Monthly Archives

August 2021

ଆଉ ୬୬ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୧୨୦୮

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୦୮ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌
Read More...

ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ: ଜଣେ ମୃତ, ଜଣେ ଗୁରୁତର

ବଲାଙ୍ଗୀର :  ବଲାଙ୍ଗୀର ସହର ଦୁର୍ଗା ମନ୍ଦିର ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟମାଟୋ ବୋଝେଇ ଗାଡି ଧକ୍କାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି।ତେବେ ଉଭୟ ମୃତାହତଙ୍କ ଘର ବଲାଙ୍ଗୀର ବ୍ରାହ୍ମଣ ପଡା ବୋଲି ଜଣାପଡିଛି । ମୃତ ଜଣକ ହେଲେ ପ୍ରମିଳା
Read More...

ସୋସିଆଲ ମିଡିଆରେ ଜାତିଆଣ ଆକ୍ଷେପ ଅଭିଯୋଗ : ବାମସେଫ୍‌ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ରାୟଗଡ: ସର୍ବଭାରତୀୟ ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁ ସଂପ୍ରଦାୟ ଏମ୍‌ଳୋଇଜ୍‌ ଫେଡେରେସନ୍‌ (ବାମସେଫ )ଅନୁଷ୍ଠାନ ପକ୍ଷରୁ ମହାମହୀମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆଜି ଏକ ଦାବିପତ୍ର ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନଙ୍କୁ ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ତଫସିଲଭୁକ୍ତ ଜାତିଙ୍କୁ
Read More...

ସ୍ମାର୍ଟସ୍କୁଲ କାର୍ଯ୍ୟର ତଦାରଖ କଲେ ବିଡ଼ିଓ

ଦାରିଙ୍ଗବାଡି : ଦାରିଙ୍ଗବାଡି ବ୍ଲକର ସିମନବାଡି ସରକାରୀ ଉଚ୍ଚ଼ ବିଦ୍ୟାଳୟ ଓ ବୁଡାଗୁଡ଼ା ଉଚ୍ଚ଼ ବିଦ୍ୟାଳୟକୁ ସ୍ମାର୍ଟସ୍କୁଲ ଭାବେ ଘୋଷଣା କରାଯାଇ ଥିବାବେଳେ ବର୍ତମାନ ସ୍ମାର୍ଟସ୍କୁଲ କାର୍ଯ୍ୟ ଚାଲୁରହିଛି ।ଓଡିଶା ସରକାରଙ୍କର ୫ ଟି ଅଧିନରେ ହେଉଥିବା ଏହି ୨ଟି ସ୍ମାର୍ଟସ୍କୁଲ କାର୍ଯ୍ୟର
Read More...

ବ୍ରୋଞ୍ଜ ପଦକରୁ ବଞ୍ଚିତ ହେଲା ଭାରତୀୟ ମହିଳା ହକି ଦଳ, ବ୍ରିଟେନଠାରୁ ୩-୪ ଗୋଲରେ ହାରିଲା

ଟୋକିଓ: ଇତିହାସ ରଚିପାରିଲାନି ଭାରତୀୟ ମହିଳା ହକି ଦଳ। ଅଲମ୍ପିକ୍ସରେ ପ୍ରଥମ ପଦକ ଜିତିବାରୁ ଅଳ୍ପକେ ବଞ୍ଚିତ ହେଲା ଦଳ। ଟୋକିଓ ଅଲିମ୍ପିକ୍ସରେ ଆଜି ହୋଇଥିବା ବ୍ରୋଞ୍ଜ ପଦକ ଲଢ଼େଇରେ ଦଳ ଗ୍ରେଟ୍ ବ୍ରିଟେନ୍‌ ଠାରୁ ହାରିଯାଇଛି। ୪-୩ ଗୋଲ୍‌ରେ ମ୍ୟାଚ୍ ଜିତି ବ୍ରୋଞ୍ଜ ପଦକ ହାତେଇ ନେଇଛି
Read More...

