Monthly Archives

August 2021

ପୁଣି ନିରାଶ କଲେ ଦୂତି

ଟୋକିଓ : ପୁଣିଥରେ ନିରାଶ କଲେ ଓଡ଼ିଶାର ଆଥଲେଟ୍ ଦୂତି ଚାନ୍ଦ । ୨୦୦ ମିଟରେ ରେସରେ ସେ ସପ୍ତମ ସ୍ଥାନରେ ରହିଛନ୍ତି ଦୂତି । ୨୩.୮୫ ସେକେଣ୍ଡରେ ଅତିକ୍ରମ କରିଛନ୍ତି ଦୂତି । ଏହାପୂର୍ବରୁ ସେ ୧୦୦ ମିଟରେ ରେସରେ ବି ସପ୍ତମ ସ୍ଥାନ ହାସଲ କରିଥିଲେ । ସେ ୧୦୦ ମିଟରକୁ ପୂରଣ କରିବା ପାଇଁ ୧୧.୫୪
Read More...

ଇଣ୍ଡିଆନ ହକି ଟିମ୍‌କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର୧/୮ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇଣ୍ଡିଆନ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଦୀର୍ଘ ୪୧ ବର୍ଷପରେ ଇଣ୍ଡିଆନ ହକି ଟିମ୍‌ ବ୍ରିଟେନକୁ ହରାଇ ଅଲଂପିକ ସେମିକୁ ପ୍ରବେଶ କରିଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ଜାହିର କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ହକିକୁ ପ୍ରୋତ୍ସାହନ ଦେବାରେ
Read More...

୧୮ରୁ ୪୪ ବର୍ଷ ଓ ୪୫ରୁ ଉର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଫିଜିଓ ଥେରାପି ୟୁନିଟ୍‌ ଠାରେ ଟୀକାକରଣ

ବୌଦ୍ଧ,୧/୮ : ଆସନ୍ତାକାଲି ଠାରୁ ବୌଦ୍ଧ ସହରର ୧୮ରୁ ୪୪ବର୍ଷ ଓ ୪୫ରୁ ଉର୍ଦ୍ଧ୍ୱ ବୟସ୍କ ହିତାଧିକାରୀଙ୍କ ପାଇଁ ଟୀକାକରଣ ସ୍ଥାନ ପରିବର୍ତ୍ତନ କରାଯାଇଛି । ବୌଦ୍ଧର ପୁରୁଣାଜେଲ୍‌ ସମ୍ମୁଖ ଫିଜିଓଥେରାପି ୟୁନିଟ ଠାରେ ୧୮ରୁ ୪୪ ବର୍ଷ ବୟସ୍କ ହିତାଧିକାରୀ ସକାଳ ୮ଟାରୁ ମଧ୍ୟାହ୍ନ ସାଢେ ୧୨ଟା
Read More...

ବିଶ୍ୱ ବନ୍ଧୁତା ଦିବସ ଅବସରରେ ଗଛ ସହିତ ମିତ୍ରତା

ବ୍ରହ୍ମପୁର,୧/୮ : ଅଗଷ୍ଟ ମାସର ପ୍ରଥମ ରବିବାର ହେଉଛି ବିଶ୍ୱ ବନ୍ଧୁତା ଦିବସ । ଏହି ଦିବସ ଉପଲକ୍ଷେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ସୁକୁଣ୍ଡା ଗ୍ରାମ ନିକଟସ୍ଥ ଶତାୟୁ ବର୍ଷର ବଟ ଓ ଅଶ୍ୱସ୍ତ ବୃକ୍ଷକୁ ବନ୍ଧୁରୁପେ ଗ୍ରହଣ କରି ସେମାନଙ୍କୁ ପୂଜାର୍ଚ୍ଚନା କରାଯିବା ସହିତ ପଞ୍ଚବଟୀ (ବଟ,
Read More...

ବିଶ୍ୱ ଆଦିବାସୀ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼,୧/୮ - ବ୍ରହ୍ମପୁରାସ୍ଥିତ ଆଦିବାସୀ ଭବନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ବ୍ଲକ ସଭାପତି ଶ୍ରୀ ଅଷ୍ଟରତ୍ନ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ୦୯ ଅଗଷ୍ଟରେ ହେବାକୁ ଥିବା ବିଶ୍ୱ ଆଦିବାସୀ ଦିବସ
Read More...

ସେମିରେ ଭାରତୀୟ ପୁରୁଷ ହକି ଦଳ

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ୍ ସେମିଫାଇନାଲରେ ପହଞ୍ଚିଛି। ରବିବାର ଭାରତୀୟ ପୁରୁଷ ଟିମ୍ କ୍ୱାର୍ଟର୍ ଫାଇନାଲରେ ଗ୍ରେଟ୍ ବ୍ରିଟେନକୁ ୩-୨ ଗୋଲରେ ହରାଇ ଅନ୍ତିମ-୪ ଟିକେଟ୍ କାଟିଛି। ଏଥିସହ ଭାରତ ୪୧ ବର୍ଷ ପରେ ଅଲିମ୍ପିକ୍ସର ସେମିଫାଇନାଲରେ ସ୍ଥାନ ହାସଲ
Read More...

କାର୍‌ ଧକ୍କାରେ ୨ ଗୁରୁତର

ବୌଦ୍ଧ/ଜହ୍ନାପଙ୍କ,୧/୮- ବୌଦ୍ଧ -ବଲାଙ୍ଗୀର ଜାତୀୟ ରାଜପଥ ୫୭ର ମଧୁପୁର ଛକ ନିକଟରେ ଆଜି ଅପରାହ୍ନ ପ୍ରାୟ ସାଢେ଼ ତିନିଟାରେ ଏକ କାର୍‌ ଧକ୍କାରେ ୩ଜଣ ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ବୌଦ୍ଧବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ମଧୁପୁର ଗ୍ରାମର ଚାଷୀ ନିରଞ୍ଜନ ମହାନ୍ତି, ପୁଅ ଦିବାକର ମହାନ୍ତି
Read More...

ଇତିହାସ ରଚିଲେ ସିନ୍ଧୁ, ଦେଶ ପାଇଁ ବ୍ରୋଞ୍ଜ ଆଣିଲେ

ଟୋକିଓ : ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ହୁଏତ ସ୍ୱର୍ଣ୍ଣ ପଦକ ଜିତି ପାରିନାହାନ୍ତି କିନ୍ତୁ ବ୍ରୋଞ୍ଜ ପଦକ ଜିତି ଭାରତୀୟଙ୍କ ହୃଦୟ ଜିତିଛନ୍ତି । ସିନ୍ଧୁ ଚାଇନାର ସଟଲର ହେ ବିଙ୍ଗ ଜିଆଓଙ୍କୁ ଭେଟିଥିଲେ । ସିନ୍ଧୁ କ୍ରମାଗତ ଭାବରେ ଚାଇନାର ସଟଲରଙ୍କ ବିରୁଦ୍ଧରେ ଆକ୍ରମଣାତ୍ମକ
Read More...