Yearly Archives

2021

ବିଧାନସଭାରେ ଜନସଂଖ୍ୟା ସମାଧାନ ଅଧିନିୟମ ପାରିତ କରିବା ପାଇଁ ଜ୍ଞାପନପତ୍ର

ସମ୍ବଲପୁର, ୧୩/୭- ଓଡ଼ିଶା ରାଜ୍ୟ ବିଧାନସଭାରେ ଜନସଂଖ୍ୟା ସମାଧାନ ଅଧିନିୟମ ପାରିତ କରିବା ପାଇଁ ଆଜି ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଏକ ଜ୍ଞାପନ ପତ୍ର ଦିଆଯାଇଛି । ଜାତୀୟ ସ୍ତରରେ ଗଠିତ ଜନସଂଖ୍ୟା ସମାଧାନ ଫାଉଣ୍‌ଡେସନର ସମ୍ବଲପୁର ଶାଖା ପକ୍ଷରୁ ଏହା
Read More...

କଟକ ଓ ଖୋର୍ଦ୍ଧାକୁ ସ୍ୱତନ୍ତ୍ର ଫୋକସ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି । ତେବେ କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାରେ ସଂକ୍ରମଣ ପୁରା କମିନାହିଁ । ଯେଉଁଥିପାଇଁ ସମ୍ପୃକ୍ତ ଜିଲ୍ଲାକୁ ସ୍ୱତନ୍ତ୍ର ଫୋକସ ଦିଆଯାଉଛି । ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ନିଜର ପ୍ରତିକ୍ରିୟା
Read More...

ଶିକ୍ଷକ ସ୍ୱାମୀଙ୍କ ନୃଶଂସ କାଣ୍ଡ, ଶିକ୍ଷୟିତ୍ରୀ ସ୍ତ୍ରୀକୁ ପିଟି ପିଟି ମାରିଦେଲା

ଯାଜପୁର:ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ହାତୁଡ଼ିରେ ପିଟି ପିଟି ସ୍ୱାମୀ ହତ୍ୟା ଭଳି ଏକ ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା କୋରାଇ ଥାନା ରଣପୁର ଗ୍ରାମରେ ଘଟିଛି ।ମୃତ ମହିଳା ହେଲେ ଦୀପ୍ତିମୟୀ ଜେନା। ଉଭୟ ସ୍ୱାମୀ ସ୍ତ୍ରୀ ସରକାରୀ ଶିକ୍ଷକଶିକ୍ଷୟିତ୍ରୀ ବୋଲି ଜଣାପଡ଼ିଛି। ମୃତଦେହ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ ଦୁଇ ଗୁରୁତର

ଦଶପଲ୍ଲା,୧୩/୭: - ଆଜି ସକାଳ ୯ଘଣ୍ଟା ସମୟରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଦଶପଲ୍ଲା ନିକଟସ୍ଥ ଭୋଗରା ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳ ୯ ଘଣ୍ଟା ସମୟରେ
Read More...

କୁର୍ମୀ ସମାଜ ଦ୍ୱାରା କରୋନା ଯୋଦ୍ଧା ଭାବେ ସମ୍ମାନିତ ହେଲେ ବିଧାୟକ ବିକ୍ରମ କୁମାର ପଣ୍ଡା

ବ୍ରହ୍ମପୁର : ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି । ଏନେଇ ସୋମବାର ଗଜପତିନଗର ନିବାସୀ ଗଞ୍ଜାମ ଜିଲ୍ଲା କୁର୍ମୀକ୍ଷତ୍ରିୟ ସମାଜ ପକ୍ଷରୁ ତାଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି
Read More...

ଅଜଣା ରୋଗରେ ଆକ୍ରାନ୍ତ ନିରୂପମା: ସରକାରୀ ସହାୟତା ପାଇଁ ଦାବି

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଟିକିରାପଡା ଗ୍ରାମର ମଙ୍ଗଲୁ ମେହେର (୩୨)ଙ୍କ ଝିଅ ନିରୂପମା ବୟସ(୧୨)ଆଜକୁ ପ୍ରାୟ ୨ ବର୍ଷ ହେବ ଅଜଣା ରୋଗରେ ପୀଡିତ ଅଛି । ନିରୂପମାର ବୟସକୁ ଦେଖିଲା ବେଳକୁ ତାର ଶାରୀରିକ ବିକାଶ ହୋଇନାହିଁ । ସେ ଠିକ ଭାବରେ କଥା
Read More...

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, ୫୦ ମୃତ

ବାଗଦାଦ : ଇରାକର ରାଜଧାନୀ ବାଗଦାଦର କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ । ତେବେ ଏଥିରେ ୫୦ ରୁ ଅଧିକ ରୋଗୀଙ୍କ ମୃତ୍ୟୁ ହୋଇଛି । କୁହାଯାଉଛି ଯେ ଡାକ୍ତରଖାନାର କରୋନା ୱାର୍ଡରେ ଏହି ଅଗ୍ନିକାଣ୍ଡ ଘଟିଛି ଯେଉଁଠାରେ କୋଭିଡ ରୋଗୀ ଚିକିତ୍ସିତ ହେଉଥିଲେ । ଏହି ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ
Read More...

ବୌଦ୍ଧର ଯୁବ ଶିକ୍ଷକଙ୍କ ଅକାଳ ବିୟୋଗ

ବୌଦ୍ଧ : ବୌଦ୍ଧ ଜିଲ୍ଲା ପଲଶାଗୋରା ଗ୍ରାମର ଯୁବ ଶିକ୍ଷକ ଅରୁଣ ଗିରି(୩୬)ଙ୍କ ଆଜି ଅକାଳ ବିୟୋଗ ଘଟିଛି । ସେ କୁମରକେଲି ସେବାଶ୍ରମରେ ଶିକ୍ଷକତା କରୁଥିଲେ । ମାସେ ତଳେ ସେ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ । କିନ୍ତୁ ଏହାପରେ ତାଙ୍କର ଅନ୍ୟାନ୍ୟ ଶାରୀରିକ ଅସୁସ୍ଥତା ଦେଖାଦେଇଥିଲା ।
Read More...

କୋଭିଡ କଟକଣା ଭିତରେ ଐତିହାସିକ ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ ସଂପନ୍ନ

ପୁରୀ,୧୨/୭- ମହାପ୍ରଭୁଙ୍କ ଅପାର କରୁଣାରୁ କୋଭିଡ କଟକଣା ଭିତରେ ଐତିହାସିକ ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ ସଂପନ୍ନ ହୋଇଛି । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ଦେଢ଼ ଘଣ୍ଟା ପୂର୍ବରୁ ପହଣ୍ଡି ଓ ତିନିଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଥିଲା । ତିନିରଥ ଗୁଣ୍ଡିଚା ମନ୍ଦିର ନିକଟରେ
Read More...

କରୋନା କଟକଣା ମଧ୍ୟରେ ଶେଷ ହେଲା ରାୟଗଡର ରଥଯାତ୍ରା: ଅସ୍ଥାୟୀ ମଣ୍ଡପରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି

ରାୟଗଡ/୧୨/୭- ଓଡିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ତଥା ଘୋଷଯାତ୍ରା କରୋନା କଟକଣା ମଧ୍ୟରେ ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ ଶ୍ରୀ ଜଗନ୍ନାଥ ମନ୍ଦିର ବେଢା ମଧ୍ୟରେ ଶାନ୍ତିଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଳାପାଳ ସରୋଜ କୁମାର
Read More...