ଦୁଗ୍ଧ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କୋଭିଡ ସହାୟତା: ୧ ଲକ୍ଷ ଚାଷୀ ପାଇଲେ ୧୧ କୋଟି ଟଙ୍କାର…

ଭୁବନେଶ୍ୱର,୫/୮- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଦୁଗ୍‌ଧ ଚାଷୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ୱାରା ଏକ ଲକ୍ଷ ଦୁଗ୍‌ଧ ଚାଷୀ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇଛନ୍ତି । ସମୁଦାୟ ୧୧ କୋଟି ଟଙ୍କାର ସହାୟତା
Read More...

ବାଲୁକା ଚିତ୍ରକଳା ମାଧ୍ୟମରେ ହକି ଟିମକୁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା

ପୁରୀ,୫/୮- ଟୋକିଓ ଅଲମ୍ପିକରେ ଭାରତର ପୁରୁଷ ହକି ଟିମ ବ୍ରୋଞ୍ଜ ପଦକ ହାସଲ କରିଛି । ତେବେ ଏଥିପାଇଁ ସାରା ଦେଶବାସୀ ଏବେ ଟିମକୁ ଶୁଭେଚ୍ଛା ଓ ପ୍ରଶଂସା କରୁଥିବାବେଳେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମ ହକି ଟିମ ଶୁଭେଚ୍ଛା ଦେଇଛନ୍ତି । ପୁରୀ ବେଳାଭୂମିରେ ସୁଦର୍ଶନ
Read More...

ପୁରୀ: ରଥଭଙ୍ଗା କାର୍ଯ୍ୟ ଆରମ୍ଭ

ପୁରୀ,୫/୮- ଆଜିଠୁ ଆରମ୍ଭ ହୋଇଛି ରଥଭଙ୍ଗା । ଦେବୀ ସୁଭଦ୍ରାଙ୍କ ରଥର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ୯ ଜଣ ଭୋଇ ସେବକ ରଥଭଙ୍ଗା କାର୍ଯ୍ୟ କରୁଛନ୍ତି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବୀଦଳନ ରଥର କଳସ ଓ ପାରାଭାଡି ଭଙ୍ଗା ଯାଇଛି । ୧୦ ଦିନ ଭିତରେ ଦୁଇଟି ରଥ
Read More...

ଗଛଲଗାଇ ଜନ୍ମଦିନ ପାଳିଲେ ବିଜେପି ଯୁବନେତା

କେନ୍ଦୁଝର,୫/୮- ଗଛ ଲଗାଇ ଜନ୍ମଦିନ ପାଳିଲେ ଯୁବନେତା ତଥା ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ତଥା ବର୍ତ୍ତମାନର ମୟୁରଭଞ୍ଜ ରାଇରଙ୍ଗପୁରର ସହ ପ୍ରଭାରୀ ପ୍ରକାଶ ମଲ୍ଲିକ । ଜନ୍ମଦିନ ଉପଲକ୍ଷେ ମାଇନିଂସ୍ଥିତ ରାମମନ୍ଦିର ପରିସରରେ ପୂର୍ବତନ ଯୁବମୋର୍ଚ୍ଚା
Read More...

ମିନାକ୍ଷୀ ସାହୁଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

ଗଜପତି,୫/୮- ପ୍ରଗତିଶୀଳ ମହିଳା ସଂଗଠନ ଆକାଂକ୍ଷାର ପ୍ରତିଷ୍ଠାତା ମିନାକ୍ଷୀ ସାହୁଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଆକାଂକ୍ଷା ମହିଳା ସଂଗଠନ ବଡ଼ ବ୍ରାହ୍ମଣ ସାହି ଅ ।ନୁକୂଲ୍ୟରେ ଅନୁଷ୍ଠିତ ହୋଇସାରିଛି । ଗବେଷିକା ମିନାକ୍ଷୀ ସାହୁ ଥିଲେ ଜଣେ ମହିଳା ସଂଗଠନର ସଭାନେତ୍ରୀ ଏବଂ ତାଙ୍କ ଦ୍ୱାରା
Read More...