Monthly Archives

August 2021

ବର୍ଷାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁଭବ

ଭୁବନେଶ୍ୱର: ତମାମ ବାଦ-ବିବାଦ , ମତାନ୍ତର-ମନାନ୍ତର ଓ କୋର୍ଟ କଚେରୀ ସତ୍ତ୍ୱେ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଉଇସ କରିଛନ୍ତି ସ୍ୱାମୀ ଅନୁଭବ ମହାନ୍ତି । ଆଜି ବର୍ଷାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ। ଏନେଇ ସୋଶାଲ ମିଡିଆରେ ବର୍ଷାଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ
Read More...

ନୀରଜ ଜିତିଲେ ସ୍ୱର୍ଣ୍ଣ

ଟୋକିଓ: ଭାରତ ସ୍ୱାଧୀନ ହେବା ଦିନଠାରୁ ଅଲିମ୍ପିକ୍ସରେ ଯାହା କରିପାରି ନଥିଲା,ସେକଥା ଆଜି ଆଥଲେଟ ନୀରଜ ଚୋପ୍ରା କରି ଦେଖାଇଛନ୍ତି। ଜାଭେଲିନ ଥ୍ରୋ ଇଭେଣ୍ଟରେ ଭାରତର ନୀରଜ ଚୋପ୍ରା ଆଜି ପଦକ ଜିତିଛନ୍ତି। ସେ କେବଳ ପଦକ ଜିତି ନାହାନ୍ତି ବରଂ ଦେଶ ପାଇଁ ଏକାଥରକେ ସ୍ୱର୍ଣ୍ଣ ଜିତି ଇତିହାସ
Read More...

ଅନାଥ ପିଲାଙ୍କୁ ଆପଣାଇଲା ଜିଲ୍ଲା ପ୍ରଶାସନ

ଗଜପତି,୭/୮- ଗଜପତି ଜିଲ୍ଲା ରାୟଗଡ ପଞ୍ଚାୟତ ସମିତିର ରାୟଗଡ ଗ୍ରାମରେ ୨୦୧୫ ରେ ମାଆ ସବିତା ପାପ୍ପୁରେଡିକୁ ହରାଇ ଏବଂ ବର୍ତ୍ତମାନ ବାପା ତୋଫାନ୍‌ ପାପ୍ପୁରେଡିଙ୍କୁ ହରାଇ ଅନାଥ ହୋଇଥିବା ଦୁଇଟି ଛୁଆଙ୍କ ପାଖରେ ଜିଲ୍ଲା ପ୍ରଶାସନ ପହଞ୍ଚି ଉଦ୍ଧାର କରିଛି । କିଛି ଖବର କାଗଜରେ ଏହି ଘଟଣା
Read More...

ବୌଦ୍ଧ: ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ, ସହଳ ସ୍ତନ୍ୟପାନରେ ବୌଦ୍ଧ ଜିଲ୍ଲା ରାଜ୍ୟରେ ପ୍ରଥମ

ବୌଦ୍ଧ,୭/୮- ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର ଜିଲ୍ଲା ତାଲିମ କେନ୍ଦ୍ରଠାରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ-୨୦୨୧ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବୌଦ୍ଧ ବିଜ୍ଞାପିତ ଅଂଚଳର ସମସ୍ତ ଆଶା, ସ୍ୱାସ୍ଥ୍ୟକର୍ମୀ, ବହୁ
Read More...

ଅନ୍ଧବିଶ୍ୱାସ ଦୂର ପାଇଁ ପ୍ରଶାସନର ମାଗଣା ସ୍ୱାସ୍ଥ୍ୟ ଶିବିର

ଗଜପତି,୭/୮- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପାଳିକାର ୧ ଏବଂ ୨ନଂ ୱାର୍ଡ଼ରେ ଗୁଣିଗାରେଡିକୁ ବିଶ୍ୱାସ କରୁଥିବା ଲୋକମାନଙ୍କ ଠାରୁ ଅନ୍ଧବିଶ୍ୱାସ ଦୂର କରିବାପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିଶୁ ସୁରକ୍ଷା
Read More...

