Monthly Archives

August 2021

ଡେଙ୍ଗୁ ଏବଂ ମେଲେରିଆ ଉପରେ ସଚେତନତା ଶିବିର

ଘୁ.ଉଦୟଗିରି,୧୧/୮- ସ୍ଥାନୀୟ ଏନଏସି ପରିସରରେ ଆଜି ଡେଙ୍ଗୁ ଏବଂ ମେଲେରିଆ ଉପରେ ଏକ ସଚେତନତା ଶିବିର ନିର୍ବାହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏନଏସି କାଉନସିଲ ହଲ ଠାରେ ଅନୁଷ୍ଠିତ ସଚେତନତା ଶିବିରରେ ଡେଙ୍ଗୁ ଏବଂ ମେଲେରିଆ ଜ୍ୱର ଉପରେ
Read More...

ବର୍ଷା ବିହୁନେ ସୃଷ୍ଟି ନାଶ: ଧାନକ୍ଷେତ ଫାଟି ଆଁ ହେଲାଣି

ସମ୍ବଲପୁର, ୧୧/୮- ମନସୁନ ପୂର୍ବରୁ ଏକ ଭବିଷ୍ୟତ ବାଣୀ ଅନୁସାରେ ହାରାହାରି ବର୍ଷାରୁ ଏବର୍ଷ ଅଧିକ ବର୍ଷା ଆଶା କରାଯାଉଥିଲା କିନ୍ତୁ ଏପର୍ଯ୍ୟନ୍ତ ବାସ୍ତବିକ ସ୍ଥିତି ସମ୍ପୂର୍ଣ୍ଣ ରୂପେ ବିପରୀତ ଦେଖିବାକୁ ମିଳିଛି । ମୋଟାମୋଟି ଭାବେ ଏବର୍ଷ ହାରାହାରି ବର୍ଷାରୁ ୪୦ ପ୍ରତିଶତ କମ ବର୍ଷା
Read More...

ବିଜେପିରେ ଯୋଗ ଦେଲେ ୧୦୦ ବିଜେଡି ନେତା ଓ କର୍ମୀ

ଗଜପତି,୧୧/୮- ଗଜପତି ଜିଲ୍ଲା କାଶୀନାଗର ବ୍ଲକ ଶିଆଳି ପଂଚାୟତର କୋଲ୍ଲା, ମାଣ୍ଟିଗୁଡା, ହରିପୁର,ପେଦଗୁଡା, କେ.ସ .ଗୁଡ ,ହନୁମନ୍ତ ଗୁଡ ,ଶିଆଳି ଗ୍ରାମମାନଙ୍କର ୧୦୦ ରୁ ଉର୍ଦ୍ଧ୍ୱ ବିଜେଡି ନେତା ଓ କର୍ମୀ ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ଆସି ବିଜେପି ଦଳରେ ଯୋଗ ଦେଇଥିଲେ । ଉମାଶଙ୍କର
Read More...

ଶ୍ରୀମନ୍ଦିର ପାଇଁ ଏସ୍‌ଓପି ଜାରି, ଜଗା ଦର୍ଶନ ପାଇଁ ରହିଛି ଏହି ସବୁ କଟକଣା

ପୁରୀ : ଆସନ୍ତା ୧୬ ରୁ ଭକ୍ତମାନଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରୀ ହୋଇଛି ଏସଓପି । ଏସଓପି ଅନୁଯାୟୀ ୧୨ ଓ ୧୩ ତାରିଖ ଦିନ କେବଳ ସେବାୟତଙ୍କ ପରିବାର ସଦସ୍ୟ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ସକାଳ ୭ ରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଭକ୍ତ ମାନଙ୍କ
Read More...

ରେଳମନ୍ତ୍ରୀଙ୍କ ଆସିବା ସମ୍ଭାବନା: ଫାଟକ ଷ୍ଟେସନରେ ସଫେଇ ଅଭିଯାନ

ସମ୍ବଲପୁର,୧୧/୮- ଆଗାମୀ ଦିନରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମ୍ବଲପୁର ଆଗମନକୁ ନେଇ ଏଠାରେ ସବୁଆଡେ ଉତ୍ସବ ମୁଖରିତ । ବାସ୍ତବରେ ବରଗଡ଼ରୁ ନୂଆପଡ଼ା ପର୍ଯ୍ୟନ୍ତ ପ୍ରସ୍ତାବିତ ଏକ ନୂଆଁ ରେଳମାର୍ଗ ବିଷୟରେ ଅନୁଧ୍ୟାନ କରିବା ପାଇଁ ତାଙ୍କର ବରଗଡ଼ ଗସ୍ତ ଥିବାରୁ ତାଙ୍କୁ
Read More...

