Yearly Archives

2021

ରାଣିପଥର ଘାଟିରେ କାର୍ ଦୁର୍ଘଟଣା, ଶିକ୍ଷୟିତ୍ରୀ ଗୁରୁତର

ହରଭଙ୍ଗା୧୫/୭ :ଚାରିଛକ- ଫୁଲବାଣି ରାସ୍ତାର ରାଣିପଥର ଘାଟି ନିକଟରେ ଆଜି ଭୋର୍ ସକାଳୁ ଏକ କାର୍ ଦୁର୍ଘଟଣା ଗ୍ରସ୍ତ ହୋଇ ଜଣେ ଶିକ୍ଷୟିତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ସୁଚନାମତେ (ଓଡି ୦୭ ଏଏ ୦୧୭୫) ନାମକ ଏକ କାର୍ ବୌଦ୍ଧ ବାପୁଜିନଗର ରୁ ବାହାରି ଫୁଲବାଣି ଯାଉଥିବା ସମୟରେ କାର୍ ଟି
Read More...

ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୧୧ଦଫା ଦାବିପତ୍ର ପ୍ରଦାନ

ରାୟଗଡ/୧୪/୭/୨୧- ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ପରେ ହୋଇଥିବା ହିଂସାକୁ ଦୃଢ ନିନ୍ଦା କରି ରାୟଗଡ ଜିଲ୍ଳା ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ମହାମହୀମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୧୧ଦଫା ସମ୍ବଳିତ ଦାବିପତ୍ର ଜିଲ୍ଳାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନଙ୍କୁ ପ୍ରଦାନ
Read More...

୨୦୩୦ ସୁଦ୍ଧା ଓଡିଶାକୁ ଦେଶର ଇସ୍ପାତ ହବ୍‌ କରାଯିବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪/୭-୨୦୩୦ ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିଅନ ଟନ୍‌ରେ ପହଞ୍ଚିବ । ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି, ଯାହାଦ୍ୱାରା କି ରାଜ୍ୟରେ ପୁଞ୍ଜି ବିନିଯୋଗ ବଢିଛି । କୋଭିଡ ସତ୍ତେ୍ୱ ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ପୁଞ୍ଜି ବିନିଯୋଗ ୪.୪୧ ଲକ୍ଷକୁ
Read More...

ବେଲପଡା ଅଞ୍ଚଳ ଗସ୍ତ କଲେ ପାଟଣାଗଡ ବିଧାୟକ

ପାଟଣାଗଡ,୧୪/୭- ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଆଜି ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଳକର ବିଭିନ୍ନ ଅଞ୍ଚଳ ଗସ୍ତ କରିଛନ୍ତି । ଧୁମାଭଟ୍ଟାର ବୀଣାପାଣି କଲେଜରେ ଅନୁଷ୍ଠିତ ୭୨ ତମ ବନ ମହୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ପରେ ସରମୁହାଣ ବିୟର୍‌ ଫେକଟ୍ରୀ ରେ କାମ
Read More...

ଗଣିଆଁରେ ମୋ ସ୍କୁଲ୍‌ ଅଭିଯାନ ,ସ୍ଥିତି ସମୀକ୍ଷା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ

ଦଶପଲ୍ଲା,୧୪/୭ - ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ପରିସରରେ ପ୍ରଧାନ ଶିକ୍ଷୟତ୍ରୀ ବିଜୟଲଷ୍ମୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ ଅଭିଯାନର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଧାନଶିକ୍ଷତ୍ରୀ ସମସ୍ତଙ୍କୁ ସ୍ୱାଗତ ଜଣାଇ ମୋ
Read More...

ପେଟ୍ରୋଲ, ଡିଜେଲ୍‌ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ରାଜ୍ୟ କଂଗ୍ରେସର ସାଇକେଲ୍‌ ଶୋଭାଯାତ୍ରା

ଭୁବନେଶ୍ୱର,୧୪ା୭ : କରୋନା ମହାମାରୀ ମୁକାବିଲାରେ ବିଫଳ ହୋଇଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏବେ କ୍ରମାଗତ ଭାବେ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ଟିକସ୍‌ ଲଦି ସାଧାରଣ ଲୋକଙ୍କୁ ଲୁଟ୍‌ କରିବା ନୀତି ପରିହାର କରନ୍ତୁ ବୋଲି ଦାବି କରି ରାଜ୍ୟ କଂଗ୍ରେସ ପକ୍ଷରୁ ଜୁଲାଇ ୭ ରୁ ଜୁଲାଇ ୧୭
Read More...

