Monthly Archives

July 2021

ପୁରୁଷ ହକି : ଟିମ୍‌ ଇଣ୍ଡିଆର ଚମକ, ଆର୍ଜେଣ୍ଟିନାକୁ ହରାଇ କ୍ୱାର୍ଟରଫାଇନାଲରେ

ଟୋକିଓ: ରିଓ ଅଲିମ୍ପିକ୍ସ୍‌ରେ ସ୍ବର୍ଣ୍ଣପଦକପ୍ରାପ୍ତ ଆର୍ଜେଣ୍ଟିନାକୁ ପରାସ୍ତ କରି ଗୁରୁବାର ଦିନ ଭାରତ ପୁରୁଷ ହକି ପ୍ରତିଯୋଗିତାର କ୍ବାର୍ଟର୍‌-ଫାଇନାଲ୍‌ସ୍‌ରେ ପହଞ୍ଚିଛି। ବରୁଣ କୁମାର, ବିବେକ ପ୍ରସାଦ ଏବଂ ହମରନ୍‌ପ୍ରୀତ୍‌ ଦେଇଥିବା ଗୋଲ୍‌ ଯୋଗୁଁ ଭାରତ ଆର୍ଜେଣ୍ଟିନା ଉପରେ ୩-୧ରେ
Read More...

ବ୍ରହ୍ମପୁର ରେଳ ଷ୍ଟେସନ ଉନ୍ନତି ନେଇ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦିନିକିଆ ଗସ୍ତ

ଗଂଜାମ:ବ୍ରହ୍ମପୁର ରେଳ ଷ୍ଟେସନର ଉନ୍ନତି ନେଇ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣ ଙ୍କ ଦିନିକିଆ ଗସ୍ତରେ ଷ୍ଟେସନ ପରିଦର୍ଶନ କରିଥିଲେ । ବ୍ରହ୍ମପୁର ରେଳ ଷ୍ଟେସନ ପରିଦର୍ଶନରେ ଆସି ବିଭିନ୍ନ ପ୍ରକଳ୍ପ ଓ ଯାତ୍ରି ମାନଙ୍କ ସୁବିଧା ନୀରିକ୍ଷଣ କରିବା ସହିତ ଷ୍ଟେସନର ବିକାଶ ପାଇଁ
Read More...

ଅଜଣା ଗାଡି ଧକ୍କାରେ ଯୁବକର ମୃତ୍ୟୁ

ଗଞ୍ଜାମ:ବେଲଗୁଣ୍ଠା ଥାନା ଅଧିନ ଉଡ଼ୁରା ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କମୃତ୍ୟୁ ଘଟିଛି । ମୃତକ ହେଲେ ତାରସିଂ ଥାନା କଳିଙ୍ଗ ପଦର ଗ୍ରାମର ସୁରସେନ ନାଇକ । ବୁଧବାର ଅପରାହ୍ନ ୫ଟା ବେଳେ ସେ ଜଗନ୍ନାଥ ପ୍ରସାଦ ପଟୁ ଆସୁଥିବା ବେଳେ ଉଡ଼ୁରା ଗ୍ରାମ ନିକଟରେ ଏକ ଅଜଣା ଗାଡି
Read More...

ଐତିହ୍ୟ ବିକାଶ ଯୋଜନାରେ ସମିଲ ହେବ ସାକ୍ଷୀ ଗୋପାଳ ଓ ବାକୁଳବନ

ପୁରୀ : ଐତିହ୍ୟ ପୀଠ ବିକାଶ ଯୋଜନା ରେ ସାମିଲ କରାଯିବ ପୁରାଣ ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିର ଓ ଐତିହାସିକ ବକୁଳବନ । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ବୁଧବାର ମନ୍ଦିର ଓ ବକୁଳବନ ପରିଦର୍ଶନ କରି ଏହା କହିଛନ୍ତି । ପର୍ଯ୍ୟଟକମାନଙ୍କୁ ଆକର୍ଷିତ
Read More...

ଘରେ କଳାକନା ବୁଲାଇଲେ ଦୁବୃର୍ତ୍ତ

କଟକ,୨୮/୭- କଟକ ଚୌଦ୍ୱାର ଥାନା ଅନ୍ତର୍ଗତ କପିଳେଶ୍ୱର ନୂଆସାହିରେ ଆଜି ଏକ ବଡ଼ ଧରଣର ଲୁଟ ହୋଇଛି । ନୂଆସାହି ଶିବାନି ମନ୍ଦିର ନିକଟରେ ରହୁଥିବା ମନୋଜ କୁମାର ବରାଳ ଗତକାଲି ତାଙ୍କ ମାଙ୍କ ଶ୍ରାଦ୍ଧ କାର୍ଯ୍ୟ ପାଇଁ ସପରିବାର ଗ୍ରାମକୁ ଯାଇଥିଲେ । ଆଜି ସକାଳୁ ଘରକୁ ଆସି ଦେଖିଲେ ଘରର ଦୁଇ
Read More...

କନ୍ଧମାଳ ଜିଲ୍ଲା ଯୁବମୋର୍ଚ୍ଚାର ନୂତନ ପ୍ରଭାରୀ ଭାବରେ ନାରାୟଣ କର୍ମୀ ନିଯୁକ୍ତ

ଫୁଲବାଣୀ,୨୮/୭- ବିଜେପି ରାଜ୍ୟ ସଭାପତି ସମିର ମହାନ୍ତି ଏବଂ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଙ୍କ ଅନୁମୋଦନକ୍ରମେ କନ୍ଧମାଳ ଜିଲ୍ଲା ଯୁବମୋର୍ଚ୍ଚାର ନୂତନ ପ୍ରଭାରୀ ଭାବେ ନାରାୟଣ କର୍ମୀଙ୍କୁ ନିଯୁକ୍ତ କରାଯାଇଛି । ସେ ଜଣେ ଦକ୍ଷ ସଂଗଠକ ଭାବେ ପରିଚିତ । ତାଙ୍କୁ ନିଯୁକ୍ତ କରିଥିବାରୁ
Read More...

ପେଟ୍ରୋଲ ଡିଜେଲ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ପ୍ରତିବାଦରେ ବିକ୍ଷୋଭ

ପୁରୀ,୨୮/୭- ଆଜି ସଦରବ୍ଲକ କଂଗ୍ରେସ କମିଟି ତରଫରୁ ସଦରବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଅଖିଳ ଭାରତ କଂଗ୍ରେସ କମିଟିର ଡାକରାକ୍ରମେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପେଟ୍ରୋଲ ଡିଜେଲର ଅହେତୁକ ଦରବୃଦ୍ଧି ନିତ୍ୟ ବ୍ୟବହୃତ ଦ୍ରବ୍ୟ ଯଥା ତେଲ, ରନ୍ଧନ ଗ୍ୟାସର ଦରବୃଦ୍ଧି ଗରିବ ଖଟିଖିଆ ଓ
Read More...