Monthly Archives

July 2021

ବଜ୍ରପାତରେ ୩ ମୃତ

ବାରିପଦା : ପୁଣି ବଜ୍ରପାତ ନେଇଛି ୩ଜଣଙ୍କ ଜୀବନ । ଏମିତି ଏକ ଘଟଣା ଘଟିଛି ବାରିପଦାର ଚାନ୍ଦୁଆ ଥାନା ବାଘୁଆଶୋଳ ଗ୍ରାମରେ । ସୂଚନା ଅନୁଯାୟୀ ଜଙ୍ଗଲରୁ ଛେଳି ଚରାଇବାକୁ ଯାଇଥିବା ବେଳେ ହଠାତ୍‌ ବର୍ଷା ହେବାରୁ ଏକ ଗଛମୂଳ ତିନି ଜଣ ନାବାଳକ ଗାଇଚରାଳି ଆଶ୍ରୟ ନେଇଥିଲେ । ଏହି ସମୟ ମଧ୍ୟରେ ଗଛ
Read More...

କ୍ରିସ୍‌ ଗେଲଙ୍କ ଐତିହାସିକ ବିଶ୍ୱ ରେକର୍ଡ

ଦୁବାଇ : ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ କ୍ରିକେଟ୍‌ ଦୁନିଆରେ ଆଉ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି । ସେ ଟି -୨୦ ଫର୍ମାଟରେ ୧୪,୦୦୦ ରନ୍‌ ସ୍କୋର କରିବାରେ ଦୁନିଆର ପ୍ରଥମ ଖେଳାଳି ହୋଇଛନ୍ତି । ନିଜ ଶୈଳୀରେ ଗେଲ ଏକ ଛକା ମାରି ଏହି ରେକର୍ଡ ସୃଷ୍ଟି କରିଥିଲେ
Read More...

ବୌଦ୍ଧ: ଖସିଲା ସଂକ୍ରମଣ, ବୌଦ୍ଧବ୍ଲକ ରୁ ୨ଜଣ ଓ ସହରାଞ୍ଚଳରୁ ଜଣେ ଆକ୍ରାନ୍ତ

ବୌଦ୍ଧ,୧୩/୭: ଆଜି ଜିଲ୍ଲା ସଂକ୍ରମଣ ପୁରା ତଳକୁ ଖସି ୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ପୋଲାମ ଗ୍ରାମରୁ ଜଣେ,
Read More...

ଦିଲ୍ଲୀ ରଥଯାତ୍ରାରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଅଶ୍ୱିନୀ ସାମିଲ

ନୂଆଦିଲ୍ଲୀ : ନୂଆଦିଲ୍ଲୀର ହାଉଜଖାସ ଭିଲେଜସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ମୁଖ୍ୟ ଜଗନ୍ନାଥ ମନ୍ଦିର ଠାରେ ୪୩ତମ ପବିତ୍ର ରଥଯାତ୍ରା ପର୍ବ ଭକ୍ତିପୂତ ପରିବେଶ ମଧ୍ୟରେ ପାଳନ କରାଯାଇଛି । ମନ୍ଦିର ପରିଚାଳନା ସଂସ୍ଥା ଶ୍ରୀ ନୀଳାଚଳ ସେବା ସଂଘ ତରଫରୁ କୋଭିଡ୍‍ କଟକଣାକୁ ସମ୍ପୂର୍ଣ୍ଣ ଭାବରେ
Read More...

ବିଧାନସଭାରେ ଜନସଂଖ୍ୟା ସମାଧାନ ଅଧିନିୟମ ପାରିତ କରିବା ପାଇଁ ଜ୍ଞାପନପତ୍ର

ସମ୍ବଲପୁର, ୧୩/୭- ଓଡ଼ିଶା ରାଜ୍ୟ ବିଧାନସଭାରେ ଜନସଂଖ୍ୟା ସମାଧାନ ଅଧିନିୟମ ପାରିତ କରିବା ପାଇଁ ଆଜି ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଏକ ଜ୍ଞାପନ ପତ୍ର ଦିଆଯାଇଛି । ଜାତୀୟ ସ୍ତରରେ ଗଠିତ ଜନସଂଖ୍ୟା ସମାଧାନ ଫାଉଣ୍‌ଡେସନର ସମ୍ବଲପୁର ଶାଖା ପକ୍ଷରୁ ଏହା
Read More...

କଟକ ଓ ଖୋର୍ଦ୍ଧାକୁ ସ୍ୱତନ୍ତ୍ର ଫୋକସ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି । ତେବେ କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାରେ ସଂକ୍ରମଣ ପୁରା କମିନାହିଁ । ଯେଉଁଥିପାଇଁ ସମ୍ପୃକ୍ତ ଜିଲ୍ଲାକୁ ସ୍ୱତନ୍ତ୍ର ଫୋକସ ଦିଆଯାଉଛି । ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ନିଜର ପ୍ରତିକ୍ରିୟା
Read More...