Monthly Archives

August 2021

ସେମିରେ ହାରିଲେ ଭାରତୀୟ ବକ୍ସର ଲଭଲିନା,ବ୍ରୋଞ୍ଜରେ ସନ୍ତୁଷ୍ଟ ହେଲେ

ଜାପାନ : ସେମିରେ ହାରିଲେ ଭାରତୀୟ ବକ୍ସର ଲଭଲିନା । ୬୯ କେଜି ବର୍ଗରେ ତୁର୍କି ପ୍ରତିଯୋଗିଙ୍କଠାରୁ ହାରିଛନ୍ତି । ମ୍ୟାଚ ଆରମ୍ଭରୁ ସେ ଦମଦାର ପ୍ରଦର୍ଶନ କରିଥିଲେ । ହେଲେ ୨ ରାଉଣ୍ଡରୁ ତାଙ୍କର ପ୍ରଦର୍ଶନ ଖରାପ ହୋଇଥିଲା । ଫଳରେ ତାଙ୍କୁ ବ୍ରୋଞ୍ଜରେ ସନ୍ତୁଷ୍ଟି ହେବାକୁ ପଡିଛି । ଟୋକିଓ
Read More...

୨୮୧ ଗାଁ କୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କଲେ ଜିଲ୍ଲାପାଳ

ନବରଙ୍ଗପୁର,୪/୮- ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ସାକ୍ଷରତା ଓ ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ଆଜି ମଧ୍ୟ କାୟମ ରହିଛି । ପରମ୍ପରା ନାମରେ କିଶୋରୀ ବାଳିକା ମାନଙ୍କୁ ବିବାହ ବନ୍ଧନ ରେ ବାନ୍ଧିଦେଇ ଅକାଳରେ ମରଣ ମୁହଁକୁ ଠେଲି ଦେଉଛନ୍ତି ପିତାମାତା ଓ
Read More...

ବିଦେଶରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ସୀମାଞ୍ଚଳ, ଭିଟାମାଟିକୁ ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ଜିଲା ପ୍ରଶାସନ…

ଗଞ୍ଜାମ: ଛତ୍ରପୁର ବିଦେଶରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ସୀମାଞ୍ଚଳକୁ ନିଜ ଭିଟାମାଟିକୁ ଫେରାଇ ଆଣିବା ପାଇଁ ପରିବାର ପକ୍ଷରୁ ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ସ୍ତ୍ରୀ ଓ ପୁଅ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ସ୍ୱାମୀକୁ କିପରି ସେଠାରୁ ଫେରାଇ ଆଣି
Read More...

ପୁଣି ୬୬ ମୁଣ୍ଡ ନେଲା କରୋନା, ଚିହ୍ନଟ ହେଲେ ୧୩୧୫

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୩୧୫ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌
Read More...

ବଲାଙ୍ଗୀର ବେଳକୁ କରୋନା ବାହାନା- ନରସିଂହ

ବଲାଙ୍ଗୀର,୩/୮- ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କରୋନା ଆଳରେ ରାଜ୍ୟ ଓ କେନ୍ଦ୍ର ସରକାର ସବୁରେ ଖସିବା ଚେଷ୍ଟା କରୁଛନ୍ତି କହି ସରକାରଙ୍କ ଠାରେ ବିଭିନ୍ନ ଦାବୀ ରଖିଥିଲେ । ଦୀର୍ଘଦିନ ଅଚଳାବସ୍ଥା ପରେ ବଲାଙ୍ଗୀର ଲାଇଫ୍‌ ଲାଇନ୍‌
Read More...

ରାୟଗଡ ପୈାରପାଳିକାର ୟୁଜର୍ସ ଫି’ନାମରେ ଟଙ୍କା ଆଦାୟକୁ ଯୁବ ବିକାଶ ପରିଷଦର ନିନ୍ଦା

ରାୟଗଡ/୩/୮/୨୧: ରାୟଗଡ ଜିଲ୍ଳା ଯୁବ ବିକାଶ ପରିଷଦ ତରଫରୁ ରାୟଗଡ ପୈାର ପାଳିକାର ୟୁଜର୍ସ ଫି’ନାମରେ ଟଙ୍କା ଆଦାୟ, ଶ୍ମଶାନ ଘାଟର ଅବ୍ୟବସ୍ଥା ଓ ବର୍ଜ୍ୟବସ୍ତୁ ପରିଚାଳନାର ବିଫଳତାକୁ ନେଇ ୬ଦଫା ସମ୍ବଳିତ ଦାବିପତ୍ର ପରିଷଦର ସଭାପତି ଶିବାଜୀ ଦାସଙ୍କ ନେତୃତ୍ୱରେ ନିର୍ବାହୀ ଅଧିକାରୀ ୟାସିଦ୍‌
Read More...

