ତୁମୁଡିବନ୍ଧ ଲବନ୍ୟନଗର ଗ୍ରାମରେ ଛେଳି ମଡକ
ଫୁଲବାଣୀ,୨୭/୭- ତୁମୁଡିବନ୍ଧ ବ୍ଲକର ଲବନ୍ୟନଗର ଗ୍ରାମରେ ଛେଳି ମଡକ । ଆଜି ସକାଳୁ ଲୋକେ ଉଠିଲା ବେଳକୁ ୭ ରୁ ୮ ଟି ଛେଳି ମରିପଡ଼ିଥିବା ଲୋକେ ଦେଖିବାକୁ ପାଇଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଭିଏଶ୍ ଙ୍କୁ ଜଣାଇଥିଲେ । ପଶୁ ବିଭାଗ କର୍ମଚାରୀ ପହଞ୍ଚିବା ବେଳକୁ ପ୍ରାୟ ୩୦ ରୁ ୪୦ ଛେଳି!-->…
Read More...
Read More...