Monthly Archives

July 2021

କିରାବାଡି ଅଞ୍ଚଳରେ ହାତୀ ଆତଙ୍କ, ଘୁ.ଉଦୟଗିରି ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଜଙ୍ଗଲକୁ ନ ଯିବାକୁ…

ଘୁ.ଉଦୟଗିରି,୮/୭- ବ୍ଲକ ଅଧୀନରେ ଥିବା ଗ୍ରେସିଙ୍ଗିଆ ଗ୍ରାମପଞ୍ଚାୟତର କିରାବାଡି ଗ୍ରାମରେ ଗତ ଦୁଇ ଦିନ ହେବ ରାତିରେ ହାତୀ ପଶି ଆସିଥିବା ଲୋକେ ସୂଚନା ପାଇଥିଲେ ଏବଂ ସେହିଦିନ ରାତି ପ୍ରାୟ ଗୋଟାଏ ହେବ ବାହାରେ ରହି ଜଗିଥିଲେ କାରଣ ହାତୀଗୁଡିକ ଆମ୍ବଗଛ ଡାଳ ଭାଙ୍ଗିବା ଶବ୍ଦ ଶୁଣିଥିଲେ ।
Read More...

ବୌଦ୍ଧଜିଲ୍ଲା: ଆଜି ଏକକ ସଂଖ୍ୟାରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା, ୭ ପଜିଟିଭ ଚିହ୍ନଟ

ବୌଦ୍ଧ,୮/୭- ଖସିଲା ସଂକ୍ରମଣ, ଏକକ ସଂଖ୍ୟାରେ ରହିଛି ସଂକ୍ରମଣ । ଆଜି ଜିଲ୍ଲାରୁ ୭ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ହରଭଙ୍ଗା ବ୍ଲକ
Read More...

ଝୁଲନ୍ତା ଅବସ୍ଥାରେ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର

ଫୁଲବାଣୀ- କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦରଥାନା ଅନ୍ତର୍ଗତ ବଳମପଦର୍‌ ରାସ୍ତାରେ ଆଲୋକ ପ୍ରଧାନ ନାମକ ଡ୍ରାଇଭର ଟ୍ରକକୁ ଛାଡି କୁଆଡେ଼ ଚାଲିଯାଇଥିଲେ । ଏନେଇ ଟ୍ରକ ମାଲିକ ଗତ ୪ ତାରିଖରେ ସଦର ଥାନାରେ ଏତଲା ଦେଇଥିଲେ । ତେବେ ଘଟଣାର ୩ ଦିନ ପରେ ନିକଟସ୍ଥ ଗ୍ରାସାନଣ୍ଡା ଜଙ୍ଗଲରେ ଏକ ଗଛରେ
Read More...

ଦିନ ଦ୍ୱିପହରରେ ବଜାର ମଝିରେ ଲୁଟ୍‌

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ବ୍ଲକ୍‌ ସମ୍ମୁଖରେ ଦିନ ଦ୍ୱିପହରରେ ଲୁଟ୍‌ । ବଜାର ଉପରେ ବାଇକ୍‌ ରଖି ଗ୍ୟାରେଜକୁ ଯାଇଥିବା ବେଳେ ବ୍ଲ୍ୟୁ ପଲସରରେ ଦୁଇଜଣ ଦୁର୍ବୃତ୍ତ ଆସି ଡିକିଭାଙ୍ଗି ୧୬୫୦୦ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ହୋଇଛି । ସିର୍ତ୍ତିଗୁଡା ଗ୍ରିଡ୍‌ ସୁପରଭାଇଜର
Read More...

ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଅନୁରାଗ ଠାକୁର

ନୂଆଦିଲ୍ଲୀ : ଶ୍ରୀ ଅନୁରାଗ ଠାକୁର ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ଗଣମାଧ୍ୟମକୁ ଉଦବୋଧନ ଦେଇ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଗତ ୭ ବର୍ଷ ମଧ୍ୟରେ ଦେଶକୁ ବିକାଶ ପଥରେ ଆଗେଇ ନେବା ପାଇଁ ଜୋରଦାର ଉଦ୍ୟମ
Read More...

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୭୨ତମ ବନ ମହୋତ୍ସବ ପାଳିତ

ପାରଳାଖେମୁଣ୍ଡି,୮/୭- ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ୭୨ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗଙ୍କ ତତ୍ତ୍ୱାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇ ୨୦ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଗଛର
Read More...

ବିଦ୍ୟୁତ କରେଣ୍ଟ୍‌ ଲାଗି ମା ଓ ପୁଅ ମୃତ

ରେଢାଖୋଲ : ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ବାରବାଙ୍କ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଖବର ଅନୁଯାୟୀ ବିଦ୍ୟୁତ କରେଣ୍ଟ୍‌ ଲାଗି ମା ଓ ପୁଅଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ମା ହେଲେ ଯଶୋଦା ସାହୁ(୬୫) ଓ ପୁଅ ସୁଶାନ୍ତ ସାହୁ(୩୦) ବୋଲି ଜଣାପଡିଛି ।
Read More...

ଯାତ୍ରୀ ଅଭାବରୁ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ୍‌ ହେବା ଆଶଙ୍କା

ସମ୍ବଲପୁର, ୮/୭- ରାଜ୍ୟର ପଶ୍ଚିମାଞ୍ଚଳରେ କରୋନା ସ୍ଥିତିରେ ଉନ୍ନତି ଯୋଗୁଁ ରାଜ୍ୟ ସରକାର ଏହି ଗ୍ରୀନଜୋନ ଅଞ୍ଚଳରେ ଘରୋଇ ବସ ଚଳାଚଳ ପାଇଁ ଜୁଲାଇ ୧ ତାରିଖରୁ ଅନୁମତି ଦେଇଛନ୍ତି । ସମଗ୍ର ପଶ୍ଚିମାଞ୍ଚଳର ସବୁଠାରୁ ବଡ଼ ସମ୍ବଲପୁର ବସଷ୍ଟାଣ୍ଡରୁ ଏପର୍ଯ୍ୟନ୍ତ ମାତ୍ର ୫୨ଟି ବସ ଚଳାଚଳ ଆରମ୍ଭ
Read More...

ମହିଳା ସ୍ନାତକ ମହାବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,୮/୭- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ବନ ମହୋତ୍ସବ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଯୁବ ରେଡକ୍ରସ ଅଧିକାରୀ ସୁଶ୍ରୀ ମଧୁସ୍ମିତା ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ପ୍ରତିଷ୍ଠାତା
Read More...