Yearly Archives

2021

ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ଆସନ୍ତାକାଲି

ସମ୍ବଲପୁର, ୧୦/୭- ମହାନଦୀର ଉପରମୁଣ୍ଡରେ ବର୍ଷାର ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳର ପ୍ରବେଶ ମଧ୍ୟ ବଢ଼ିବାକୁ ଲାଗିଛି । ସେଠାକାର ଜଳସ୍ତର କୁ ନିୟନ୍ତ୍ରଣରେ ରଖିବା ପାଇଁ ଏବର୍ଷ ପ୍ରଥମ ଥରପାଇଁ ବନ୍ୟାଜଳ ନିଷ୍କାସନ ସକାଶେ ଆସନ୍ତା କାଲି ଜୁଲାଇ ୧୧ ତାରିଖ ରବିବାର
Read More...

ଜାତୀୟ ରାଜପଥରେ ବେଧଡକ ଚାଲିଛି ଗଞ୍ଜେଇ ଚୋରା ଚାଲଣ

ଖୋର୍ଦ୍ଧା : ଖୋର୍ଦ୍ଧା ପୁଲିସ ହାତରେ ଗୁରୁବାର ଦୁଇ ଜଣ ଗଞ୍ଜେଇ ବେପାରି ଗିରଫ ହୋଇଥିବା ଜଣାପଡ଼ିଛି । ଗିରଫ ବେପାରି ଦୁଇଜଣ କନ୍ଧମାଳ ଜଲ୍ଲାର ସଦର ଥାନା ଅନ୍ତର୍ଗତ ବୋଇଡ଼ା ଗ୍ରାମର ଦିଲ୍ଲୀପ କୁମାର ଦିଗଲ(୨୫)ପିତା ପିତାମ୍ବର ଦିଗଲ ଏବଂ ଅନ୍ୟ ଜଣେ ଟ୍ରାସେପଦର ଗ୍ରାମର ମିଥୁନ କୁମାର
Read More...

ରାୟଗଡ ଜିଲ୍ଳାରେ ୨,୪୯,୪୫୧ଜଣଙ୍କ ହୋଇଛି ଟିକାକରଣ

ରାୟଗଡ: ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ହେଲେ ଟିକାକରଣ ହିଁ ଏକମାତ୍ର ଅମୋଘ ଅସ୍ତ୍ର । ଯାହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟୀକାକରଣକୁ ଗୁରୁତ୍ୱ ଦେଇଛନ୍ତି । ରାୟଗଡ ଜିଲ୍ଳାରେ ଚଳିତ ମାସ ୮ତାରିଖ ସୁଦ୍ଧା ସମୁଦାୟ ୨ଲକ୍ଷ ୪୯ହଜାର ୪୫ଜଣଙ୍କୁ ଟିକାକରଣ କରାଯାଇଥିବା ନେଇ
Read More...

ଏବିଭିପିର ୭୩ତମ ପ୍ରତିଷ୍ଠା ଦିବସ

ରାୟଗଡ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ୭୩ତମ ପ୍ରତିଷ୍ଠା ଦିବସ ଅବସରରେ ରାୟଗଡ ଜିଲ୍ଳା ସଦର ମହକୁମା ଠାରେ ଥିବା ସଂସ୍କୃତି ଭବନରେ ବିଦ୍ୟାର୍ଥୀ ପରିଷଦର ପତାକା ଉତୋଳନ ସହ ପରିଷଦର ସଙ୍ଗୀତ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଏବିଭିପିର ନଗର ସଭାପତି
Read More...

ରାୟଗଡ ଜିଲ୍ଳା ଅତିରିକ୍ତ ଜିଲ୍ଳାପାଳ ଭାବେ ସୋମନାଥ ପ୍ରଧାନଙ୍କ ଦାୟିତ୍ୱ ଗ୍ରହଣ

ରାୟଗଡ: ରାୟଗଡ ଜିଲ୍ଳାର ନୂତନ ଅତିରିକ୍ତ ଜିଲ୍ଳାପାଳ ଭାବେ ସୋମନାଥ ପ୍ରଧାନ ଓ.ପ୍ରେ.ସେ(ଏସ) ଆଜି ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି । ତତ୍କାଳୀନ ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡାଙ୍କ ପଦୋନ୍ନତୀ ହୋଇଥିବାରୁ ସେ ରାଜସ୍ୱ ବିଭାଗକୁ ବଦଳି ହୋଇ ଗୁରୁବାର ରିଲିଭ୍‌ ହୋଇଥିବାରୁ ଗତ ଜୁନ୍‌
Read More...

