ନଳ ଅଛି ହେଲେ ଜଳ ନାହିଁ ! ଚୂଆ ପାଣିରେ ବିତୁଛି ଜୀବନ
ଦାରିଙ୍ଗବାଡି :ନଳ ଅଛି ହେଲେ ଜଳ ନାହିଁ । ଜଙ୍ଗଲ ଭିତରେ ଥିବା ଚୂଆ ପାଣିରେ ବିତୁଛି ଜୀବନ । ଗ୍ରାମବାସୀ ଗ୍ରାମରୁ ଏକ କିଲୋମିଟର ଦୂରତାରେ ଥିବା ଚୂଆପାଣିକୁ ଆଣି ବ୍ୟବହାର କରିଥାନ୍ତି । ଯାହାକି ଖରା, ବର୍ଷା, ଶୀତ ସଦାବେଳେ ପାଇଁ ସାହା ଭରସା ଏହି ଚୁଆରୁ ବର୍ଷା ଦିନେ ଗୋଳିଆପାଣି ଓ!-->…
Read More...
Read More...