ବ୍ରାଉନ ସୁଗାର ଜବତ : ଜଣେ ଗିରଫ
ଖୋର୍ଦ୍ଧା,୧/୮: ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଦୋଳମଣ୍ଡପ ମେଳନ ପଡିଆରେ ଗତକାଲି ପୁଲିସ ଚଢାଉ କରି ବ୍ରାଉନ ସୁଗାର ଜବତ କରିବା ସହିତ ଜଣକୁ ଗିରଫ କରିଛି । ଗିରଫ ଜଣକ ସ୍ଥାନୀୟ ଦେବାନ ସାହିର ସର୍ବେଶ୍ୱର ବେହେରା ଓରଫ ବାପି(୨୯) । ଅଭିଯୁକ୍ତ ବାପି ସେହି ଅଞ୍ଚଳରେ ବହୁଦିନ ହେବ!-->…
Read More...
Read More...