ବୌଦ୍ଧ: ଆଜି ମଧ୍ୟ ବୌଦ୍ଧଜିଲ୍ଲା କରୋନା ଶୂନ୍ୟ, ଜଣେ ମୃତ

ବୌଦ୍ଧ,୭/୮- ତିନିଦିନ ହେଲାଣି ବୌଦ୍ଧଜିଲ୍ଲାରେ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । କିନ୍ତୁ ଆଜି ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା ସରକାରୀ ଭାବେ ସୂଚନା ମିଳିଛି । ଜିଲ୍ଲାରେ କରୋନା ଏବେ ପୁରା ନିୟନ୍ତ୍ରଣରେ ରହିଛି । ଆଜିସୁଦ୍ଧା ଜିଲ୍ଲାରେ ୧୨୫୨୦ ସଂକ୍ରମିତ ଚିହ୍ନଟ
Read More...

୧୫ ପ୍ରତିଶତ ସ୍କୁଲ ଫି ଛାଡ଼ ନିର୍ଦ୍ଦେଶର ସଠିକ କାର୍ଯ୍ୟକାରୀ ଦାବୀରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

ବୌଦ୍ଧ,୭/୮- କରୋନା ମହାମାରୀରେ ଅଭିଭାବକ ମାନଙ୍କ ଆର୍ଥିକ ସଙ୍କଟ ଦୃଷ୍ଟିରୁ ଘରୋଇ ସ୍କୁଲରେ ଫି ଆଦାୟକୁ ନେଇ ମାମଲାରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏମ.ଓ.ୟୁ ହୋଇ ସ୍କୁଲ ଫିରେ କେତୋଟି ସ୍ଲାବରେ ରିହାତି ନିର୍ଦ୍ଦେଶ ହୋଇଛି । ନିର୍ଦ୍ଦେଶ ନାମାରେ ପୂର୍ବରୁ ଏମ.ଓ.ୟୁରେ ସାମିଲ
Read More...

ରାଜ୍ୟରେ ଦଳିତ ପରିବାର ଉପରେ ବିଜେଡି ଗୁଣ୍ଡାଙ୍କ ଦବଙ୍ଗଗିରୀ ନେଇ ବିଜେପିର ପ୍ରେସମିଟ

ପୁରୀ,୭/୮- କେନ୍ଦ୍ରାପଡା ଆଳି ନିର୍ବାଚନ ମଣ୍ଡଳୀର ନବକିଶୋର ମଲ୍ଲିକଙ୍କ ପୁତ୍ର ତାଙ୍କ ପଞ୍ଚାୟତରେ ନରେଗା, ପ୍ରଧାନମନ୍ତ୍ରୀ ଆବାସ, ପାଇଖାନା ଇତ୍ୟାଦି ଉନ୍ନତିମୂଳକ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ
Read More...

ସାର୍କିଟ ହାଉସର ନୂତନ ୪ଟି ଅତିରିକ୍ତ ପ୍ରକୋଷ୍ଠ କାର୍ଯ୍ୟକ୍ଷମ ହେବ କେବେ?

ରାୟଗଡ/୭/୮: ରାୟଗଡ ଜିଲ୍ଳା ସଦର ମହକୁମାର ଭିଆଇପି ରାସ୍ତାରେ ତଥା ଜିଲ୍ଳା ଏସ.ପି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରହିଥିବା ସାର୍କିିଟ ହାଉସର ପଛପଟରେ ନିର୍ମାଣ ହୋଇଥିବା ୪ଗୋଟି ଅତିରିକ୍ତ ପ୍ରକୋଷ୍ଠ ନିର୍ମାଣର ଦେଢବର୍ଷ ପରେ ମଧ୍ୟ ବ୍ୟବହାରରେ ନ ଆସି ପଡିରହିଛି । ଫଳରେ ଲକ୍ଷାଧିକ ଟଙ୍କାରେ
Read More...

ଅଗଷ୍ଟ ୧୬ ଭିତରେ ଯୁକ୍ତ ଦୁଇ ନାମ ଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ ହେବ : ମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ଅଗଷ୍ଟ ୧୪ରୁ ୧୬ ଭିତରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଗତବର୍ଷ ଅଗଷ୍ଟ ୨୧ ରେ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଏହାର ସପ୍ତାହ ପୂର୍ବରୁ ଆରମ୍ଭ ହେବ। ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ
Read More...