Sign in
Sign in
Recover your password.
A password will be e-mailed to you.
Yearly Archives
2021
ଆଉ ୬୫ ଜଣଙ୍କ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୨୦୭୪ ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୪ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ!-->…
Read More...
Read More...
ନଳ ଅଛି ହେଲେ ଜଳ ନାହିଁ ! ଚୂଆ ପାଣିରେ ବିତୁଛି ଜୀବନ
ଦାରିଙ୍ଗବାଡି :ନଳ ଅଛି ହେଲେ ଜଳ ନାହିଁ । ଜଙ୍ଗଲ ଭିତରେ ଥିବା ଚୂଆ ପାଣିରେ ବିତୁଛି ଜୀବନ । ଗ୍ରାମବାସୀ ଗ୍ରାମରୁ ଏକ କିଲୋମିଟର ଦୂରତାରେ ଥିବା ଚୂଆପାଣିକୁ ଆଣି ବ୍ୟବହାର କରିଥାନ୍ତି । ଯାହାକି ଖରା, ବର୍ଷା, ଶୀତ ସଦାବେଳେ ପାଇଁ ସାହା ଭରସା ଏହି ଚୁଆରୁ ବର୍ଷା ଦିନେ ଗୋଳିଆପାଣି ଓ!-->…
Read More...
Read More...
ମାଲ ବୋଝେଇ ଟ୍ରକ ମାଡ଼ି ଯିବାରୁ ଜଣେ ମୃତ, ୨ ଗୁରୁତର
ଧର୍ମଗଡ : ଧର୍ମଗଡ ଜାତୀୟ ରାଜପଥ ୨୬ କୋକସରା ପୋଲ ଉପରେ ମର୍ମନ୍ତୁଦ ଦୁର୍ଘଟଣା । ମାଲ ବୋଝେଇ ଟ୍ରକ ମାଡ଼ି ଯିବାରୁ ଜଣେ ମୃତ, ୨ ଗୁରୁତର ହୋଇଥିବା ଜଣାପଡିଛି । । ପ୍ରାତଃ ସମୟରେ ଶୌଚ ପାଇଁ ଯାଇଥିବା ଲୋକଙ୍କ ଉପରେ ଚଢିଗଲା ଟ୍ରକ । ଘଟଣାସ୍ଥଳରେ ଜଣେ ମୃତ, ମୃତକ ହେଉଛନ୍ତି କିଲି ଗାଁର!-->…
Read More...
Read More...
ଗାଁ ସାଥିଙ୍କୁ ବହିଷ୍କାର କରିବାକୁ ଖଲଖଲି ଗ୍ରାମବାସୀ ବିଡିଓଙ୍କୁ ଦେଲେ ଦାବିପତ୍ର
ପାଟଣାଗଡ଼,୧୩/୭ - ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରଣୀତ ଗରିବ ଶ୍ରମିକ ଶ୍ରେଣୀ ଲୋକଙ୍କ ପାଇଁ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାମ ଯୋଗାଇ ଦେଇଥାନ୍ତି । ଯାହାଫଳରେ ଶ୍ରମିକମାନେ ବାହାର ରାଜ୍ୟକୁ ନଯାଇ ନିଜ ଭିଟାମାଟିରେ ରହି ସରକାରଙ୍କ ମନରେଗା ଯୋଜନାରେ କାମ କରିବାସହ ନିଜ ପରିବାର!-->…
Read More...
Read More...
ଆସନ୍ତାକାଲି ପାଇଁ ବୌଦ୍ଧଜିଲ୍ଲାର ଏହିସବୁ ସ୍ଥାନମାନଙ୍କରେ କୋଭିଡ୍ ଟିକାକରଣ ହେବ
ବୌଦ୍ଧ,୧୩/୭ : - ବୌଦ୍ଧଜିଲ୍ଲାରେ ଟିକାକରଣ କିଛିଦିନ ଧରି ବନ୍ଦ ରହିଥିବାବେଳେ ଆସନ୍ତାକାଲି ୧୪ ତାରିଖ ଜିଲ୍ଲାର ବିଭିନ୍ନ କେନ୍ଦ୍ରରେ ପୁଣି ଟିକା ଦିଆଯିବ । ବୌଦ୍ଧଜିଲ୍ଲା ମନମୁଣ୍ଡା ଉଚ୍ଚ ବିଦ୍ୟାଳୟ ଓ କଣ୍ଟାମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୮ ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ସକାଳ ୮ ରୁ!-->…
Read More...
Read More...
କ୍ରସର ହଟାଅ, ଛତ୍ରଙ୍ଗ ବଂଚାଅ ନାରାଦେଇ ଅଣ୍ଟା ଭିଡିଲା ମହିଳା ସଂଘ, ଶତାଧିକ ମହିଳାଙ୍କ ବିକ୍ଷୋଭ ଶୋଭାଯାତ୍ରା…
ହରଭଙ୍ଗା,୧୩/୭ - ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଖରଭୁଇଁ ଠାରେ ପ୍ରଶାସନର ଅନୁମତି କ୍ରମେ ଛତୁଫୁଟିଲା ଭଳି କ୍ରସର ଗଢି ଉଠିଥିବାବେଳେ , ଅଂଚଳରେ ଦିନକୁ ଦିନ ପରିବେଶ ଖରାପ ହେବାସହ ଗୋଟିଏ ଗ୍ରାମରେ କିପରି ୪ ଟି ଲେଖାଏଁ ପଥର କ୍ୱାରିକୁ ଅନୁମତି ଦିଆଗଲା ଏବଂ ସମସ୍ତ କ୍ରସରକୁ!-->…
Read More...
Read More...
ସାଂସଦ ଅପରାଜିତାଙ୍କ ପ୍ରୟାସରେ ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ଛକଠାରେ ନିର୍ମାଣହେବ ଓଭରବ୍ରିଜ
ଭୁବନେଶ୍ୱର,୧୩/୭- ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟାଙ୍କ ପ୍ରୟାସକ୍ରମେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଭୂତଳ ରାସ୍ତା vechile under pass (VUP)ପରିବର୍ତ୍ତେ Fly over ନିର୍ମାଣ ହେବ । ଏହି କାର୍ଯ୍ୟ ପାଇଁ ଦଳମତ ନିର୍ବିଶେଷରେ ସମସ୍ତ ଦଳର!-->…
Read More...
Read More...
ଦଶପଲ୍ଲା: ରାସ୍ତା ଅବସ୍ଥା ସୁଧୁରିବ କେବେ ?
ଦଶପଲ୍ଲା,୧୩/୭ : - ରାସ୍ତା ପାଇଁ ହିନସ୍ତା ହେଉଛନ୍ତି ୫଼ ଗୋଟି ଗ୍ରାମର,୧୨୦୦ ଜନସାଧାରଣ । ଖାଲଖମାରେ ପରିପୂର୍ଣ୍ଣ ରାସ୍ତାଉପରେ ଟିକିଏ ବର୍ଷା ହେଲେ ଜମିରହୁଛି ଆଣ୍ଠୁଏ ପାଣି । ନା ଯାଇପାରୁଛି ୧୦୮ ଆମ୍ବୁଲାନ୍ସ , ନା ଯାଇପାରୁଛି ଅଟୋ । ସାଧାରଣ ଜୀବନଯାତ୍ରା ହେଉଛି ବ୍ୟାହାତ । ଏ!-->…
Read More...
Read More...