Yearly Archives

2021

କୋଶଲ ଯୁବ ସମନ୍ବୟ ସମିତିର ପଦଯାତ୍ରୀ ଗିରଫ

ବଲାଙ୍ଗୀର, ୨୫/୭- ଆବାସ ଯୋଜନାରେ ପଶ୍ଚିମାଞ୍ଚଳ ପ୍ରତି ଅବହେଳା ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ପଦଯାତ୍ରା କରୁଥିବା କୋଶଲ ଯୁବ ସମନ୍ବୟ ସମିତିର ପ୍ରତିବାଦକାରୀଙ୍କୁ ଗିରଫ କରିଛି ସଇଁତଳା ପୋଲିସ୍। ଖବର ଅନୁସାରେ, ଗତକାଲି ରାତିରେ ବରଗାଁ ଛକ ଠାରେ ମହିଳା ଶିଶୁ କଲ୍ୟାଣ ଓ
Read More...

ଭର୍‌ଚୁଆଲ ବୈଠକରେ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚାର ନୂତନ କର୍ମକର୍ତ୍ତା

ଦାରିଙ୍ଗବାଡି,୨୪/୭- କନ୍ଧମାଳ ଜିଲ୍ଲା ଓବିସି ମୋର୍ଚ୍ଚାର ଜିଲ୍ଲା କମିଟି ଆଜି ଘୋଷଣା କରାଯାଇଛି । ରାଜ୍ୟର ବିଜେପି ନେତା ତଥା ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କ ସହିତ ଭର୍‌ଚୁଆଲ ବୈଠକରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ଏବଂ ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳଙ୍କ
Read More...

କୋଭିଡ଼ ଯାଞ୍ଚ କଡ଼ାକଡ଼ି, ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ

ଦାରିଙ୍ଗବାଡି,୨୪/୭: ଦାରିଙ୍ଗବାଡି ବ୍ଲକରେ ପଜିଟିଭ ସଂଖ୍ୟା ହ୍ରାସ ପାଉଥିବା ବେଳେ କିନ୍ତୁ କୋଭିଡ଼ ନିୟମ ଉଲ୍ଲଂଘନ କରୁଥିବା ଅମାନିଆଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଯେଭଳି ଭାବେ ପଜିଟିଭ ସଂଖ୍ୟା ହ୍ରାସ ପାଉଛି ସେଭଳି ଭାବେ ଲୋକ ଖାମଖିଆଲି ଭାବେ ମାସ୍କ ବ୍ୟବହାର କରୁନଥିବା ଦେଖିବାକୁ
Read More...

ଦିବ୍ୟଜୀବନ ସଂଘ ପକ୍ଷରୁ ଗୁରୁ ପୂର୍ଣ୍ଣିମା ମହୋତ୍ସବ ପାଳିତ

ଗଞ୍ଜାମ,୨୪/୭ : ବ୍ରହ୍ମପୁର ଦିବ୍ୟ ଜୀବନ ସଂଘ, ସିଦ୍ଧାର୍ଥ ନଗର ଶାଖା ପକ୍ଷରୁ ସ୍ଥାନୀୟ ଶଙ୍କାରିସାହିସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଗୁରୁପୂର୍ଣ୍ଣିମା ମହୋତ୍ସବ ପାଳିତ ହୋଇଯାଇଛି । ହିନ୍ଦୁ ପରମ୍ପରା ଅନୁଯାୟୀ ପ୍ରତିବର୍ଷ ଆଷାଢ଼ ଶୁକ୍ଳ ପୂର୍ଣ୍ଣିମା ଦିନକୁ
Read More...

ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ୱରର ଉପ-ନିର୍ଦ୍ଦେଶକଙ୍କ ରାୟଗଡ ଜିଲ୍ଲା ଗସ୍ତ

ରାୟଗଡ/୨୪/୭: ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ୱରର ଉପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସ୍ୱାଇଁ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସିଥିଲେ । କୋଲନରା ବ୍ଲକର କେତେକ ବିଦ୍ୟାଳୟ ପରିଦର୍ଶନ ପରେ ରାୟଗଡ଼ ସଦରର କେତେକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଗାନ୍ଧୀନଗର ଉଚ୍ଚପ୍ରାଥମିକ
Read More...

