Sign in
Sign in
Recover your password.
A password will be e-mailed to you.
Yearly Archives
2021
ବୌଦ୍ଧ: ଆଜି ଶ୍ରୀଜିଉ ମାନଙ୍କ ମତ୍ସ୍ୟ କତ୍ସ୍ୟ ବେଶ
ବୌଦ୍ଧ,୧୪/୭ - କୋଭିଡ କଟକଣା ଯୋଗୁଁ ଜଗନ୍ନାଥ ମନ୍ଦିର ପରିସରରେ ଅସ୍ଥାୟୀ ମାଉସୀ ମା ମନ୍ଦିରରେ ଶ୍ରୀଜିଉମାନଙ୍କ ନୀତିକାନ୍ତି ପୂଜାବିଧି ପାଳନ କରାଯାଉଛି । ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ ମତ୍ସ୍ୟ ଓ ପ୍ରଭୁ ଶ୍ରୀ ବଳରାମ କତ୍ସ୍ୟ ବେଶରେ ଦର୍ଶନ ଦେଇଛନ୍ତି । ବେଶକାରୀ ଭାବେ ବାନାମ୍ବର!-->…
Read More...
Read More...
ଡବ୍ଲ୍ୟୁଟିସି-୨୩ ପାଇଁ କାର୍ଯ୍ୟସୂଚୀ ଓ ପଏଣ୍ଟ ବ୍ୟବସ୍ଥା ଘୋଷଣା କଲା ଆଇସିସି
ଦୁବାଇ : ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ୨୦୨୩ ପାଇଁ ନୂତନ ପଏଣ୍ଟ ଟେବୁଲର ନିୟମ ସହ ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି । ଏଥର ଟେଷ୍ଟ ଚାମ୍ପିଅନସିପ୍ ଅଧୀନରେ ଗୋଟିଏ ଟେଷ୍ଟ ମ୍ୟାଚ୍ ଜିତିଲେ ଦଳକୁ ୧୨ ପଏଣ୍ଟ ମିଳିବ । ଟେଷ୍ଟ ଟାଇ କ୍ଷେତ୍ରରେ ଉଭୟ ଦଳକୁ ୬ ପଏଣ୍ଟ ଦିଆଯିବ ।!-->…
Read More...
Read More...
ରାଜ୍ୟସଭାରେ ବିଜେପି ନେତା ହେଲେ ପୀୟୁଷ ଗୋୟଲ
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ଭାବେ ନୂତନ ନିଯୁକ୍ତି ପାଇଛନ୍ତି । ପୂର୍ବରୁ ଥାୱରଚନ୍ଦ ଗେହଲଟ ରାଜ୍ୟସଭାରେ ବିଜେପି ସଂସଦୀୟ ଦଳ ନେତା ଭାବେ କାମ କରୁଥିଲେ । କିନ୍ତୁ ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ତାଙ୍କୁ କର୍ଣ୍ଣାଟକର ରାଜ୍ୟପାଳ!-->…
Read More...
Read More...
ବାହାରିଲା ଆଡ଼ପ ଅଭଡ଼ା
ପୁରୀ : ମହାପ୍ରଭୁଙ୍କ ର ପ୍ରଥମ ଦିନର ଆଡପ ଅବଢ଼ା ବାହାରିଛି । କିଭଳି ଭକ୍ତ ମାନେ ଆନନ୍ଦ ଓ ସୁରୁଖୁରୁରେ ଆଡପ ଅବଢ଼ା ପାଇବେ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଗୁଣ୍ଡିଚା ମନ୍ଦିର ର ଉତ୍ତର ଦ୍ୱାର ଓ ପୁରୀ ବସ ଷ୍ଟାଣ୍ଡ ରେ ଦୁଇଟି!-->…
Read More...
Read More...
ବୌଦ୍ଧବ୍ଲକ ଶିକ୍ଷା ସମୀକ୍ଷା ବୈଠକ
ବୌଦ୍ଧ ,୧୪/୭:-ବୌଦ୍ଧ ବ୍ଲକ ଜୁଲାଇ ମାସର ପ୍ରଥମ ଶିକ୍ଷା ସମୀକ୍ଷା ବୈଠକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୌଦ୍ଧ ଠାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଶିକ୍ଷକ ପ୍ରଶିକ୍ଷକ ବାବୁରାମ ପାଣି ଓ ଶିକ୍ଷକ ପ୍ରଶିକ୍ଷିକା ନିହାରିକା!-->…
Read More...
Read More...
କେନ୍ଦ୍ର କର୍ମଚାରୀଙ୍କ ଡିଏ ବଢିଲା
ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଓ ଦରବୃଦ୍ଧି ମଧ୍ୟରେ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୧୭ରୁ ସିଧା ୨୮%କୁ ବୃଦ୍ଧି କରିଛନ୍ତି।!-->…
Read More...
Read More...
ବୋଲେରୋ ଧକ୍କାରେ ପୁତୁରା ମୃତ, କକା ଗୁରୁତର
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡ଼ା ମହିଳା ମହାବିଦ୍ୟାଳୟ ନିକଟରେ ଅଜଣା ବୋଲେରୋ ଧକ୍କାରେ ଜଣେ ମୃତ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି । ଉଭୟଙ୍କ ସଂପର୍କ କକା ପୁତୁରା ବୋଲି ଜଣାପଡିଛି । ମୃତ ପୁତୁରା ଯୋଡ଼ା, ବନେଇକଳା ଅଂଚଳର ୧୩ ବର୍ଷୀୟ କରନ ଦାସ ବୋଲି ଜଣାପଡିଛି । ଆଜି!-->…
Read More...
Read More...