Monthly Archives

August 2021

କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତିଙ୍କ ଇସ୍ତଫା

କନ୍ଧମାଳ,୨/୮ : କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ୍‌ ପ୍ରିୟଦର୍ଶନ କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ପାର୍ଟିରୁ ଇସ୍ତପା ଦେଇଛନ୍ତି । ପ୍ରକାଶ ଯେ, ଗତ ତିନି ମାସ ଧରି ସେ କନ୍ଧମାଳ ଜିଲ୍ଲାର ଛାତ୍ର କଂଗ୍ରେସ ସଭାପତି ଭାବରେ କାର୍ଯ୍ୟ ତୁଲାଇ ଆସୁଥିଲେ । ବ୍ୟକ୍ତିଗତ
Read More...

ଅରୁଣ ଦେ’ଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ଭୁବନେଶ୍ୱର ,୨/୮- ପୂର୍ବତନ ବିଧାୟକ ତଥା ବରିଷ୍ଠ ରାଜନିତିଜ୍ଞ ଅରୁଣ ଦେଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି । ଶ୍ରୀ ପଟ୍ଟନାୟକ ତାଙ୍କ ଶୋକବାର୍ତାରେ କହିଛନ୍ତି, ଅରୁଣ ବାବୁ ମୋର ଅନ୍ତରଙ୍ଗ ବନ୍ଧୁ ଥିଲେ । କରୋନାରେ ଆକ୍ରାନ୍ତ ହୋଇ
Read More...

ମା ମାହେଶ୍ୱରୀ ସେନା ପକ୍ଷରୁ ବୃକ୍ଷରୋପଣ

ବୌଦ୍ଧ/ବାଉଁଶୁଣୀ,୨/୮- ବୌଦ୍ଧବ୍ଲକ ବାଉଁଶୁଣୀ ଅଞ୍ଚଳର ମା ମାହେଶ୍ୱରୀ ସେନା ପକ୍ଷରୁ ସମାଜସେବୀ ମହେନ୍ଦ୍ର ମହାକୁଳଙ୍କ ତତ୍ତ୍ୱାବଧାନରେ ଅଇଁଳାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୁଡପଡା ଗ୍ରାମର ମା କନ୍ଧୁଣି ବୁଢୀ ପୀଠ ଓ ବାଉଁଶୁଣୀ ମାହେଶ୍ୱରୀ ମହାବିଦ୍ୟାଳୟର ପଡିଆରେ ବୃକ୍ଷରୋପଣ କରାଯାଇଛି
Read More...

ଶ୍ରାବଣ ଦ୍ୱିତୀୟ ସୋମବାର, ଶୈବପୀଠ ଖାଁ ଖାଁ

ବୌଦ୍ଧ/ଜହ୍ନାପଙ୍କ,୨/୮- ଜୁଲାଇ ପହିଲାରୁ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି । ଧର୍ମାନୁଷ୍ଠାନକୁ ଯିବାକୁ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁମତି ଦେଇଛନ୍ତି କିନ୍ତୁ କୋଭିଡ ଗାଇଡ଼ଲାଇନ ମଧ୍ୟରେ । ହେଲେ ମଧ୍ୟ ଲୋକଙ୍କ ଭୟ ମନରୁ ଯାଇନାହିଁ ବା ଲୋକ ସଚେତନ ଅଛନ୍ତି । ଆଜି ଶ୍ର ।ବଣ ମାସ
Read More...

୨୦୨୧-୨୨ ଖରିଫ ଋତୁରେ ଧାନକିଣା ପାଇଁ ପଞ୍ଜିକରଣ ଆରମ୍ଭ :କ୍ଷେତ୍ରସ୍ତରୀୟ ସତ୍ୟାପନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର, ୨/୮- ଚଳିତ ୨୦୨୦-୨୧ ଖରିଫ୍‌ ଋତୁରେ ଚାଷୀମାନଙ୍କ ଠାରୁ ଧାନକ୍ରୟ ନିମନ୍ତେ ପଂଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ସମସ୍ତ ପ୍ରକୃତ ଚାଷୀମାନଙ୍କର ସଠିକ୍‌ ପଂଜୀକରଣ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ଖରିଫ୍‌ ଋତୁରେ କୌଣସି
Read More...