ଆଇଏଏସ୍‌ ଟପ୍ପର ଦମ୍ପତି ଟିନା ଓ ଆଥରଙ୍କ ମଧ୍ୟରେ ଛାଡପତ୍ର

ନୂଆଦିଲ୍ଲୀ: ଆଇଏଏସ୍‌ ଅଧିକାରୀ ଟିନା ଡାବି ଏବଂ ଆଥର ଆମୀର ଖାନଙ୍କ ସମ୍ପର୍କ ଛାଡପତ୍ର ସହିତ ଶେଷ ହୋଇଛି । ୨୦୧୮ ରେ ସେମାନଙ୍କର ବିବାହ ଅନେକ ହେଡଲାଇନ ସୃଷ୍ଟି କରିଥିଲା । ଏଥିରେ ବହୁ ରାଜନେତା ଯୋଗ ଦେଇଥିଲେ । ଜୟପୁରର ଏକ ପରିବାର କୋର୍ଟ ସେମାନଙ୍କ ଛାଡପତ୍ର ଆବେଦନକୁ ଅନୁମୋଦନ
Read More...

ଡେଙ୍ଗୁ ଏବଂ ମ୍ୟାଲେରିଆକୁ ନେଇ ଏକ ସଚେତନତା ରାଲି

ପାରଳାଖେମୁଣ୍ଡି,୧୧/୮: ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଡେଙ୍ଗୁ ଜର ବ୍ୟାପିବାର ଦେଖିବାକୁ ମିଳୁଛି । ତେଣୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର ପରିଷଦର ୫ ନମ୍ବର ୱାର୍ଡରେ ଡେଙ୍ଗୁ ଏବଂ ମ୍ୟାଲେରିଆକୁ ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ଏହି ରାଲି ସ୍ୱାସ୍ଥ୍ୟ ବିଭାଗ ଏବଂ
Read More...

ନୟାଗଡ ଜିଲ୍ଲାରେ ପାଞ୍ଚୋଟି ଷ୍ଟାଡିୟମ ନିର୍ମାଣ ପାଇଁ ଅନୁମୋଦନ

ଦଶପଲ୍ଲା,୧୧/୮: - ନୟାଗଡ ଜିଲ୍ଲାରେ ନିର୍ମାଣ ହେବ ପାଞ୍ଚୋଟି ଷ୍ଟାଡିଅମ .ା ରାଜ୍ୟ ସରକାର କ୍ରୀଡ଼ାର ଭିତ୍ତିଭୂମି ବିକାଶ ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ କ୍ୟାବିନେଟ ତରଫରୁ ମୋଟ ୮୯ ଟି ଇନଡୋର ଷ୍ଟାଡିୟମ ନିର୍ମାଣପାଇଁ ଅନୁମୋଦନ ମିଳିଥିବାବେଳେ ନୟାଗଡ଼ ଜିଲ୍ଲାରେ
Read More...

‘ନିର୍ଭୟ’ର ସଫଳ ପରୀକ୍ଷଣ

ଚାନ୍ଦିପୁର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡ଼ରୁ ଆଜି ଦୂରଗାମୀ ସବ୍‌ସୋନିକ୍‌ କ୍ରୁଜ୍‌ ମିସାଇଲ ନିର୍ଭୟ ର ପରୀକ୍ଷଣ କରାଯାଇଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ନିର୍ଭୟ କ୍ଷେପଣାସ୍ତ୍ରକୁ ଆଜି ସକାଳ ୯ଟା ୫୩ ମିନିଟ୍‌ରେ ଉତ୍‌କ୍ଷେପଣ କରାଯାଇଛି ।
Read More...

୪ ଓଡିଆ ହକି ଖେଳାଳିଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ୪ ଓଡିଆ ହକି ଖେଳାଳିଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି । ନିକଟରେ ଶେଷ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ଏହି ଚାରି ଖେଳାଳି ସାମିଲ ହୋଇଥିଲେ । ଦୀର୍ଘ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଦଳରେ ସାମିଲ ଥିବା ଅମିତ ରୋହିଦାସ ଓ
Read More...