Monthly Archives

July 2021

ଏମ୍ସରେ ଭର୍ତ୍ତି ହେଲେ ବିଷ୍ଣୁ ସେଠୀ

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ତେବେ ତାଙ୍କୁ ବର୍ତ୍ତମାନ ପ୍ରାଇଭେଟ କେବିନରେ ରଖାଯାଇଛି । ସ୍ୱତନ୍ତ୍ର କମିଟି ଗଠନ କରି ତାଙ୍କର ଚିକିତ୍ସା କରାଯିବ । ବର୍ତ୍ତମାନ ତାଙ୍କର ଅବସ୍ଥା ଭଲ ଅଛି ବୋଲି
Read More...

ନୂଆଗାଁ ବ୍ଲକରେ ପାଳିତ ହେଲା ୭୨ତମ ବନ ମହୋତ୍ସବ

ଦଶପଲ୍ଲା : ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ୭୨ ତମ ବନ ମହୋତ୍ସବ ନୟାଗଡ଼ ଜିଲ୍ଲା , ନୂଆଗାଁ ବ୍ଳକ ମାଳିସାହି ପଞ୍ଚାୟତର ଖେଡପଡା ରଗଡ଼ି ମଡ଼ା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବେ ନୂଆଗାଁ ବ୍ଳକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ ଯୋଗ ଦେଇ ଆନୁଷ୍ଠାନିକ ଭାବେ
Read More...

ଆସନ୍ତାକାଲିଠୁ ବ୍ରହ୍ମପୁରରେ ଦିଆଯିବା କୋଭାକ୍ସିନ ଟିକା

ବ୍ରହ୍ମପୁର : ଆସନ୍ତାକାଲିଠାରୁ ଭୁବନେଶ୍ୱର ପରେ ବ୍ରହ୍ମପୁରରେ ଦିଆଯିବ କୋଭାକ୍ସିନ ଟିକା । ଏଥିପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତକାଲି୧ଲକ୍ଷ ୪୦ ହଜାର କୋଭାକ୍ସିନ ଟିକା ପହଞ୍ଚିଛି । ଏହି ଟିକା ୧୮ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ଦିଆଯିବ । ଯେଉଁମାନେ ପ୍ରଥମ ଡୋଜ ଟିକା ନେଇ
Read More...

ଖୁସି ଖବର : ୨୦୨୨ରୁ ପୁରୀରୁ ବିମାନ ଉଡ଼ିବ !

ଭୁବନେଶ୍ୱର:  ବିମାନ ଉଡ଼ାଣ ନେଇ ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ଆସନ୍ତା ୨୦୨୨ରୁ ପୁରୀରୁ ବିମାନ ଉଡ଼ିବ ।  ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ, ସବୁ ଠିକଠାକ ଚାଲିଲେ ପୁରୀରୁ ବିମାନ ଉଡ଼ିବା ସମ୍ଭାବନା ଉଜ୍ଜ୍ୱଳ ।  ପୁରୀରେ ବିମାନବନ୍ଦର
Read More...

ବଂଶଧାରା ଟ୍ରିବ୍ୟୁନାଲ ରାୟ ଓଡିଶା ବିପକ୍ଷରେ ଯିବା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲା ରାଜ୍ୟ ବିଜେପି ଉଚ୍ଚସ୍ତରୀୟ…

ବଂଶଧାରା ଟ୍ରିବ୍ୟୁନାଲ ରାୟ ଓଡିଶା ବିପକ୍ଷରେ ଯିବା ପରେ ଗଜପତି ଜିଲ୍ଲା ବିଜେପି ସଭାପତି କେ. ନାରାୟଣ ରାଓଙ୍କ ନେତୃତ୍ୱରେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲା ରାଜ୍ୟ ବିଜେପି ଉଚ୍ଚସ୍ତରୀୟ କମିଟି ।
Read More...

ସେନା ବିମାନ ଦୁର୍ଘଟଣାଗ୍ରସ୍ତ : ୧୭ ମୃତ, ୪୦ ସୁରକ୍ଷିତ ଉଦ୍ଧାର

କୋଟାବାଟୋ : ଫିଲିପାଇନ୍ସରେ ଆଜି ଏକ ସାମରିକ ବିମାନ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଘଟିବା ସମୟରେ ବିମାନରେ ୮୫ ଜଣ ଥିଲେ । ସୂଚନା ଦେଇ ଫିଲିପାଇନ୍ସର ସାମରିକ ମୁଖ୍ୟ ସିରିଲିଟୋ ସୋବେଜନା କହିଛନ୍ତି ଯେ ଏହି ଦୁର୍ଘଟଣା ଦକ୍ଷିଣ ଫିଲିପାଇନ୍ସରେ ଘଟିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ,
Read More...