କାଶିପୁର ବ୍ଳକ ଚାଷୀଙ୍କୁ କାଜୁ ଓ ଆମ୍ବ ଚାରା ପ୍ରଦାନ ଦାବିରେ ଧାରଣା ଦେଲେ ଚାଷୀ

ରାୟଗଡ/୨୪/୭: ରାୟଗଡ ଜିଲ୍ଳା ସଦର ମହକୁମାରେ ଥିବା ଉପ-ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାଶିପୁର ବ୍ଳକର ବିଭିନ୍ନ ପଂଚାୟତର ଚାଷୀ ଦିନିକିଆ ଧାରଣା ଦେଇଛନ୍ତି । ଆମ୍ବ ଓ କାଜୁ ଚାରା ପ୍ରଦାନ କରାଗଲେ ସେମାନେ ଚାଷ କରି ଉପକୃତ ହେବେ । କିନ୍ତୁ ପର୍ଯ୍ୟାପ୍ତ ପରିମାଣର
Read More...

ଗୁରୁପୂର୍ଣ୍ଣିମା ଅବସରରେ ବିଶ୍ୱ ଶାନ୍ତି ଯଜ୍ଞ

ସୁବର୍ଣ୍ଣପୁର ୨୪/୭- ଆଜିର ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ପତଞ୍ଜଳି ପରିବାର ତରଫରୁ ସ୍ଥାନୀୟ ଜନମୁରା ଆଶ୍ରମ ପରିସରରେ ଏକ ବିଶ୍ୱଶାନ୍ତି ଯଜ୍ଞ ଆୟୋଜନ ହୋଇଯାଇଛି । ଯୋଗ, ଆୟୁର୍ବେଦ, ସ୍ୱଦେଶୀ ଦ୍ରବ୍ୟକୁ କିପରି ପ୍ରତ୍ୟେକ ପରିବାରରେ ବ୍ୟବହାର କରିବେ ତାସହିତ
Read More...

ଆଉ ପିଜ୍ଜା ଖାଇବାକୁ ଅପେକ୍ଷା କରିହେବନି : ମିରାବାଇ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍‌ ଗେମ୍ସର ପ୍ରଥମ ଦିନରେ ରୌପ୍ୟ ପଦକ ଜିତିବା ପରେ ମିରାବାଇ ଚାନୁଙ୍କୁ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସବୁଠି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏହି ପଦକ ସହିତ ଅଲିମ୍ପିକ୍ସ୍‌ ଭାରୋତ୍ତୋଳନରେ ଭାରତର ୨୧ ବର୍ଷର ମରୁଡ଼ି ସମାପ୍ତ ହୋଇଛି । ଗତ ଥର କର୍ଣ୍ଣମ
Read More...

ବୌଦ୍ଧଜିଲ୍ଲା: ଖସିଲା ସଂକ୍ରମଣ , ଆଜି ୩ ସଂକ୍ରମିତ ଚିହ୍ନଟ

ବୌଦ୍ଧ,୨୪/୭: ଗତକାଲି ଜିଲ୍ଲାରେ ୭ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଆହୁରି ଖସିଯାଇ ୩ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧ ଓ
Read More...

ଏମଜିଏମ ଗ୍ରୁପ୍‌ ଆରମ୍ଭକଲା ରେଡିମେଡ ଗାର୍ମେଣ୍ଟ ଉତ୍ପାଦନ ୟୁନିଟ

ଭୁବନେଶ୍ୱର,୨୪/୭: ଅଗ୍ରଣୀ ଶିଳ୍ପଗୋଷ୍ଠୀ କଂପାନୀ ଏମଜିଏମର ଅଂଶୀଦାର ୱାଇଲ୍ଡ ଲୋଟସ ଫେସନ ପ୍ରାଇଭେଟ ଲିମିଟେଡ ଖୋର୍ଦ୍ଧା ଛତାବର ଶିଳ୍ପାଞ୍ଚଳରେ ଏକ ନୂଆ ରେଡିମେଡ ମ୍ୟାନୁଫ୍ୟାକଚରିଂ କଂପାନୀର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଛନ୍ତି । ୭୦
Read More...