Yearly Archives

2021

ଆଜିଠାରୁ ବୌଦ୍ଧ ଟାଉନହଲ୍‌ ଠାରେ ଉଭୟ ବର୍ଗଙ୍କ ପାଇଁ କୋଭିଡ ଟୀକାକରଣ

ବୌଦ୍ଧ,୬/୭- ପୂର୍ବରୁ ବୌଦ୍ଧ ଟାଉନହଲଠାରେ କେବଳ ୧୮ ରୁ ୪୪ବର୍ଷ ବୟସ୍କ ହିତାଧିକାରୀଙ୍କୁ ଟୀକା ଦିଆଯାଉଥିଲା ଓ ୪୫ରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ପୁରୁଣା ବ୍ଲକ କାର୍ଯ୍ୟାଳୟରେ ଟୀକା ଦିଆଯାଉଥିଲା । କିନ୍ତୁ ଆଜିଠାରୁ ଉଭୟ ବର୍ଗଙ୍କ ପାଇଁ ଟାଉନହଲଠାରେ ଟୀକା ଦେବାର ବ୍ୟବସ୍ଥା କରାଯାଇଛି । ୧୮ରୁ
Read More...

ଟାଟା ପାୱର ପକ୍ଷରୁ ପଶ୍ଚିମାଞ୍ଚଳର ସବୁ ଜିଲ୍ଲା ହସପିଟାଲ ପାଇଁ ଅମ୍ଳଜାନ ସାନ୍ଦ୍ରିକରଣ ଯନ୍ତ୍ର

ସମ୍ବଲପୁର : ସମଗ୍ର ପଶ୍ଚିମଓଡିଶାର ଦଶଟି ଯାକ ସବୁ ଜିଲ୍ଲାର ମୁଖ୍ୟ ହସ୍ପିଟାଲ ପାଇଁ ଟିପିଡବ୍ଲୁଡିଏଲ (ଟାଟାପାୱର) ପକ୍ଷରୁ ଆଜି ଅମ୍ଳଜାନ ସାନ୍ଦ୍ରିକରଣ ଯନ୍ତ୍ର ପ୍ରଦାନ କରା ଯାଇଛି । ଏଠାକାର ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସମ୍ମିଳନୀ ହଲରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆୟୁକ୍ତଙ୍କ
Read More...

ନଗର ନିଗମ ପକ୍ଷରୁ ସରକାରୀ କଲୋନୀ ସଫେଇ ଅଭିଯାନ

ସମ୍ବଲପୁର,୬/୭- ଗାଁ ପରିମଳ ବନ୍ଧ ତୋଠରୁ ଜଣାପଡ଼ିଥାଏ ଉକ୍ତିକୁ ଚରିତାର୍ଥ କଲାପରି ସମ୍ବଲପୁର ନଗର ନିଗମର ପରିମଳ ବ୍ୟବସ୍ଥା ଏଠାକାର ସରକାରୀ କଲୋନୀର ଅପରିଷ୍କାର ସ୍ଥିତିରୁ ଜଣାପଡିଛି । ସେ ଯାହାହେଉ ବିଳମ୍ବରେ ହେଲେ ମଧ୍ୟ ସେ ଦିଗରେ ବର୍ତ୍ତମାନ ନଗର ନିଗମ ଯତ୍ନବାନ ହୋଇଛି ଓ ସେଠାକାର
Read More...

ବାଲିକୁଦା ବ୍ଲକ ପୂର୍ବତନ କ୍ୟାସିୟର, ବ୍ୟାଙ୍କ ପିଅନଙ୍କୁ ମଧ୍ୟ ଇଓଡ଼ବ୍ଲ୍ୟ ଦ୍ୱାରା ଗିରଫ

ଜଗତସିଂହପୁର, ୬/୭- ଜଗତସିଂହପୁର ଜ଼ିଲ୍ଲା ବାଲିକୁଦା ବ୍ଲକର ଆମ ଗାଁ ଆମ ବିକାଶ ଅର୍ଥ ରାଶି ହଡ଼ପ ଉପରେ ଅଭିଯୋଗ ଥିବା ସମୟରେ ଛାନିଭିନ୍ନ ଚଳାଇଥିଲେ ଇଓଡ଼ବ୍ଲୁ । ସୋମବାର ଦିନ ଅର୍ଥନୈତିକ ଅପରାଧ ଶାଖା ଇଓଡ଼ବ୍ଲ୍ୟ ୨ ଜଣ କର୍ମଚାରୀଙ୍କୁ ବାଲିକୁଦା ବ୍ଲକର ପୂର୍ବତନ କ୍ୟାସିୟର ତଥା ବାଲିକୁଦା
Read More...

ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତି ବୈଠକ

ଜଗତସିଂହପୁର ,୬/୭ - ଜଗତସିଂହପୁର ଜ଼ିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତି ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜଗତସିଂହପୁର ଜ଼ିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଜ଼ିଲ୍ଲା
Read More...

୮ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ

ଭୁବନେଶ୍ୱର : ଦେଶର ୮ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟାଳୟରୁ ଏସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ମିଜେରାମ ରାଜ୍ୟପାଳ
Read More...

ଅସହାୟ କଳାକାରଙ୍କୁ ସହାୟତା ପ୍ରଦାନ

ସୁବର୍ଣ୍ଣପୁର : କଳା, ସଂସ୍କୃତିର ଗୁରୁ ଡ. ଅଟଳ ବିହାରୀ ପଣ୍ଡାଙ୍କ ସ୍ମୃତିରେ ଅଟଳ ସହାୟତା ଯୋଜନା ଆରମ୍ଭ କରିଛି ବାଙ୍ଗାଲୋରର ଜୁହାର ପରିବାର । ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସାହାରା ଟ୍ରଷ୍ଟ ହାଇସ୍କୁଲ ପରିସରରେ ଅଟଳ ସହାୟତା ଯୋଜନାରେ ଅସହାୟ କଳାକାରମାନଙ୍କୁ ସହାୟତା ପ୍ରଦାନ
Read More...