Monthly Archives

July 2021

କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ୭୨ତମ ବନ ମହୋତ୍ସବ ସପ୍ତାହ- ୨୦୨୧ ବୃକ୍ଷ ହିଁ ଜୀବନ କାର୍ଯ୍ୟକ୍ରମ

ଗଜପତି,୭/୭- ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ପାରଳାଖେମୁଣ୍ଡି ସ୍ଥିତ ଏଚଡିଏଫସି: ବ୍ୟାଙ୍କ ଏବଂ ଦେବଗିରି ବନାଞ୍ଚଳ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ୭୨ ତମ ବନ ମହୋତ୍ସବ ସପ୍ତାହ-୨୦୨୧ "ବୃକ୍ଷ ହିଁ ଜୀବନ" କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି
Read More...

୭୨ ତମ ବନମହୋତ୍ସବ ଅବସରରେ ବିଭିନ୍ନ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବୌଦ୍ଧ /ଜହ୍ନାପଙ୍କ,୭/୭: ବୌଦ୍ଧ ବ୍ଳକ ବହିରା ଉଚ୍ଚ଼ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୨ ତମ ବନସପ୍ତାହ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହିରା ସରପଞ୍ଚ ଶ୍ରୀମତୀ ପୁଷ୍ପାଞ୍ଜଳି ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣର ଶୁଭାରମ୍ଭ କରିଥିଲେ ।
Read More...

ବିଜେଡି ଛାଡି ବିଜେପିରେ ମିଶିଲେ ଯୋଡ଼ା ଅଞ୍ଚଳର ପୁରୁଷୋତ୍ତମ ଗାଗରାଇ

କେନ୍ଦୁଝର,୭/୭- ଘଡଘଡି ପାହାଡ ନିକଟରେ ଥିବା ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ଅନୁବ୍ରତ ବେହେରାଙ୍କ ଦ୍ୱାରା ପରିଚାଳିତ ସଭାରେ ବିଜେପି ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଙ୍କ ସଭାପତିତ୍ୱରେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ, ରାଜ୍ୟ
Read More...

ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନରେ ରକ୍ତଦାନ ଶିବିର

ସୁବର୍ଣ୍ଣପୁର,୭/୭- ଆଜି ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ତଥା ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ୪୦ ତମ ଜନ୍ମଦିନ ଉପଲକ୍ଷେ ବିଶିଷ୍ଟ ଧୋନି ପ୍ରଶଂସକ ଦିନେଶ ମିଶ୍ର ଏବଂ ଧୋନିଙ୍କ ଅନ୍ୟାନ୍ୟ ପ୍ରଶଂସକ ମାନଙ୍କ ପ୍ରଚେଷ୍ଟାରେ ପିନାକିନୀ ପୋଲି କ୍ଲିନିକ୍‌ ସୋନପୁର ଠାରେ ଏକ
Read More...

ବୌଦ୍ଧ: ଭରଚୁଆଲ ମାଧ୍ୟମରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ବୌଦ୍ଧ,୭/୭- ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ଭୋଇଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ଭବନ ସମ୍ମିଳନୀ କକ୍ଷରେ ୨୦୨୧-୨୨ ଆର୍ଥିକବର୍ଷ ପାଇଁ ଭର୍‌ଚୁଆଲ ମାଧ୍ୟମରେ ଆଜି ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର
Read More...

ବୌଦ୍ଧଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ହେଲେ ଅଟଳ ପ୍ରଧାନ

ବୌଦ୍ଧ,୭/୭- ବୌଦ୍ଧଜିଲ୍ଲା ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ସଭାପତି ଭାବେ ଆଜି ଅଟଳ ପ୍ରଧାନ ମନୋନୀତ ହୋଇଥିବା ଜଣାପଡିଛି । ଏନେଇ ବିଜେପି ସଭାପତି ବିପ୍ରଚରଣ ମହାନ୍ତି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି । ଶ୍ରୀ ପ୍ରଧାନଙ୍କୁ ଯୁବମୋର୍ଚ୍ଚା ସଭାପତି ପଦବୀ ପାଇଁ
Read More...

କିସ୍‌ ଅନୁଷ୍ଠାନ ଦ୍ୱାରା ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଚଳିତ ଶିକ୍ଷାବର୍ଷର ପାଠ୍ୟ…

ପାଟଣାଗଡ,୭/୭- ସମଗ୍ର ବିଶ୍ୱରେ କରୋନା ମହାମାରୀ ଜନିତ କଟକଣା ସମୟରେ ସଂପୂର୍ଣ୍ଣ ନିଃଶୁଳ୍କ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାପାଇଁ କିସ କିଟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ କନ୍ୟା କିରଣର ପ୍ରତିଷ୍ଠାତା , ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗର ପ୍ରତିଷ୍ଠାତା ଡ଼
Read More...

ଖଟଖଟିଆ ନୋଡାଲ ସ୍କୁଲରେ ବୃକ୍ଷରୋପଣ

କଣ୍ଟାମାଳ,୭/୭- କଣ୍ଟାମାଳ ବ୍ଲକ ଖଟଖଟିଆ ନୋଡାଲ ସ୍କୁଲ ପରିସରେ ବନମହୋତ୍ସବ ସପ୍ତାହ ଅବସରରେ ଆଜି ବୃକ୍ଷରୋପଣ ହୋଇଯାଇଛି । ଶିକ୍ଷକ ରଞ୍ଜୁ ଅମାତଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରଧାନ ଶିକ୍ଷକ ଗଣେଶ ମିଶ୍ର ଯୋଗଦେଇଥିବାବେଳେ ଅନ୍ୟତମ ଅତିଥି ଭାବେ
Read More...

ବୌଦ୍ଧଜିଲ୍ଲା ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ବିରୋଧରେ ହରଭଙ୍ଗା ବ୍ଲକ ଘେରାଉ

ହରଭଙ୍ଗା,୭/୭- ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ହରଭଙ୍ଗା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବ୍ୟାପକ ଦୁର୍ନୀତି ହୋଇଥିବାରୁ ଆଜି ବ୍ଳକ ଘେରାଉ କରାଯାଇଥିଲା । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ୨୦୨୨ ସୁଦ୍ଧା ସବୁ ଗରିବ ଯୋଗ୍ୟ ପରିବାରକୁ ପକ୍କା ଘର ଯୋଗେଇ
Read More...

ରାୟଗଡ ପ୍ରେସ୍‌ କ୍ଳବ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାୟଗଡ/୭/୭/୨୧: ୭୨ତମ ବନ ମହୋତ୍ସବ ସପ୍ତାହ ପାଳନର ଶେଷ ଦିନରେ ରାୟଗଡ ବନଖଣ୍ଡ ସହାୟତାରେ ରାୟଗଡ ପ୍ରେସ୍‌ କ୍ଳବ ଦ୍ୱାରା ରିଙ୍ଗରୋଡ୍‌ ସ୍ଥିତ ସ୍ଥାନୀୟ ସହାରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଓ ବାହାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପ୍ରେସ୍‌ କ୍ଳବ ସଭାପତି
Read More...