Monthly Archives

July 2021

ବିହାର ସରକାରଙ୍କ ଗୁରୁତ୍ୱ ପ୍‌ୂର୍ଣ୍ଣ ନିଷ୍ପତ୍ତ

ବିହାର ସରକାରଙ୍କ ବଡ ନିଷ୍ପତି ବୁଧବାର ଠାରୁ ଖୋଲିବ ସ୍କୁଲ ଓ କଲେଜ । କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବାରୁ ଅନେକ ସ୍ଥାନରେ ଅନଲକ୍‌ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ବିହାର ଲୋକଙ୍କ ପାଇଁ ଅନଲକ୍‌ ୪ ରେ ଅନେକ କଟକଣା କୋହଳ ହେବାକୁ ଯାଉଛି । ନୀତିଶ ସରକାର ଅନଲକ୍‌ ୪ରେ ସ୍କୁଲ ଓ କଲେଜ
Read More...

ଟିଏମ୍‌ସିରେ ସାମିଲ ହେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ

କୋଲକାତା: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ପୁଣିଥରେ କ୍ଷମତାକୁ ଆସିବା ପରେ ଅନେକ ନେତା ଟିଏମସିରେ ଯୋଗ ଦେଇଛନ୍ତି । ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ତଥା କଂଗ୍ରେସର ପୂର୍ବତନ ସାଂସଦ ଅଭିଜିତ ମୁଖାର୍ଜୀ ମଧ୍ୟ ଟିଏମସିରେ ଯୋଗ ଦେଇଛନ୍ତି । ସେ
Read More...

ତୁକୁଲୁଣ୍ଡା ଓ ବାରିଙ୍ଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ହରଭଙ୍ଗା,୫/୭ - ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ତୁକୁଲୁଣ୍ଡା ୟୁପି ସ୍କୁଲ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କିସମର ୪୦ଟି ଗଛ ସ୍କୁଲ ପ୍ରାଙ୍ଗଣରେ ରୋପଣ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ହରଭଙ୍ଗା ବ୍ଳକ ଗୋଷ୍ଠି ଶିକ୍ଷା
Read More...

ମଧ୍ୟବିତ୍ତଙ୍କ ସମସ୍ୟା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର

ସମ୍ବଲପୁର, ୫/୭- ମହାମାରୀ କରୋନା ସଙ୍କଟ କାଳରେ ଦେଶର ମଧ୍ୟବିତ୍ତ ବର୍ଗ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସେମାନଙ୍କ ପାଇଁ କୌଣସି ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇନାହିଁ । ଏବିଷୟରେ ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରାଞ୍ଚଳ ରାଜସ୍ୱ
Read More...

ଛଟେଇ କଂପ୍ୟୁଟର ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ବୌଦ୍ଧ,୫/୭- ବୌଦ୍ଧଜିଲ୍ଲା ଛଟେଇ କଂପ୍ୟୁଟର ଶିକ୍ଷକସଂଘ ପକ୍ଷରୁ ଶିକ୍ଷା ସଚିବ ତଥା ଏସପିଡି ଓସେପାଙ୍କ ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ୨୦୧୪ ରୁ ୨୦୧୯ ମସିହା ପର୍ଯ୍ୟନ୍ତ ଦୀର୍ଘ ୫ବର୍ଷ କାଳ ସ୍ୱଳ୍ପ ଦରମାରେ ବିଭିନ୍ନ ହାଇସ୍କୁଲରେ ଏହି କଂପ୍ୟୁଟର
Read More...

