Monthly Archives

July 2021

ଦମାମୁଣ୍ଡା ନିକଟରେ କାର୍‌ ଦୁର୍ଘଟଣାଗ୍ରସ୍ତ, ଆହତଙ୍କୁ ସହାୟତାକଲା ବ୍ଲକ ପ୍ରଶାସନ

କଣ୍ଟମାଳ,୧/୭- ଆଜି ଅପରାହ୍ନରେ କଣ୍ଟମାଳ-ମନମୁଣ୍ଡା ରାସ୍ତାର ଦମାମୁଣ୍ଡା ବୁଲାଣି ଛକରେ ଏକ କାର ନଂ( ଓଆର ୦୨ଏୱାଇ୨୨୩୫ )ଦୁର୍ଘଟଣାଗ୍ରସ୍ତ ହେବାରୁ କାରରେ ବସିଥିବା ଜଣଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିବା ଜଣାପଡିଛି । ଏହି ସମୟରେ କଣ୍ଟାମାଳ ବିଡିଓ ବନ୍ଦନା ଖଟୁଆ ସେହି ରାସ୍ତାରେ
Read More...

ବୌଦ୍ଧ ଜିଲ୍ଲା ଯୁବ ରେଡ଼କ୍ରସ ତରଫରୁ କରୋନା କିଟ୍‌ ବଣ୍ଟନ

ହରଭଙ୍ଗା,୧/୭- ବୌଦ୍ଧ ଜିଲ୍ଲା ଯୁବ ରେଡ଼କ୍ରସ ତରଫରୁ ଆଜି ହରଭଙ୍ଗା ବ୍ଲକର ଆଡେଣିଗଡ, କୁଶଙ୍ଗ, ତିଲେଶ୍ୱର, ପୁରୁଣାକଟକ, ଲୁଣିବାହାଲ ଆଦି ପଞ୍ଚାୟତ ଗୁଡିକରେ ଥିବା ଅସହାୟ ନିରାଶ୍ରିତ ବୃଦ୍ଧବୃଦ୍ଧା ଓ ବିଧବା ମିହିଳା ମାନଙ୍କୁ କରୋନା କିଟ୍‌ ବଣ୍ଟନ କରାଯାଇଥିଲା । ଜିଲ୍ଲା ଯୁବ ରେଡ଼କ୍ରସ
Read More...

ପାନୀୟଜଳ ସମସ୍ୟା ନେଇ ବ୍ଳକ ଆଗରେ ଧାରଣାଦେଲେ କୁଦୋଭଟା ଗ୍ରାମର ମହିଳା

ପାଟଣାଗଡ,୧/୭- ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଳକ ପଦ୍ମପୁର କୁଦୋଭଟା ଗାଁ ରେ ପାନୀୟଜଳ ପାଇଁ ନାହିଁନଥିବା ଅସୁବିଧା ଭୋଗ କରୁଥିବା ଅଭିଯୋଗ ହେଉଛି । ବାରମ୍ବାର ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ନିରବ । ଶେଷରେ ଗ୍ରାମର ମହିଳାମାନେ ବ୍ଳକ ସମ୍ମୁଖରେ ଧାରଣା ଦେଇଛନ୍ତି
Read More...

ଦଶପଲ୍ଲା ବ୍ଲକ୍‌ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ବଦାନ୍ୟତା , ଅଗ୍ନିବିପନ୍ନଙ୍କୁ ପ୍ରଦାନ କଲେ ସହାୟତା

ଦଶପଲ୍ଲା ,୧/୭:- ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌, ଭୋଗବାଡି ଗ୍ରାମ ପଂଚାୟତ ଅନ୍ତର୍ଗତ, ପିପଲପଦର ହରିଜନ ସାହିରେ ଗତକାଲି ବିଦ୍ୟୁତ୍‌ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ୬ ଗୋଟି ଗରିବ ହରିଜନ ପରିବାରର ୬ ବଖରା ଘର ପୋଡିଯିବା ସଙ୍ଗେସଙ୍ଗେ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାଜସରଂଜାମ ଓ
Read More...

ପ୍ରଧାନ ଶିକ୍ଷକ ସୁନୀଲ କୁମାର ପରିଡାଙ୍କ ଅବସର ଗ୍ରହଣ

ବୌଦ୍ଧ,୧/୭ – ବୌଦ୍ଧ ଏନଏସି ଅନ୍ତର୍ଗତ ରାଜନପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନୀଲ କୁମାର ପରିଡା ଗତକାଲି ଅବସର ଗ୍ରହଣ କରିଛନ୍ତି । ଅବସର ଗ୍ରହଣ ଅବସରରେ ବୌଦ୍ଧ ବିଇଓ ଧ୍ରୁବଚରଣ ଘିବେଲାଙ୍କ ଠାରୁ ତାଙ୍କର ପ୍ରୋଭିଜନାଲ ପେନସନ ଅର୍ଡର ପାଇଥିଲେ । ସେ ଜଣେ କର୍ତ୍ତବ୍ୟନିଷ୍ଠ
Read More...

ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ହରଭଙ୍ଗା, ୧/୭- ବୌଦ୍ଧ ଜିଲ୍ଲା ପୁରୁଣାକଟକ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କସ୍ତୁରୀ ଦାଶ ଙ୍କୁ ବିଦ୍ୟାଳୟ ପରିସରରେ ସରକାର ଙ୍କ କୋଭିଡ ଗାଇଡଲାଇନ ଅନୁସାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । ପୁରୁଣାକଟକ
Read More...

ନିମୋକୋକାଲ କଞ୍ଜୁଗେଟ ଭ୍ୟାକସିନର ଶୁଭାରମ୍ଭ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପ୍ରସୂତି ଏବଂ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ୫ ବର୍ଷ ବୟସରୁ କମ ବୟସର ପିଲାଙ୍କ ନିମନ୍ତେ ଉଦ୍ଧିଷ୍ଟ ଭାରତ ସରକାରଙ୍କ ନିୟମିତ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ଆଉ ଏକ
Read More...

ବନମହୋତ୍ସବ ଅବସରରେ ଫୁଲବାଣୀ ବନବିଭାଗ ପକ୍ଷରୁ ଚାରା ବିତରଣ କାର୍ଯ୍ୟକ୍ରମ

ଫୁଲବାଣୀ: ବୃକ୍ଷ ହିଁ ଜୀବନକୁ ଆଧାର କରି ୭୨ତମ ବନମହୋତ୍ସବ ଅବସରରେ ଫୁଲବାଣୀ ବନବିଭାଗ ରେଞ୍ଜ ପକ୍ଷରୁ ଚାରା ବିତରଣ କେନ୍ଦ୍ରର ଶୁଭ ଉଦଘାଟନ ଅବସରରେ ଫୁଲବାଣୀ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀ ନାରାୟଣ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଉଦଘାଟିତ କାର୍ଯ୍ୟକ୍ରମରେ ଡିଏଫଓ ବେହେରା
Read More...