ଭାରତୀୟ ମହିଳା ହକି ଟିମକୁ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା

ପୁରୀ,୨/୮- ଟୋକିଓ ଅଲମ୍ପିକରେ ଭାରତୀୟ ମହିଳା ହକି ଟିମ ସେମିଫାଇନାଲରେ ପ୍ରବେଶ କରିଛି । ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ କ୍ୱାର୍ଟର ଫାଇନାଲରେ ଭାରତ ହରାଇ ଏହି ଇତିହାସ ରଚିଥିବା ବେଳେ ଏବେ ସମସ୍ତ ଦେଶବାସୀ ମହିଳା ହକି ଟିମକୁ ସଫଳତା ପାଇଁ ଶୁଭେଚ୍ଛା ଦେଇଛନ୍ତି । ଏହି ଅବସରରେ ବାଲୁକା
Read More...

ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ କୁମାର ସାହୁଙ୍କ ପି. ଭି. ସିନ୍ଧୁଙ୍କୁ ଶୁଭେଚ୍ଛା

ପୁରୀ,୨/୮- ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟମରେ ପି. ଭି. ସିନ୍ଧୁଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି । ପି. ଭି. ସିନ୍ଧୁ ପ୍ରଥମ ମହିଳା ଯେ କି ମହିଳା ସିଙ୍ଗଲ ବେଡମିଣ୍ଟନରେ ଭାରତକୁ ୨ଥର ଅଲିଂପିକରେ ମେଡାଲ ଜିତିବାରେ ସକ୍ଷମ ହୋଇପାରିଛନ୍ତି ।
Read More...

ରାଜ୍ୟ ସରକାରଙ୍କ ଦ୍ୱାରା ଡ୍ରିଙ୍କ ଫ୍ରମ ଟେପ ଯୋଜନାରେ ଜଳ ଯୋଗାଣ କାର୍ଯ୍ୟକାରିତାକୁନେଇ ଆପ୍‌ର ସମାଲୋଚନା

ପୁରୀ,୨/୮- ଦେଶରେ ପୁରୀ ସହର ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଡ୍ରିଙ୍କ ଫ୍ରମ ଟେପ ଯୋଜନାରେ ସାମିଲ ହୋଇଛି । ସହରର ୨.୫ଲକ୍ଷ ଲୋକେ ଓ ବାର୍ଷିକ ୨କୋଟି ପର୍ଯ୍ୟଟକ ଏହାଦ୍ୱାରା ଉପକୃତ ହେବେ । ପ୍ରତି ଲୋକେ ୨୪ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ । ତେବେ ଏହି ଯୋଜନା ନେଇ
Read More...

ସରକାରୀ ନିଯୁକ୍ତିର ଆବେଦନ ବୟସସୀମା ୪୨ ବର୍ଷକୁ ବୃଦ୍ଧି ପାଇଁ ଜିଲ୍ଲା ଯୁବ କଂଗ୍ରେସର ଦାବି

ଗଜପତି,୨/୮- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ସରକାରୀ ନିଯୁକ୍ତି ଆବେଦନର ବୟସ ସୀମା ୩୨ରୁ ୪୨ ବର୍ଷ ବୃଦ୍ଧି ନିମନ୍ତେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ଶାସନ ସଚିବଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ଯୁବ କଂଗ୍ରେସ ସଭାପତି
Read More...

ଶ୍ରମିକମାନଙ୍କ ସମସ୍ୟା ନେଇ ଏଆଇଟିୟୁସି ପକ୍ଷରୁ ଗଣଧାରଣା

ବୌଦ୍ଧ,୨/୮- ବୌଦ୍ଧଜିଲ୍ଲାର ନିର୍ମାଣ ଶ୍ରମିକଙ୍କ ବହୁବିଧ ସମସ୍ୟା ଯଥା ଝିଅ ବିବାହ ସହାୟତା, ଶିକ୍ଷା ସହାୟତା, ମୃତ୍ୟୁକାଳୀନ ସହାୟତା ଆଦିି ପ୍ରଦାନ କ୍ଷେତ୍ରରେ ଜିଲ୍ଲାଶ୍ରମଧିକାରୀଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଆଜି ଏଆଇଟିୟୁସି ସହବନ୍ଧିତ ଓଡିଶା ଫରେଷ୍ଟ ଉଡ ଏଗ୍ରିକଲଚର ଓ ବିଲଡିଂ
Read More...