ବୌଦ୍ଧରେ ଅସ୍ଥାୟୀ ଚାରା ବିତରଣ ଓ ବୃକ୍ଷରୋପଣ ଆରମ୍ଭ

ବୌଦ୍ଧ,୫/୭- ଆଜି ସ୍ଥାନୀୟ ଏନଏସି ଛକ ଠାରେ ଅସ୍ଥାୟୀ ଚାରା ବିତରଣ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ମୁଖ୍ୟଅତିଥି ଭାବେ ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସିଏଫ ଜୀତେନ୍ଦ୍ର ବେହେରା, ରାଜେନ୍ଦ୍ର ଗୋଚ୍ଛାୟତ,
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ସଂପର୍କରେ ରାଜ୍ୟ ବିଜେପି ସଭାପତିଙ୍କ ପ୍ରେସ ମିଟ୍‌

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶା ସରକାରଙ୍କର ଘୋଟଲା ବିଷୟରେ ଆଜି ବିଜେପି ସଭାପତି ସମୀର ମହାନ୍ତି ବିଜେପି ପାର୍ଟି ଅଫିସରେ ମିଡ଼ିଆ ଙ୍କୁ ତଥ୍ୟ ଦେଇ କହିଥିଲେ ମୁର୍ତ୍ୟୁ ଲୋକ ଆବାସ ଯୋଜନାରେ ସାମିଲ ଅଛନ୍ତି । ଶ୍ରୀ ମହାନ୍ତି କହିଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ
Read More...

ବୌଦ୍ଧରେ ଅସ୍ଥାୟୀ ଚାରା ବିତରଣ ଓ ବୃକ୍ଷରୋପଣ ଆରମ୍ଭ

ବୌଦ୍ଧ,୫/୭- ଆଜି ସ୍ଥାନୀୟ ଏନଏସି ଛକ ଠାରେ ଅସ୍ଥାୟୀ ଚାରା ବିତରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏସିଏଫ ଜୀତେନ୍ଦ୍ର ବେହେରା, ରାଜେନ୍ଦ୍ର ଗୋଚ୍ଛାୟତ, ରେଞ୍ଜର ପ୍ରଦୀପ
Read More...

କ୍ଷମା ମାଗିଲେ ଦିନେଶ କାର୍ତ୍ତିକ, କହିଥିଲେ ବ୍ୟାଟଗୁଡ଼ିକ ପଡେ଼ାଶୀଙ୍କ ପତ୍ନୀ ଭଳି

ମୁମ୍ବାଇ : ଅରୁଚିକର ମନ୍ତବ୍ୟ ଦେଇ କଡା ସମାଲୋଚନାର ଶିକାର ହେବା ପରେ ଭାରତୀୟ ୱିକେଟକିପର-ବ୍ୟାଟସମ୍ୟାନ ଦିନେଶ କାର୍ତ୍ତିକ ଆଜି କ୍ଷମା ମାଗିଛନ୍ତି । ଇଂଳଣ୍ଡ-ଶ୍ରୀଲଙ୍କା ଦିନିକିଆ ମ୍ୟାଚ ବେଳେ ଦିନେଶ ବ୍ୟାଟକୁ ନାରୀ ସହ ତୁଳନା କରିଥିଲେ । ସେ କହିଥିଲେ, “ବ୍ୟାଟଗୁଡ଼ିକ ପଡେ଼ାଶୀଙ୍କ
Read More...

ରୋଗୀଙ୍କ ପରିଜନଙ୍କଠାରୁ ଭିମସାରରେ ଅଭିନବ ଉପାୟରେ ଠକେଇ

ସମ୍ବଲପୁର : ସ୍ଥାନୀୟ ବୁର୍ଲା ସ୍ଥିତ ବଡ଼ ମେଡିକାଲ ଭିମସାରକୁ ଚିକିତ୍ସା ପାଇଁ ଆସୁଥିବା ଲୋକମାନେ ବାରମ୍ବାର ଠକେଇର ଶିକାର ହେଉଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କ ଚିକିତ୍ସା ପାଇଁ ସବୁପ୍ରକାର ସୁବିଧା ଯୋଗାଇ ଦିଆଯାଉଥିବା ସ୍ଥଳେ ସେଠାରେ ସକ୍ରିୟ କିଛି ଖଳପ୍ରବୃତ୍ତିର ଲୋକେ
Read More...