Yearly Archives

2021

ରାୟଗଡ ଜିଲ୍ଳା ମନରେଗା ଲୋକପାଳ ଭାବେ ନିଯୁକ୍ତ ହେଲେ ଆଇନଜୀବୀ ଲକ୍ଷ୍ମୀ ନାରାୟଣ ପାଢୀ

ରାୟଗଡ: ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାର ହୋଇଥିବା ଦୁର୍ନୀତି ସମ୍ବନ୍ଧରେ ଅଭିଯୋଗ ଶୁଣାଣୀ ଓ ତାର ସମାଧାନ ନିମନ୍ତେ ଲୋକପାଳ ଭାବେ ରାୟଗଡର ଆଇନଜୀବୀ ଲକ୍ଷ୍ମୀ ନାରାୟଣ ପାଢୀ ଆଜି ବୁଧବାର ଠାରୁ ପଞ୍ଚ଼ାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡିଶା ସରକାରଙ୍କ
Read More...

ବଲାଙ୍ଗୀରରେ ଭିଜିଲାନ୍ସ ରେଡ୍

ବଲାଙ୍ଗୀର : କିଛି ମାସର ନିରବତା ପରେ ଆଜି ପୁଣି ବଲାଙ୍ଗୀର ସହରରେ ଭିଜିଲାନ୍ସ ରେଡ୍ କରିଛି । ଖବର ଅନୁସାରେ ଓଡିଶା ଷ୍ଟେଟ୍ ଓରହାଉସ୍ କର୍ପୋରେସନ୍ ଅବସର ପ୍ରାପ୍ତ ପୂର୍ବତନ ଭାରାପ୍ରାପ୍ତ ଅଧିକ୍ଷକ ଗଣପତି ପୁରୋହିତଙ୍କ ପେଲେସଲାଇନ୍ ସ୍ଥିତ ବାସଭବନ ସହ ଘଣ୍ଟବାହାଲି,ସୋନପୁର ଆଦି 4ଟି
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି :ବିଜେପି ପକ୍ଷରୁ ବ୍ଲକ ଘେରାଉ

ପାରଳାଖେମୁଣ୍ଡି : ରାଜ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ୱ ଘର ଆବଣ୍ଟନରେ ଅନିୟମିତତା ହୋଇଛି । ଏଥିରେ ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଛି । ତାହାର ପ୍ରତିବାଦରେ ଆଜି ଭାଜପା ପକ୍ଷରୁ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଘେରାଉ କରାଯାଇଛି ।ଗୁମା
Read More...

ରାଇକିଆ ବ୍ଲକ କଂଗ୍ରେସ ପକ୍ଷରୁ ଦର ବୃଦ୍ଧି ପ୍ରତିବାଦରେ ଧାରଣା

ରାଇକିଆ : ସାରା ରାଜ୍ୟ କରୋନା ମହାମାରୀ ସହିତ ଲଢ଼ୁଛି । ଲକ୍ଷ ଲକ୍ଷ ଲୋକ ନିଜ ଜୀବନ ପାଇଁ ଲଢେଇ କରୁଥିବା ବେଳେ ବହୁ ଲୋକ ଜୀବିକା ହରାଇ ସାରିଛନ୍ତି । ଲୋକଙ୍କର ରୋଜଗାର ପନ୍ଥା କିଛି ନାହିଁ । ଏହିଭଳି ପରିସ୍ଥିତିରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଅତି ନିର୍ଦ୍ଦୟ ଭାବରେ ଲୋକଙ୍କ ଉପରେ
Read More...

ଚାରା ବଣ୍ଟନ କେନ୍ଦ୍ର ଉଦଘାଟିତ

ବଡ଼ଗଡ଼ :ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଗ୍ରାମରେ ବଡ଼ଗଡ଼ ଆଞ୍ଚଳିକ ବନାଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ଏକ ଚାରା ବଣ୍ଟନ କେନ୍ଦ୍ର ଉଘାଟିତ ହୋଇଯାଇଛି । ଆଞ୍ଚଳିକ ବନ ଅଧିକାରୀ ନରସିଂହ ବେହେରା ଓ ଅନ୍ୟାନ୍ୟ ବନ ବିଭାଗ କର୍ମଚାରୀଙ୍କ ସହଯୋଗରେ ଏହି ଚାରା ବଣ୍ଟନ କେନ୍ଦ୍ର ସ୍ଥାନୀୟ ବଡ଼ଗଡ଼ ଥାନା
Read More...

ଆଉ ନାହାନ୍ତି ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂ

ସିମଲା : ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ବୀରଭଦ୍ର ସିଂଙ୍କ ପରଲୋକ । ବୀରଭଦ୍ର ୮୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘଦିନ ଧରି ସେ ରୋଗାଗ୍ରସ୍ତ ଥିବା ବେଳେ ଗୁରୁବାର ଭୋର ୩ଟା ୪୦ ମିନିଟରେ ସିମଲା ସ୍ଥିତ ଇନ୍ଦିରା ଗାନ୍ଧୀ
Read More...

ଆଉ ୫୯ ଜୀବନ ନେଲା କରୋନା, ଚିହ୍ନଟ ହେଲେ ୨୫୪୨

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୫୪୨ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୯ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ
Read More...

ଫୁଲଝରି ପ୍ରାଥମିକ ବିଦ୍ୟାଳୟରେ ବନମହୋତ୍ସବ

ହରଭଙ୍ଗା,୮/୭- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ପୁରୁଣାକଟକ କ୍ଲଷ୍ଟର ଫୁଲଝରି ପ୍ରାଥମିକ ବିଦ୍ୟାଳୟରେ ୭୨ତମ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୁରୁଣାକଟକ ବନାଞ୍ଚଳର କର୍ମଚାରୀଙ୍କ ସମେତ ବୀରକିଶୋର ଚାନ୍ଦ, ପଦ୍ମନାଭ ଦେହୁରୀ, ହରିପ୍ରିୟା ଦେହୁରୀ, ସତ୍ୟ ସାହୁ, ନମିତା
Read More...

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୪ ଜଣ ସେବାୟତ ପରିବାରର ଛାତ୍ରଛାତ୍ରୀ ପୁରସ୍କୃତ

ପୁରୀ,୭/୭- ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଥମ ବର୍ଷରେ ସମୁଦାୟ ୧୪ ଜଣ ସେବାୟତ ପରିବାରର ଛାତ୍ରଛାତ୍ରୀଙ୍କୁ ଆଜି ନୀଳାଦ୍ରି ଭକ୍ତ ନିବାସ ଠାରେ ପୁରସ୍କୃତ କରାଯାଇଛି । ସେଥିମଧ୍ୟରୁ ଗତବର୍ଷ ମାଟ୍ରିକ ପରୀକ୍ଷାରେ ଅଧିକ ନମ୍ବର ରଖିଥିବା ୫ ଜଣ ଛାତ୍ରଛାତ୍ରୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ
Read More...