କଂକ୍ରିଟ ରାସ୍ତା କାମ ନିମ୍ନମାନର ଅଭିଯୋଗ
ବୌଦ୍ଧ,୧୪/୭ : ବୌଦ୍ଧସହରର ବ୍ରିଜଛକ ଠାରେ ଥିବା ୱେରହାଉସ ଚାଉଳ ଗୋଦାମକୁ ଯାଇଥିବା କଂକ୍ରିଟ ରାସ୍ତା ନିର୍ମାଣ ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଯେ ଏହି ଚାଉଳ ଗୋଦାମକୁ ଯାଉଥିବା ରାସ୍ତାର ୫୫ ମିଟର ପାଇଁ ପ୍ରାୟ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । କିନ୍ତୁ!-->…
Read More...
Read More...