ନିମ୍ନମାନର କାମ ଯୋଗୁଁ ଅଙ୍ଗନୱାଡି କେନ୍ଦ୍ର ଛାତରୁ ଗଳୁଛି ପାଣି, ଶିଶୁମାନଙ୍କ ଚାଉଳ ସହ ବିଭିନ୍ନ ଖେଳନା ସାମଗ୍ରୀ…

ହରଭଙ୍ଗା,୧୪/୭- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ପଞ୍ଚାୟତ ଚନ୍ଦ୍ରଶେଖରପୁର ଗ୍ରାମରେ ନୂତନଭାବେ ନିର୍ମାଣ ହୋଇଥିବା ଅଙ୍ଗନୱାଡି କେନ୍ଦ୍ରର ଛାତରୁ ପାଣି ଗଳି ଚାଉଳ ସହ ଛୋଟଛୋଟ ଶିଶୁମାନଙ୍କ ଖେଳନା ସବୁ ଓଦାହୋଇ ନଷ୍ଟ ହୋଇଯାଇଥିବା ଜଣାପଡିଛି । ଏନେଇ କେନ୍ଦ୍ରର ଅଙ୍ଗନୱାଡି କର୍ମୀ
Read More...

ସିଡିପିଓଙ୍କ କାର୍ଯ୍ୟାଳୟ ସାମ୍ନାରେ ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ

ଗଞ୍ଜାମ:ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ ଛତ୍ରପୁର ବ୍ଲକ ପକ୍ଷରୁ ୩ ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ୬୦ ବର୍ଷ ବୟସରେ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା। ଏ ନେଇ ସିଡିପିଓଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ସହ ୮ ଦିନ ହେଲା ଧାରଣା ଚାଲିଛି। ଏ ନେଇ ମଙ୍ଗଳବାର ନବମ ଦିନରେ
Read More...

କିଡନୀ ରୋଗରେ ଆକ୍ରାନ୍ତ ପୋଷ୍ଟପିଅନଙ୍କ ମୃତ୍ୟୁ

ହରଭଙ୍ଗା,୧୪/୭ - ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ସଂଙ୍କୁଲେଇ ପଂଚାୟତ ସଙ୍କୁଲେଇ ହରିଜନସାହିର ନଟବର ଦୀପଙ୍କ (୫୧) ଆଜି ମୃତ୍ୟୁ ହୋଇଥିବା ନେଇ ପରିବାର ସୂତ୍ରରୁ ଜଣାପଡିଛି । ସେ କୀଡନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ହରଭଙ୍ଗା ଡାକ କାର୍ଯ୍ୟାଳୟରେ ଡାକ ପିଅନ୍ ଭାବେ କାର୍ଯ୍ୟ
Read More...

୩୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ ,୩ ଅଭିଯୁକ୍ତ ଗିରଫ

ଇଚ୍ଛାପୁର :ଇଚ୍ଛାପୁର ପୁଲିସକୁ ମିଳିଛି ବଡ଼ ସଫଳତା । ଲକଡ଼ାଉନ ଓ ସଟଡ଼ାଉନ ପାଗ ସୁଅ ଛୁଟାଉଛି ଗଞ୍ଜେଇ ଚାଲାଣ ମାଫିଆମାନଙ୍କୁ କାରଣ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଉପାୟରେ ଅନେକ ଜିଲ୍ଲାରୁ ବହୁବାର ଗଞ୍ଜେଇ ଚାଲାଣ ହେଉଥିବାର ଦେଖିବାକୁ ମିଳୁଛି । ଅନେକ ତରିକା କରି ମାଫିଆ ମାନେ ଗଞ୍ଜେଇ
Read More...