Monthly Archives

July 2021

ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ଥାଳି ଘଣ୍ଟ ବାଡାଇ ଅଭିନବ ଉପାୟରେ କଂଗ୍ରେସକର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

ରାୟଗଡ/୭/୭/୨୧: ଗତ ୨ମାସ ମଧ୍ୟରେ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ଅହେତୁକ ଭାବେ ୩୦ଥର ବୃଦ୍ଧି ପାଇଥିବା ଯୋଗୁଁ ଜନ ସାଧାରଣ ହନ୍ତସନ୍ତ ହେଉଛନ୍ତି । ତଥାପି କେନ୍ଦ୍ର ଓ ରାଜ୍ୟ ସରକାର ଦରବୃଦ୍ଧି ନିୟନ୍ତ୍ରଣ କ୍ଷେତ୍ରରେ କୈାଣସି ପଦକ୍ଷେପ ଗ୍ରହଣ
Read More...

ଅଶ୍ୱିନୀ ବୈଷ୍ଣବଙ୍କ ସମେତ ୧୫ କ୍ୟାବିନେଟ୍‌ ମନ୍ତ୍ରୀ ଶପଥ ନେଲେ, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଭବନରେ ଚାଲିଥିବା ଶପଥ ପାଠ ଉତ୍ସବରେ ୧୫ଜଣ କ୍ୟାବିନେଟ ମନ୍ତ୍ରୀ ଶପଥ ନେଇଛନ୍ତି । ୧୫ଜଣଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶପଥ ପାଠ କରାଇଛନ୍ତି । ଓଡିଶାରୁ ରାଜ୍ୟସଭା ସାଂସଦ ହୋଇଥିବା ଅଶ୍ୱିନୀ ବୈଷ୍ଣବଙ୍କୁ କ୍ୟାବିନେଟ ମନ୍ତ୍ରୀପଦ ମିଳିଛି । ସେହିପରି ଯୁବ
Read More...

ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ, କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ସିନ୍ଧିଆ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରର ପ୍ରଥମ କ୍ୟାବିନେଟ ସଂପ୍ରସାରଣ ଆରମ୍ଭ ହୋଇଛି । ରାଷ୍ଟ୍ରପତି ଭବନରେ ନୂଆ ମନ୍ତ୍ରୀମାନଙ୍କୁ ଶପଥ ଗ୍ରହଣ କରାଉଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ସର୍ବପ୍ରଥମେ, ନାରାୟଣ ରାଣେ ଅଫିସ ଏବଂ ରହସ୍ୟର ଶପଥ ଗ୍ରହଣ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା : ଧାରଣା ପାଇଁ ବିଜେପିର ପ୍ରସ୍ତୁତି

ବଡଚଣା ବିଜେପି ପକ୍ଷରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ଅନିୟମିତତା ପ୍ରତିବାଦରେ ଧାରଣା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ଲଲାଟ କେଶରୀ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ରାଜ୍ଯ ସଂପାଦକ ତଥା ବଡଚଣା ବିଜେପି ନେତା ଅମର ନାୟକ ଯୋଗଦେଇ ଆବାସ
Read More...

ମୋଦିଙ୍କ କ୍ୟାବିନେଟ ସଂପ୍ରସାରଣ ଅପଡେଟ : ଆସିଲା ୪୩ଜଣଙ୍କ ତାଲିକା, ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ କ୍ୟାବିନେଟ୍ ତାଲିକା ଜାରି ହୋଇଛି। କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଆଜି ୪୩ ମନ୍ତ୍ରୀ ଶପଥ ନେବେ। ଏଥିରେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ପଶୁପତି କୁମାର ପାରସ, ଭୂପେନ୍ଦ୍ର ଯାଦବ, ଅନୁପ୍ରିୟା
Read More...

ବ୍ରହ୍ମପୁର ସହରକୁ ସବୁଜିମା କରିବା ପ୍ରୟାସ

ବ୍ରହ୍ମପୁର :ଆଜି ଓଡ଼ିଆ ମୋ ପରିବାର ଆନୁକୂଲ୍ୟରେ ମେଡିକାଲ ଗ୍ରାଉଣ୍ଡ ନିକଟସ୍ଥ ହଷ୍ଟେଲ ନଂ ୪ ନିକଟରେ ଜୀବନ ବିନ୍ଦୁ ସଂଯୋଜକ ସୁବାସ ମହାରଣାଙ୍କ ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଜୁ ଜନତା ଦଳ ଗଞ୍ଜାମ ଜିଲ୍ଲା ସଭାପତି ରମେଶ
Read More...

ଘୁ ଉଦୟଗିରି ପୋଲିସ ପ୍ରଶାସନ ଓ ରାଜସ୍ୱ ନିରୀକ୍ଷକଙ୍କ ମିଳିତ ଭାବେ ଗାଡି ଯାଞ୍ଚ ସହ ଜୋରିମାନା ଆଦାୟ

ଘୁ ଉଦୟଗିରି,୭/୭- ଘୁ.ଉଦୟଗିରି ପୋଲିସ ପ୍ରଶାସନ ଓ ରାଜସ୍ୱ ନିରୀକ୍ଷଙ୍କ ମିଳିତ ଭାବରେ ବନ୍ଧା ଛକଠାରେ ଏକ ସ୍ୱତନ୍ତ୍ର ଡ୍ରାଇଭ କରାଯାଉଥିବା ଦେଖିବାକୁ ମିଳିଛି । ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ସନ୍ଧ୍ୟା ୬ ଘଣ୍ଟିକା ପରଠାରୁ ଲୋକେ ବାହାରକୁ ଯିବା ମନା ରହିଥିବା ବେଳେ ଯେଉଁମାନେ ଦୁଇଚକିଆ
Read More...