Monthly Archives

July 2021

କନ୍ଧମାଳ ଜିଲ୍ଲାକୁ ରେଳ ସଂଯୋଗ କେବେ ? ଓଡିଶାରୁ ରାଜ୍ୟସଭା ସାଂସଦ ରେଳମନ୍ତ୍ରୀ ହେବାପରେ ଆଶା ଉଜ୍ଜଳ….

କନ୍ଧମାଳ,୧୪/୭- ଆଜିବି କନ୍ଧମାଳ ଜିଲ୍ଲା ଏକ ରେଳବିହୀନ ଓ ଶିଳ୍ପବିହୀନ ଜିଲ୍ଲା ହୋଇ ରହିଛି । ବ୍ରହ୍ମପୁର-ସମ୍ବଲପୁର ଭାୟା ଫୁଲବାଣୀ ଓ ତାଳଚେର-ଲାଞ୍ଜିଗଡ ଭାୟା ଫୁଲବାଣୀ, ବାଲିଗୁଡ଼ା ଦେଇ ଦୁଇଟି ରେଳ ପ୍ରକଳ୍ପର ସର୍ଭେ କେନ୍ଦ୍ର ସରକାର ସାରିଥିଲେ । କିନ୍ତୁ ଆଜିପର୍ଯ୍ୟନ୍ତ ଏହି ପ୍ରକଳ୍ପ
Read More...

ମହିଳାଙ୍କ ବେକରୁ ସୁନାଚେନ ଛିଣ୍ଡାଇ ନେଲେ ଲୁଟେରା

ସମ୍ବଲପୁର,୧୪/୭- ସ୍ଥାନୀୟ କଚେରୀଛକ ସଂଲଗ୍ନ ଏକ ବ୍ୟସ୍ତବହୁଳ ରାଜରାସ୍ତାରୁ ଦିନ ଦ୍ୱିପହରରେ ୨ ଜଣ ଲୁଟେରା ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇନେଇ ଫେରାର ହେବାରେ ସଫଳ ହୋଇଛନ୍ତି । ସେଠାରୁ ଅନତି ଦୂରରେ ଗୋଟିଏପଟେ ଜିଲ୍ଲା ପୁଲିସ ଏସପିଙ୍କ କାର୍ଯ୍ୟାଳୟ ଓ ଅନ୍ୟପଟେ ଭାରତୀୟ ଷ୍ଟେଟ
Read More...

୫୫୦ ଗ୍ରାମ ବ୍ରାଉନସୁଗର ସହ ନଗଦ ୩୪ଲକ୍ଷ ଟଙ୍କା ଜବତ, ୨ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ବଡ଼ଧରଣର ବ୍ରାଉନସୁଗର ଡିଲର ପର୍ଦ୍ଦାଫାସ ହୋଇଛି ।  ଏକ ଘର ଭିତରୁ ୫୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରାଯାଇଛି । ଜବତ ବ୍ରାଉନସୁଗରର ଓଜନ ୫୫୦ ଗ୍ରାମ ଜବତ କରାଯାଇଛି ।  ବ୍ରାଉନସୁଗର ସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଛି ।  ସହିଦନଗର ଥାନା
Read More...

ଟିମ୍‌ ହ୍ୟୁମାନିଟିର ପ୍ରଚେଷ୍ଟାରେ ପୂର୍ବପରି ଚାଲିବାକୁ ସକ୍ଷମ ହୋଇଛନ୍ତି ସୋନାଲୀ

ଫୁଲବାଣୀ,୧୪/୭- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ନୂଆପଦର ପଞ୍ଚାୟତ ଅନ୍ତର୍ଗତ ବରପଡା ଗ୍ରାମର ସୋନାଲି ସାହାଣୀ । କୈାଣସି କାରଣ ବଶତଃ ଦେହର ଜଙ୍ଘ ଅଂଶ ଗଭୀର ଭାବରେ ପୋଡ଼ି ଯାଇଥିଲା । ଚିକିତ୍ସା ପାଇଁ ପରିବାର ଲୋକେ ପ୍ରଥମେ ଫୁଲବାଣୀ ଏବଂ ପରେ ବ୍ରହ୍ମପୁର ଯାଇ ଚିକିତ୍ସା କରାଇଥିଲେ ।
Read More...

ଭିମସାରରେ ବ୍ଲାକ ଫଙ୍ଗସର ପ୍ରକୋପ : ୩ଦିନରେ ୨ମୃତ ଓ ୧୧ ଚିକିତ୍ସାଧୀନ

ସମ୍ବଲପୁର: ସ୍ଥାନୀୟ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ଅନୁସନ୍ଧାନ ଓ ଚିକିତ୍ସା ସଂସ୍ଥାନ (ଭିମସାର)ରେ କରୋନା ସଂକ୍ରମଣ ପରେ ବ୍ଲାକ ଫଙ୍ଗସରେ ୨ଆକ୍ରାନ୍ତଙ୍କ ଗତ ତିନି ଦିନ ଭିତରେ ମୃତ୍ୟୁ ହୋଇଛି । ଏହାକୁ ନେଇ ସେଠାକାର ରୋଗୀ ଭୟଭୀତ ଓ ଚିକିତ୍ସକଗଣ ଚିନ୍ତିତ ରହିଛନ୍ତି,
Read More...

ଦଧିମାଛଗାଡିଆ ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା,୧୪/୦୭: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଦଧିମାଛଗାଡିଆ ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି । ଗତ ବର୍ଷ ଜୁନ ୧୪ତାରିଖ ସକାଳ ସାଢେ ୮ଟା ସମୟରେ ଲାଲା ପ୍ରଧାନଙ୍କୁ ଗାଁ ରାସ୍ତା ମଝିରେ ଗୁଳିକରି ହତ୍ୟା କରାଯାଇଥିଲା । ଏ ଘଟଣାରେ ଲାଲା
Read More...

ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଉଷା କୁମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କିଲିଟାରି ସଭାକକ୍ଷରେ ଅନୁଷ୍ଠିତ ବୈଠକରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜିଲାପାଳ ଶ୍ରୀମତୀ ଅବେଲୀ ସୁନିଲ ନରୱଣେ, ତିଆରଡିଏ
Read More...

ଆଉ ୬୫ ଜଣଙ୍କ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୨୦୭୪ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୪ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ
Read More...