ପୌର ନିର୍ବାଚନ ପାଇଁ ବିଜେପି ପ୍ରତିନିଧି ଦଳଙ୍କ ମହାମହିମ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର,୩/୮: ସମ୍ବିଧାନର ଧାରା ୨୪୩ (ୟୁ) ଏବଂ ୨୪୩ (ଇ) ଅନୁଯାୟୀ ନିର୍ବାଚନ ଆୟୋଗ ସଠିକ୍‌ ସମୟରେ ନିର୍ବାଚନ କରିବା ବାଧ୍ୟତାମୂଳକ । କିନ୍ତୁ ଦୁର୍ଭାଗ୍ୟର କଥା ରାଜ୍ୟରେ ଗତ ୨୦୧୮ ସେପ୍ଟେମ୍ବର ମାସରୁ ପ୍ରାୟ ୩ ବର୍ଷ ପରେ ମଧ୍ୟ ପୌର ନିର୍ବାଚନ ହୋଇପାରି ନାହିଁ । ପରାଜୟ ଆଶଙ୍କାରେ
Read More...

ଝୁମ୍ପୁରା ଲ୍ୟାମ୍ପରେ କରୋନା କଟକଣାକୁ ଫୁ

କେନ୍ଦୁଝର,୩/୮- ଝୁମ୍ପୁରା ଲ୍ୟାମ୍ପରେ ଚାଲିଥିବା ଚାଷୀ ପଞ୍ଜିକରଣ କାର୍ଯ୍ୟକ୍ରମରେ କରୋନା ନିୟମକୁ ଉଲ୍ଲଙ୍ଘନ କରୁଥିବା ଦେଖାଯାଉଛି । ଲ୍ୟାମ୍ପ ଅଧିନରେ ଆସୁଥିବା ଗ୍ରାମଗୁଡିକର ଚାଷିମାନେ ନା ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦେଉଛନ୍ତି ନା ସାମାଜିକ ଦୂରତାକୁ ମାନୁଛନ୍ତି । ଏ ସମ୍ବନ୍ଧରେ
Read More...

ବିଜେପି ଯୁବମୋର୍ଚ୍ଚା ତରଫରୁ ଦୁର୍ନୀତି ବିରୁଦ୍ଧରେ ବିକ୍ଷୋଭ ଶୋଭାଯାତ୍ରା

ବୌଦ୍ଧ,୩/୮: ବୌଦ୍ଧ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ତରଫରୁ ଏକ ବିରାଟ ଶୋଭାଯାତ୍ରାରେ ରାମେଶ୍ୱର ମନ୍ଦିର ଠାରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଛକ ପର୍ଯ୍ୟନ୍ତ ଯାଇ ବିଭିନ୍ନ ନାରାବାଜିକରି ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା । ଓଡିଶା ସରକାରଙ୍କ
Read More...

ଜହ୍ନାପଙ୍କ-ଚାରିଶମ୍ଭୁ ରାସ୍ତାରେ ଗର୍ତ୍ତ, ବିପଦକୁ ଆମନ୍ତ୍ରଣ

ବୌଦ୍ଧ/ଜହ୍ନାପଙ୍କ,୩/୮: ଜାତୀୟ ରାଜପଥ ୫୭ ଠାରୁ ଜହ୍ନାପଙ୍କ-ଚାରିଶମ୍ଭୁକୁ ଯାଇଥିବା ରାସ୍ତାର ଜହ୍ନାପଙ୍କ ଛକ ନିକଟରେ ଏକଫୁଟ ଗଭୀର ବିଶିଷ୍ଟ ଏକ ଗର୍ତ୍ତ ହୋଇଛି । ଯାହାଫଳରେ ବିପଦକୁ ଆମନ୍ତ୍ରଣ କରୁଛି । ପ୍ରତିଦିନ ଏହି ରାସ୍ତା ଦେଇ ଦୈନିକ ବଜାର, ବ୍ୟାଙ୍କ, ପୋଷ୍ଟ ଅଫିସ ଏବଂ ଐତିହାସିକ
Read More...