ଆବାସ ଗୃହ ଦୁର୍ନୀତି ନେଇ ବ୍ଲକ କାର୍ଯ୍ୟାଳୟ ଘେରିଲା ଘୁ ଉଦୟଗିରି ବିଜେପି

ଘୁ ଉଦୟଗିରି : ପ୍ରଧାନମନ୍ତ୍ରୀ ଆବାସ ଗୃହ ବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ବିଜେପି ତରଫରୁ ଘୁ ଉଦୟଗିରି ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏହାସହ ଗରିବ ତଥା ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗାଇବା ପାଇଁ ବିଡିଓଙ୍କ ଜରିଆରେ
Read More...

ମନରେଗା ଶ୍ରମିକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସହାୟତା

ଭୁବନେଶ୍ବର,୯/୭- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଙ୍ଗ ଜରିଆରେ ରାଜ୍ୟର ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିୟୋଜିତ ଶ୍ରମିକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏଥିରେ ଏପ୍ରିଲରୁ ଜୁନ
Read More...

ପ୍ରଧାନମନ୍ତ୍ରୀ ଆବାସଗୃହ ଦୁର୍ନୀତି ନେଇ ବ୍ଲକ କାର୍ଯ୍ୟାଳୟ ଘେରିଲା ବିଜେପି

କେଉଁଝର,୯/୭- ବିଜେପି ବିଧାୟକ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ସଦର ବ୍ଳକ ସମ୍ମୁଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଲାଞ୍ଚକାରବାରର ଯାଞ୍ଚ ଏବଂ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ,ସଠିକ୍‌ ହିତାଧିକାରୀଙ୍କୁ ଆବାସ ପ୍ରଦାନ ତଥା ବ୍ଲକ ଅଫିସର ଅଭିଯୋଗ ବାକ୍ସରେ
Read More...

ଓଡିଶା ଟାୱାରରେ ପଡୋଶୀ ଆନ୍ଧ୍ର ମୋବାଇଲରେ ନେଟୱାର୍କ, ଏପଟେ ଅନଲାଇନ ଶିକ୍ଷା,ସ୍ୱାସ୍ଥ୍ୟ ଓ ୧୧୨ ସେବାରୁ ବଂଚିତ ରାୟଗଡ…

ରାୟଗଡ/୯/୭/୨୧: ଡିଜିଟାଲ ଆଧୁନିକ ଯୁଗରେ ମୋବାଇଲ ଫୋନ୍‌ ଦ୍ୱାରା ସବୁ ସମ୍ଭବ ହୋଇପାରୁଛି । ମୋବାଇଲ ବ୍ୟାଙ୍କିଙ୍ଗ୍‌ ଠାରୁ ଆରମ୍ଭ କରି ଅନଲାଇନ ଶିକ୍ଷାଦାନ ପ୍ରକ୍ରିୟା,ସରକାରଙ୍କ ବିଭିନ୍ନ ସଚେତନତା ମୂଳକ ପରାମର୍ଶ ଓ ଅନ୍ୟାନ୍ୟ କ୍ଷେତ୍ରରେ ମୋବାଇଲ ଫୋନର ଚାହିଦା ଏବେ ସର୍ବାଗ୍ରେ ରହିଛି ।
Read More...

ସମାକୂପା ବନ ସଂରକ୍ଷଣ ସମିତି ଦ୍ୱାରା ପରିବେଶ ସଚେତନତା କାର୍ଯ୍ୟକ୍ରମ

କଣ୍ଟାମାଳ,୯/୭- ବୌଦ୍ଧ ବନଖଣ୍ଡ ଅଧିନସ୍ଥ କଣ୍ଟାମାଳ ବନାଞ୍ଚଳ ଅନ୍ତର୍ଗତ ସମାକୂପା ବନ ସଂରକ୍ଷଣ ସମିତି ଦ୍ୱାରା ବାର୍ଷିକ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆଜି ବନ ସଂରକ୍ଷଣ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ବୌଦ୍ଧ ବନଖଣ୍ଡୀୟ ଅଧିକାରୀ
Read More...