ସମ୍ବାଦ ସାହିତ୍ୟ ଘରର ବୃକ୍ଷରୋପଣ କାର୍ଯ୍ୟକ୍ରମ

ଦଶପଲ୍ଲା : ଦଶପଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସମ୍ବାଦ ସାହିତ୍ୟ ଘର ତରଫରୁ କୃଷ୍ଣପ୍ରୀୟା ଦେବୀ ମହିଳା ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ କୃଷ୍ଣପ୍ରୀୟାଦେବୀ ଜୁନିୟର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପୂର୍ଣ୍ଣମାସୀ ଦେବୀ,
Read More...

ଫୋନ କରିବା ବାହାନାରେ ଚୋର ମୋବାଇଲ ଲୁଟି ନେବା ଅଭିଯୋଗ

ସମ୍ବଲପୁର, ୪/୭-ଏକ ବିଜୁଳି ମୋଟର ମରାମତି ଦୋକାନରୁ ଜଣେ ଅଭିନବ ଉପାୟରେ ଦୋକାନୀଙ୍କ ମୋବାଇଲ ଫୋନ ଲୁଟି ନେବା ନେଇ ସ୍ଥାନୀୟ ଧନୁପାଲି ଥାନାରେ ସେ ଅଭିଯୋଗ କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ସ୍ଥାନୀୟ ଗୋବିନ୍ଦତୋଲା ଅଞ୍ଚଳ ରେ ଏମ ଜେ ଖାଁଙ୍କ ଏକ ବିଜୁଳି ମୋଟର ମରାମତି ୋକାନ ରହିଛି ।
Read More...

ବିଳମ୍ବିତ ଫ୍ଲାଇଓଭର ନିର୍ମାଣକାର୍ଯ୍ୟ ସମ୍ପୂର୍ଣ୍ଣ କରାଇବା ପାଇଁ ପୂର୍ତ୍ତବିଭାଗକୁ ତାଗିଦ୍‌

ସମ୍ବଲପୁର, ୪/୭- ଐତିହାସିକ ନଗର ସମ୍ବଲପୁର ମଝାମଝି ଫ୍ଲାଇଓଭର ନିର୍ମାଣ କାର୍ଯ୍ୟ ଦୀର୍ଘ ସମୟଧରି ଅଧାପନ୍ତରିଆ ହୋଇ ପଡ଼ିଛି ଓ ଏଥିପାଇଁ ଜନସାଧାରଣଙ୍କୁ ନାନାଦି ଅସୁବିଧା ଭୋଗିବାକୁ ପଡୁଛି । ଏହି ନିର୍ମାଣ କାର୍ଯ୍ୟପାଇଁ ବିଶ୍ୱବ୍ୟାଙ୍କ ପାଣ୍ଠି ଯୋଗାଇ ଦେଇଛି ଓ ରାଜ୍ୟ ସରକାରଙ୍କ ପକ୍ଷରୁ
Read More...

ଆସନ୍ତାକାଲି ବସଷ୍ଟାଣ୍ଡ ପରିସରରୁ ପରିବାବଜାର ଉଠାଯିବ

ସମ୍ବଲପୁର, ୪/୭- ବର୍ତ୍ତମାନ ନଗର ମଧ୍ୟରେ ଅବସ୍ଥିତ ରାଜ୍ୟ ପରିବହନ ନିଗମ ବସଷ୍ଟାଣ୍ଡରେ ଦୈନିକ ପନିପରିବା ବଜାର ବସୁଛି କାରଣ ସଟଡାଉନ ପାଇଁ ବସ ଚଳାଚଳ ବନ୍ଦ ରଖାଯାଇଥିଲା । କିନ୍ତୁ ଗତ ୧ ଜୁଲାଇରୁ ସଟଡାଉନ ନିୟମରେ ଘୋଷିତ କୋହଳ ଅନୁସାରେ ଜିଲ୍ଲା ଓ ଆନ୍ତର୍ଜିଲାସ୍ତରରେ ବସ ଚଳାଚଳ କରାଯିବ
Read More...