ ଆକ୍ରାନ୍ତ ହେବା ପରେ ଏବେ ସୁସ୍ଥ ହେଉଛନ୍ତି  ବିରୋଧୀ ଦଳ ନେତା ଓ ବିରୋଧୀ ଦଳ ଉପନେତା । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ଉପନେତା ବିଷ୍ଣୁ ସେଠୀ ସୁସ୍ଥ ହେଉଛନ୍ତି ।  ଏନେଇ ଭୁବନେଶ୍ୱର ଏମସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି । ସେ କହିଛନ୍ତି
Read More...

ବୌଦ୍ଧରେ ୬ଘଣ୍ଟିଆ ବନ୍ଦ ପାଳନ

ବୌଦ୍ଧ,୧୫/୭- ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ତଥା ଖାଉଟି ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ଆଜି ସିପିଆଇ ଓ କଂଗ୍ରେସ ତରଫରୁ ସକାଳ ୬ ରୁ ଦିନ ୧୨ଟା ପର୍ଯ୍ୟନ୍ତ ୬ଘଣ୍ଟିଆ ବୌଦ୍ଧବନ୍ଦ ପାଳନ ହୋଇଯାଇଛି । ସିପିଆଇ ଦଳ ତରଫରୁ ସାଙ୍କେତିକ ଭାବେ ବନ୍ଦ ପାଳନ
Read More...

ତିନି ରଥରେ ଫାଟ, ଚାଲିଛି ମରାମତି

ପୁରୀ: ଆସନ୍ତା ୧୭ତାରିଖରେ ତିନିରଥର ଦକ୍ଷିଣୀ ମୋଡ । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍‌ ଦ୍ୱାରା ତିନିରଥର ହେଲା ଯାଞ୍ଚ କରିଥିଲା । ଏହି ଅବସରରେ ତିନିରଥରେ ସାମାନ୍ୟ ଫାଟ ସୃଷ୍ଟି ହୋଇଛି । ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୋଟିଏ ଲେଖାଏଁ ଚକରେ
Read More...

କ.ନୂଆଗାଁ ବ୍ଲକରେ ସ୍ୱାସ୍ଥ୍ୟ ଶିବିର

କ.ନୂଆଗାଁ : କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ ନିରାକରଣ ପାଇଁ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ଶିବିର କରାଯାଇ ସଚେତନତା ସହ ଔଷଧ ବଣ୍ଟନ କରାଯାଇଛି । ବ୍ଲକର ସାଇନ୍‌ ପଡା ପଞ୍ଚାୟତ ଦୁର୍ଗମ ଗ୍ରାମ ରଣ୍ଡାବାଲିରେ ଡାକ୍ତର ଟିମ୍‌ ପାହଡ ଚଢି ସ୍ୱାସ୍ଥ୍ୟ
Read More...