Sign in
Sign in
Recover your password.
A password will be e-mailed to you.
Yearly Archives
2021
କ.ନୂଆଗାଁ ବ୍ଲକରେ ସ୍ୱାସ୍ଥ୍ୟ ଶିବିର
କ.ନୂଆଗାଁ : କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ ନିରାକରଣ ପାଇଁ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ଶିବିର କରାଯାଇ ସଚେତନତା ସହ ଔଷଧ ବଣ୍ଟନ କରାଯାଇଛି । ବ୍ଲକର ସାଇନ୍ ପଡା ପଞ୍ଚାୟତ ଦୁର୍ଗମ ଗ୍ରାମ ରଣ୍ଡାବାଲିରେ ଡାକ୍ତର ଟିମ୍ ପାହଡ ଚଢି ସ୍ୱାସ୍ଥ୍ୟ!-->…
Read More...
Read More...
ନିଆଁ ଲାଗି ପୋଡିଗଲା ଘର, ଅଳ୍ପକେ ବର୍ତ୍ତିଲେ ବୃଦ୍ଧ ଦମ୍ପତି
ଦାରିଙ୍ଗବାଡି ,୧୫/୭: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଉପର ସାହିରେ ଜଣଙ୍କ ଚାଳଛପର ଘରେ ନିଆଁ ଲାଗି ଘର ଓ ଧାନ,ଚାଉଳ ଲୁଗାପଟା ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଘରେ ଶୋଇଥିବା ବୃଦ୍ଧ ଦମ୍ପତି । ସୂଚନା ପ୍ରକାରେ ତିଲୋରୀ!-->…
Read More...
Read More...
ବାମପନ୍ଥୀଙ୍କ ‘ଓଡ଼ିଶା ବନ୍ଦ ଡାକରା’ର ମିଶ୍ରିତ ପ୍ରଭାବ ପରିଲକ୍ଷିତ
ସମ୍ବଲପୁର: ପେଟ୍ରୋଲର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ବାମପନ୍ଥୀଙ୍କ ଆଜି ଓଡ଼ିଶା ବନ୍ଦ ଡାକରା ଓ କଂଗ୍ରେସ ପାର୍ଟି ପକ୍ଷରୁ ଏହାକୁ ସମର୍ଥନର ଏଠାରେ ମିଶ୍ରିତ ପ୍ରଭାବ ଦେଖା ଯାଇଛି । ଆଜିକାର ବନ୍ଦର ମୁଖ୍ୟ ଲକ୍ଷ୍ୟରେ ସମସ୍ତ ପେଟ୍ରୋଲ ପମ୍ପ ଥିବା ସତ୍ତେ୍ୱ ଏଠାରେ ସବୁ ପେଟ୍ରୋଲ ପମ୍ପ ବନ୍ଦ!-->…
Read More...
Read More...
ଅପରାହ୍ନ ୨ଟା ୩୦ରେ କହିବେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର : ଆଜି ବଡ଼ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ଗୁରୁବାର ଦିନ ଅପରାହ୍ନ ୨.୩୦ରେ କରୋନା ସ୍ଥିତି ନେଇ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ଲାଗୁ ହୋଇଥିବା ଆଂଶିକ ଲକଡାଉନ୍ ଶୁକ୍ରବାର ଶେଷ ହେଉଛି । ତେଣୁ ଆଗକୁ ଲକ୍ଡାଉନ୍ ରହିବ କି!-->…
Read More...
Read More...
ଆଉ ୬୬ ଜୀବନ ନେଲା କରୋନା, ୨୧୧୦ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୧୧୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ!-->…
Read More...
Read More...
ବିଭିନ୍ନ ଦରବୃଦ୍ଧି ଓ ସମସ୍ୟା ନେଇ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ପ୍ରତିବାଦ
ବ୍ରହ୍ମପୁର : ବିଦ୍ୟୁତ ଦର ବୃଦ୍ଧି , ଅଘୋଷିତ ବିଦ୍ୟୁତ କାଟ କୁ ନେଇ ଟାଟା ପାୱାର କର୍ପୋରେଟ ଦକ୍ଷିଣାଞ୍ଚଳ କାର୍ୟ୍ୟାଳୟ ସମ୍ମୁଖରେ ଓଡିଶା ସରକାର ବିଦ୍ୟୁତ୍ ବଂଟନ କ୍ଷେତ୍ରରେ ସୁଧାର ଆଣିବା ପାଇଁ ଜିଲ୍ଲା ବି.ଜେ.ପି ଗଞ୍ଜାମ ପକ୍ଷରୁ ଧାରଣା ଦେଇଥିଲେ ।ବିଗତ ୩୦ ବର୍ଷ ଧରି ବିଭିନ୍ନ!-->…
Read More...
Read More...
ୱାସିମ୍ ଜାଫର ହେଲେ ଓଡିଶା କ୍ରିକେଟ ଦଳର ନୂଆ କୋଚ
କଟକ : ପୂର୍ବତନ ରଣଜୀ ଖେଳାଳି ୱାସିମ ଜାଫରଙ୍କୁ ଓଡିଶା କ୍ରିକେଟ ଦଳର କୋଚ ଭାବରେ ନିଯୁକ୍ତ କରାଯାଇଛି । ଓସିଏ ପକ୍ଷରୁ ବୁଧବାର ଜାଫରଙ୍କ ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି । ପୂର୍ବତନ ଭାରତୀୟ ଓପନର ରଣଜୀ ଟ୍ରଫିରେ ସର୍ବାଧିକ ରନ ସ୍କୋର କରିଥିବା ବେଳେ ଭାରତ ପକ୍ଷରୁ ୩୧ଟି ଟେଷ୍ଟ ଓ!-->…
Read More...
Read More...
ରାୟଗଡ ଜିଲ୍ଳା ବିଜୁ ମହିଳା ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର
ରାୟଗଡ: ମହାମାରୀ କରୋନ ସଂଙ୍କଟ ସମୟରେ ରାଜ୍ୟରେ ରକ୍ତଭଣ୍ଡାରରେ ରକ୍ତର ଅଭାବ ଯେମିତି ଦେଖାନଯାଏ ସେଥି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡିଶା-ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ବିଜୁ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିରଗୁଡିକ ଆୟୋଜନ!-->…
Read More...
Read More...
ଆଜି ଆସିପାରେ ନୂଆ ଗାଇଡଲାଇନ, ଏହି ୫ ଜିଲ୍ଲାରେ ରହିପାରେ କଟକଣା
ଭୁବନେଶ୍ୱର : ଶୁକ୍ରବାର ସରୁଛି ଆଂଶିକ ଲକଡାଉନ୍ । ଗୁରୁବାର ରାଜ୍ୟ ସରକାର ଘୋଷଣା କରିପାରନ୍ତି ନୂଆ ଗାଇଡଲାଇନ୍ । ତେବେ କ’ଣ ହେବ ନୂଆ ଗାଇଡ୍ ଲାଇନର ରୂପରେଖ । କ’ଣ ଖୋଲିବ, କ’ଣ ବନ୍ଦ ରହିବ । ପୂର୍ବଭଳି ପଜିଟିଭିଟି ରେଟ୍ ଆଧାରରେ ଏ, ବି ଫର୍ମୁଲା ଆପଣାଇବେ କି ସରକାର ? ଏମିତି ହେଲେ ୫!-->…
Read More...
Read More...