ଟିମ୍ ହେଲ୍ପ ଗ୍ରୁପର ମହାନତା, ଦୁର୍ଘଟଣାରେ ଆହତ ମଇଁଷିର ଚିକିତ୍ସା କରାଇଲା ଟିମ୍
ବାଲିଗୁଡ଼ା,୮/୭: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଦଣ୍ଡପଦର ନିକଟସ୍ଥ ଇଣ୍ଡିଆନ୍ ଅଏଲ ତେଲଟାଙ୍କି ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ମଇଁଷିଟିଏ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ି ଛଟପଟ ହେଉଥିଲା । ବାଲିଗୁଡ଼ାର ଟିମ୍ ହେଲ୍ପ ଗ୍ରୁପର ରାମାନନ୍ଦ ଘଡେଇ ସେହି ବାଟଦେଇ କୌଣସି କାମରେ ଯାଉଥିବା!-->…
Read More...
Read More...