Monthly Archives

August 2021

ତ୍ରିରଙ୍ଗା ପତାକାର କେଉଁ ରଙ୍ଗ କ’ଣ ସୂଚାଏ ଜାଣନ୍ତୁ

ଆମ ଦେଶ ଭାରତ ଜାତି, ଧର୍ମ, ବର୍ଣ୍ଣ, ଭାର୍ଷା ନିର୍ବିଶେଷରେ ସମସ୍ତ ନାଗରୀକଙ୍କୁ ସ୍ଥାନ ଦେଇ ବିଶ୍ୱର ସର୍ବବୃହତ୍ତ ଗଣତାନ୍ତ୍ରିକ ରାଷ୍ଟ୍ରର ମାନ୍ୟତା ପାଇଛି । ଭାରତର ଗର୍ବ ଓ ଗୌରବର ପ୍ରତୀକ ହେଉଛି ଜାତୀୟ ପତାକା ତ୍ରିରଙ୍ଗା । ଏହି ତ୍ରିରଙ୍ଗା ପତାକା ତଳେ ଭାରତ ମାତାର ସମସ୍ତ ସନ୍ତାନ
Read More...

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏନେଇ ଶନିବାର କ୍ରାମଇବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।। ଡିଜିପିଙ୍କ ନିର୍ଦ୍ଦେଶରେ ପରେ ଏହି ମାମଲାର ତଦନ୍ତ ଭାର
Read More...

ସାମ୍ବାଦିକଙ୍କୁ ସ୍ୱତନ୍ତ୍ର ଭାବେ ଦ୍ୱିତୀୟ ଡୋଜ କୋଭିଡ ଟୀକା ପ୍ରଦାନ

ଗଜପତି,୧୪/୮- ଜିଲ୍ଲା ପ୍ରଶାସନ ତରଫରୁ ସାମ୍ବାଦିକ ମାନଙ୍କୁ ସ୍ୱତନ୍ତ୍ରଭାବେ ଦ୍ୱିତୀୟ ଡୋଜ କୋଭିଡ ଟୀକା ପ୍ରଦାନ କରାଯାଇଛି । ପାରଳାଖେମୁଣ୍ଡି ସହର ଉପକଣ୍ଠ ବେତାଗୁଡା ଠାରେ ଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ସାମ୍ବାଦିକମାନେ କୋଭିଡ ଟୀକା
Read More...

ଟ୍ରକ ଅପହରଣ ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ : ୨ଜଣ ଗିରଫ ଓ ଜଣେ ଫେରାର

ସମ୍ବଲପୁର,୧୪/୮- ପ୍ରାୟ ସପ୍ତାହେ ପୂର୍ବେ ଜମନକିରା ଥାନା ଅନ୍ତର୍ଗତ ଷଣ୍ଢପଥରଠାରୁ ଲୁହାପଥର ବୋଝେଇ ଏକ ଟ୍ରକକୁ ବଳପୂର୍ବକ ସମ୍ବଲପୁର ଅଣାଯାଇଥିଲା । ଟ୍ରକ ଚାଳକ ଓମ ପ୍ରକାଶ ଜଲାନ ଏବିଷୟରେ ଜମନକିରା ଥାନାରେ ଅଭିଯୋଗ କରିଥିଲେ । ଆଜି ଏବିଷୟରେ ପୁଲିସ ଅଧିକ୍ଷକ ବାତୁଲା ଗଙ୍ଗାଧରଙ୍କ
Read More...

ଭିମସାରରେ ବିଦ୍ୟୁତ ବିଭ୍ରାଟ: ମୋବାଇଲ ଲାଇଟରେ ଜରୁରୀ ଅସ୍ତ୍ରୋପଚାର

ସମ୍ବଲପୁର,୧୪/୮- ସମଗ୍ର ପଶ୍ଚିମ ଓଡିଶାର ବଡ ହସ୍ପିଟାଲ ରୂପେ ଜଣା ଏଠାକାର ଭିମସାରରେ ହଠାତ୍‌ ବିଦ୍ୟୁତ ବିଭ୍ରାଟର ଏକ କରୁଣ ପରିଣତି ସ୍ୱରୂପ ରୋଗୀର ପ୍ରାଣରକ୍ଷା ପାଇଁ ଡ଼ାକ୍ତରମାନଙ୍କୁ ମୋବାଇଲ ଫୋନ ଆଲୁଅରେ ଅସ୍ତ୍ରୋପଚାର କରିବାକୁ ପଡିଲା । ପୂର୍ବ ନିୟୋଜିତ କାର୍ଯ୍ୟକ୍ରମ ଅନୁସାରେ ଜଣେ
Read More...

ରାଇକିଆ ବ୍ଲକ ମହିଳା ବିଜୁ ଜନତା ଦଳର ବୈଠକ, ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି

ଫୁଲବାଣୀ,୧୪/୮- କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀର ରାଇକିଆ ବ୍ଲକ ଏବଂ ଉଦୟଗିରି ଏନଏସି ଠାରେ କନ୍ଧମାଳ ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କହଁରଙ୍କ ନେତୃତ୍ୱରେ ବିଜୁ ମହିଳା ଜନତା ଦଳର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ଦୁଇ ବୈଠକକୁ ରାଇକିଆ ବ୍ଲକ ସଭାନେତ୍ରୀ
Read More...

ୱାଲଟିୟର ରେଳବାଇ ଡିଭିଜନ୍ ଡିଆରଏମଙ୍କ ରାୟଗଡ ଗସ୍ତ: ରାୟଗଡ ରେଳ ଷ୍ଟେସନର ଆନୁସାଙ୍ଗିକ ବ୍ୟବସ୍ଥାର କଲେ ଅନୁଧ୍ୟାନ

ରାୟଗଡ: ପୂର୍ବତଟ ରେଳବାଇର ୱାଲଟିୟର ଡିଭିଜନ୍ ଡିଆରଏମ୍ ଅନୁପ କୁମାର ଶତପଥି ରାୟଗଡ ଗସ୍ତ କରିଛନ୍ତି । ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଡିଆରଏମ ଶ୍ରୀ ଶତପଥି ବିଶାଖାପାଟଣାମ-ଜୟପୁର-ରାୟଗଡ ରେଳ ସେକ୍ସନ ମଧ୍ୟରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପ, ମରାମତି,ରେଳ ଷ୍ଟେସନରେ ଆନୁସାଙ୍ଗିକ ବ୍ୟବସ୍ଥା
Read More...