Monthly Archives

August 2021

ବୌଦ୍ଧ: ୨ଦିନ ହେଲା ବୌଦ୍ଧଜିଲ୍ଲା କରୋନା ଶୂନ୍ୟ ରହିଛି

ବୌଦ୍ଧ,୬/୮- ଦୁଇଦିନ ହେଲା ବୌଦ୍ଧଜିଲ୍ଲାରେ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଫଳରେ ଜିଲ୍ଲାରେ ନିୟନ୍ତ୍ରଣରେ ରହିଛି କରୋନା , ଜନସାଧାରଣ ମଧ୍ୟ ସଚେତନ ରହୁଥିବା ଜଣାପଡିଛି । ଆଗକୁ ମଧ୍ୟ ଏପରି ସଚେତନ ରହିବାକୁ ଜିଲ୍ଲାପ୍ରଶାସନ ଆଶା ରଖିଛି । ଆଜିସୁଦ୍ଧା ଜିଲ୍ଲାରେ ୧୨୫୨୦
Read More...

ମାଓବାଦୀଙ୍କ ସହଯୋଗୀ ଗିରଫ

ପାଟଣାଗଡ଼,୬/୮- ମାଓବାଦୀଙ୍କୁ ସୁରକ୍ଷା ଦେଉଥିବା ଜଣାପଡିବା ପରେ ଖପ୍ରାଖୋଲ ଲାଠୋର ଥାନା ଜାଲବାହାଲ ଗାଁର ଦୁର୍ଯ୍ୟୋଧନ ବରିହା(୪୦)ଙ୍କୁ ପୋଲିସ ଗୁରୁବାର ଗିରଫ କରିଛି । ପୋଲିସ ପ୍ରଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଦୁର୍ଯ୍ୟୋଧନ ବରଗଡ଼, ମହାସମୁନ୍ଧ ବଲାଙ୍ଗୀର(ବି ଏମ୍‌ ବି) ଡିଭିଜନ ମାଓ
Read More...

ଅସଲି ଚାଷୀ ନାରେ ନକଲି ଚାଷୀ କୃଷି ବୀମାକରି ୩ ଗିରଫ

ପାଟଣାଗଡ଼,୬/୮- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକରେ ଅସଲି ଚାଷୀ ମାନଙ୍କ ନାମରେ ନକଲି କୃଷିବୀମା କରି ଦୁଇ ପୁରୁଷ ସମେତ ଜଣେ ମହିଳାଙ୍କୁ ଗିରଫ କରିଛି ବେଲପଡ଼ା ପୋଲିସ । ଗିରଫ ମହିଳା ଜଣକ ନୂଆପଡ଼ାଜିଲ୍ଲା ସିନାପାଲି ଅଞ୍ଚଳର ହାତୀ ବନ୍ଧ ଗାଁର କୁନ୍ତଲା ମେହେର ଓ
Read More...

୧୬ରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ କରୋନା ମିଟର ଧୀରେ ଧୀରେ କମୁଛି । ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ କ୍ଲାସ ରୁମ ପାଠ ପଢା ଆରମ୍ଭ ହୋଇଥିବାବେଳେ ଆସନ୍ତା ଅଗଷ୍ଟ ୯ ତାରିଖ ଦିନ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିିଷ୍ପତ୍ତି ନିଆଯାଇଛି ।
Read More...

ବଦଳିଲା ‘ଖେଳରତ୍ନ’ ପୁରସ୍କାର ନାମ

ନୂଆଦିଲ୍ଲୀ: ବଦଳିଲା ଖେଳରତ୍ନ ପୁରସ୍କାରର ନାମ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଦେଇଛନ୍ତି ।  ରାଜୀବ ଗାନ୍ଧୀ ଖେଳରତ୍ନ ବଦଳରେ ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାରଭାବେ ପରିବର୍ତ୍ତନ କରାଯାଇଛି । ଭାରତରେ ଖେଳ ପାଇଁ ଦିଆଯାଉଥିବା ଖେଳରତ୍ନ ପୁରସ୍କାର ଏବେ ହକି ଯାଦୁଗର
Read More...

ଝାଟିପତ୍ର କୁଡିଆରେ କଟୁଛି ୭ ପ୍ରାଣୀଙ୍କ ଜୀବନ

କେନ୍ଦୁଝର,୬/୮- କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଳକର ଉଦୟପୁର ଗ୍ରାମପଞ୍ଚାୟତର ମାଙ୍କଡ଼ଡିହା ସାହିରେ ବାସ କରନ୍ତି ବେଲମୁଣ୍ଡା । ୭ ପ୍ରାଣି କୁଟୁମ୍ବ , ଝିଅ ଦୁଇ ଜଣ , ପୁଅ ୩ଜଣ ଏବଂ ସ୍ୱାମୀ । ବାସସ୍ଥାନ କହିଲେ ଝାଡି ପତ୍ରରେ ନିର୍ମାଣ ହୋଇଥିବା କୁଡ଼ିଆ ତା ଉପରେ ପ୍ଲାଷ୍ଟିକ ଘୋଡ଼ା
Read More...

୫୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଜବତ, ୪ ଜଣ ଗିରଫ

ବାଲିଗୁଡ଼ା,୬/୮: ବାଲିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା । ୫୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଗଞ୍ଜେଇ ଜବତ କରିଛି ପୋଲିସ୍‌ । ଡିଏସପି ସ୍ୱରାଜ ଦେବତାଙ୍କ ନେତୃତ୍ୱରେ ଏକ ଟିମ୍‌ ପେଟ୍ରୋଲିଂ କରୁଥିବା ସମୟରେ ବାଲିଗୁଡ଼ା ଥାନା ବରିକିଆ ଗ୍ରାମରେ ବାହାର ଜିଲ୍ଲାକୁ ଚୋରାଚାଲାଣ ପାଇଁ
Read More...

ରଣନୀତି ଆରମ୍ଭ କଲେ କନ୍ଧମାଳ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ସୁନୀଲ ସେଠୀଙ୍କ ନେତୃତ୍ୱରେ ଛାତ୍ର ଜନତା ଦଳର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ବିଜୁ ଛାତ୍ର ଜନତା ଦଳ କନ୍ଧମାଳର ପର୍ଯ୍ୟବେକ୍ଷକ ମିକୁ ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଏବଂ ଏହି ବୈଠକକୁ
Read More...

କୃମିନାଶକ କାର୍ଯ୍ୟକ୍ରମ ପାଇଁ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର

ନାଇକେନପାଲି : ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ କୃମିନାଶକ କାର୍ଯ୍ୟକ୍ରମ ପାଇଁ ଅର୍ଦ୍ଧ ଦିବସୀୟ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସମସ୍ତ ସ୍ୱାସ୍ଥ୍ୟ ପରିଦର୍ଶକ, ମହିଳା ସ୍ୱାସ୍ଥ୍ୟକର୍ମୀ ଏବଂ ଫାର୍ମାସିଷ୍ଟଙ୍କୁ ଆଗାମୀ
Read More...