ଇଣ୍ଡିଆନ ହକି ଟିମ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର୧/୮ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇଣ୍ଡିଆନ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଦୀର୍ଘ ୪୧ ବର୍ଷପରେ ଇଣ୍ଡିଆନ ହକି ଟିମ୍ ବ୍ରିଟେନକୁ ହରାଇ ଅଲଂପିକ ସେମିକୁ ପ୍ରବେଶ କରିଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ଜାହିର କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ହକିକୁ ପ୍ରୋତ୍ସାହନ ଦେବାରେ!-->…
Read More...
Read More...