Monthly Archives

July 2021

ମା ମାହେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ବୌଦ୍ଧ/ବାଉଁଶୁଣୀ,୬/୭- ମା’ ମାହେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସର ମିଳିତ ଅନୁକୂଲ୍ୟରେ ୭୨ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନିରୋଧ ମହାକୁଳ ଯୋଗଦେଇ ଚାରା ରୋପଣର
Read More...

ଶିଶୁଭବନ ଓଭରବ୍ରିଜ୍ ତଳୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ଭୁବନେଶ୍ବର ୬।୭: ରାଜଧାନୀରୁ ଉଦ୍ଧାର ହେଲା ନବଜାତ ଶିଶୁର ମୃତଦେହ । ଭୁବନେଶ୍ବର ଶିଶୁଭବନ ଛକ ଓଭରବ୍ରିଜ ତଳୁ ନବଜାତ ଶିଶୁଟିର ମୃତଦେହ ଉଦ୍ଧାର ହୋଇଛି । ଘଟଣାର ତଦନ୍ତ ଜାରି ରଖିଛି ଜିଆରପି ।
Read More...

ଗାଡି କାଚ ଭାଙ୍ଗି ୪୦ହଜାର ଟଙ୍କା ଲୁଟ

ସୁବର୍ଣ୍ଣପୁର: ଦିନକୁଦିନ ସୁବର୍ଣ୍ଣପୁର ସଦର ତଥା ଜିଲ୍ଲାରେ କ୍ରମାଗତ ଭାବରେ ଛିନତାଇ ,ଚୋରି ଘଟଣା ରେ ଅତିଷ୍ଠ ହୋଇଗଲେଣି ଜିଲ୍ଲାବାସୀ । ବିଶେଷକରି ଦିନ ଦୁଇପହରେ ସହରର ବ୍ୟସ୍ତ ବହୁଳ ଅଞ୍ଚଳରୁ ଟଙ୍କାଲୁଟ ଘଟଣା ଜିଲ୍ଲାବାସୀଙ୍କୁ ଆଶଙ୍କାରେ ପକାଇଛି । ବନ୍ଧୁକ ମୁନରେ ଟଙ୍କା ଲୁଟ ଘଟଣା ହେଉ
Read More...

ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ : ସିଲ କଭର୍‌ ଭିତରେ ଫଳାଫଳ

ଜି ଉଦୟଗିରି : କନ୍ଧମାଳ ଜି ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୋଧରେ ଦ୍ୱିତୀୟ ଥର ଆସିଥିବା ଅନାସ୍ଥାପ୍ରସ୍ତାବ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ କଡା ସୁରକ୍ଷା ମଧ୍ୟରେ ପୂର୍ଣ୍ଣଚ୍ଛେଦ ପଡିଥିବା ବେଳେ ଫଳାଫଳ ସିଲ୍‌ କଭର୍‌ ଭିତରେ ରହିଥିବା ଜଣାପଡିଛି । ବିବରଣୀରୁ ପ୍ରକାଶ
Read More...

ଧାୱନ ଏକାଦଶକୁ ହରାଇଲା ଭୁବି ଏକାଦଶ

କଲମ୍ବୋ : ଶିଖର ଧାୱନଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍‌ ଶ୍ରୀଲଙ୍କାରେ କ୍ୱାରେଣ୍ଟାଇନ ସମାପ୍ତ କରି ଅଭ୍ୟାସ ଆରମ୍ଭ କରିଛି । ଭାରତୀୟ ଦଳ ଦୁଇଟି ଟିମ୍‌ରେ ବିଭକ୍ତ ହୋଇ ଗୋଟିଏ ଟି-୨୦ ମ୍ୟାଚ୍‌ ଖେଳିଥିଲେ । ଏଥିରେ ଭୁବନେଶ୍ୱର କମାରଙ୍କ ନେତୃତ୍ୱାଧୀନ ଟିମ୍‌ ବିଜୟୀ ଲାଭ କରିଥିଲା । ଶିଖର
Read More...

ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ : ଆଜି ବି ଅର୍ଦ୍ଧଶତକ ପାର୍‌, ଚିହ୍ନଟ ହେଲେ ୨୪୮୭ ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୪୮୭ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ
Read More...

ଆସୁଛି ୨ଟି ଲଘୁଚାପ, ଆଜି ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ବର୍ଷା ଅଭାବ ସ୍ଥିତି ଦୂର ହୋଇପାରେ ଦ୍ୱିତୀୟ ସପ୍ତାହରୁ । ଅନୁମାନ କରାଯାଉଛି, ଆସନ୍ତା ୧୦ ତାରିଖରୁ କ୍ରମଶଃ ବଢ଼ିବ । ୧୨ରୁ ଅଧିକ ବର୍ଷା ହେବ । ଆସନ୍ତା ୨୦/୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭଲ ବର୍ଷା ହେବ । ଆଗକୁ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବା
Read More...

ବେଲପଡା ବିୟର ଫେକ୍ଟ୍ରିରେ ଦୁର୍ଘଟଣାରୁ ଶ୍ରମିକ ମୃତ

ପାଟଣାଗଡ,୫/୭- ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡା ଥାନା ଅନ୍ତର୍ଗତ ସରମୁହାଣ ଗ୍ରାମରେ ଥିବା ବିୟର ଫେକ୍ଟ୍ରି କାରଖାନାରେ ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ନୁନହାଡ ଗ୍ରାମର ବିଶ୍ୱନାଥ ହଂସ । ସେ ବିଗତ ୧୦ ବର୍ଷ ହେବ ଏହି ଫେକ୍ଟ୍ରିରେ
Read More...

କନ୍ଧମାଳ ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ମହାନଦୀ କୋଲଡ ଫିଲଡ଼ (ଏମସିଏଲ) ସହଯୋଗର ହାତ ବଢ଼ାଇଲା

ଫୁଲବାଣୀ,୫/୭ - ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ମହାନଦୀ କୋଲଡ ଫିଲଡ଼ (ଏମସିଏଲ) ସହଯୋଗର ହାତ ବଢାଇଛି । ଆଜି ଏନେଇ ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ କନ୍ଧମାଳ ଜିଲ୍ଲାପାଳ ଡା.ବୁନ୍ଦା ଡି ଆଇଏଏସଙ୍କ ସହ ଏମସିଏଲର ଜେନେରାଲ ମ୍ୟାନେଜର(ସି ଏସ ଆର)ପି.କେ
Read More...

ସାମ୍ବାଦିକ ସୁରକ୍ଷା ଆଇନ ଓ ନୟାଗଡ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଆକ୍ରମଣକାରୀଙ୍କୁ ଗିରଫ ଦାବୀରେ…

ବାଲିଗୁଡ଼ା ୫/୭- ନୟାଗଡ ଜିଲ୍ଲା ଅବକାରୀ ବିଭାଗର ଏ ଏସ ଆଇ ଦୁଇ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରି ମାଡ ମାରିବା ଘଟଣାକୁ କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଘୋର ନିନ୍ଦା କରିବା ସହ ସଂପୃକ୍ତ ଏ ଏସ ଆଇ ଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ରାଜ୍ୟ ରେ ସରକାର
Read More...