୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ଗଞ୍ଜେଇ ସହ କାର୍ ଜବତ, ଜଣେ ଗିରଫ
ବାଲିଗୁଡ଼ା,୨୭/୭: ବାଲିଗୁଡ଼ା ପୋଲିସ୍ କୁ ମିଳିିଛି ବଡ ସଫଳତା । ବେଆଇନ୍ ଗଞ୍ଜେଇ ଚୋରାଚାଲାଣ ବେଳେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ । ଡିଏସପି ସ୍ବରାଜ ଦେବତାଙ୍କ ଅଧ୍ୟକ୍ଷତାରେ ପେଟ୍ରୋଲିଂ ଚାଲିଥିବା ସମୟରେ ବାଲିଗୁଡ଼ା ଥାନା କାମ୍ପଡ଼ା ଗ୍ରାମ ନିକଟରେ ଏକ ଗଞ୍ଜେଇ ଭର୍ତ୍ତି ହୁଣ୍ଡାଇ!-->…
Read More...
Read More...