Yearly Archives

2021

କ୍ଷମା ମାଗିଲେ ଦିନେଶ କାର୍ତ୍ତିକ, କହିଥିଲେ ବ୍ୟାଟଗୁଡ଼ିକ ପଡେ଼ାଶୀଙ୍କ ପତ୍ନୀ ଭଳି

ମୁମ୍ବାଇ : ଅରୁଚିକର ମନ୍ତବ୍ୟ ଦେଇ କଡା ସମାଲୋଚନାର ଶିକାର ହେବା ପରେ ଭାରତୀୟ ୱିକେଟକିପର-ବ୍ୟାଟସମ୍ୟାନ ଦିନେଶ କାର୍ତ୍ତିକ ଆଜି କ୍ଷମା ମାଗିଛନ୍ତି । ଇଂଳଣ୍ଡ-ଶ୍ରୀଲଙ୍କା ଦିନିକିଆ ମ୍ୟାଚ ବେଳେ ଦିନେଶ ବ୍ୟାଟକୁ ନାରୀ ସହ ତୁଳନା କରିଥିଲେ । ସେ କହିଥିଲେ, “ବ୍ୟାଟଗୁଡ଼ିକ ପଡେ଼ାଶୀଙ୍କ
Read More...

ରୋଗୀଙ୍କ ପରିଜନଙ୍କଠାରୁ ଭିମସାରରେ ଅଭିନବ ଉପାୟରେ ଠକେଇ

ସମ୍ବଲପୁର : ସ୍ଥାନୀୟ ବୁର୍ଲା ସ୍ଥିତ ବଡ଼ ମେଡିକାଲ ଭିମସାରକୁ ଚିକିତ୍ସା ପାଇଁ ଆସୁଥିବା ଲୋକମାନେ ବାରମ୍ବାର ଠକେଇର ଶିକାର ହେଉଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କ ଚିକିତ୍ସା ପାଇଁ ସବୁପ୍ରକାର ସୁବିଧା ଯୋଗାଇ ଦିଆଯାଉଥିବା ସ୍ଥଳେ ସେଠାରେ ସକ୍ରିୟ କିଛି ଖଳପ୍ରବୃତ୍ତିର ଲୋକେ
Read More...

ବୌଦ୍ଧ: ପୁଣି ବଢିଲା ସଂକ୍ରମଣ, ଆଜି ୨୧ ପଜିଟିଭ ଚିହ୍ନଟ ସମସ୍ତ ଆକ୍ରାନ୍ତ ଗ୍ରାମାଞ୍ଚଳରୁ

ବୌଦ୍ଧ,୫/୭ - ଆଜି ଜିଲ୍ଲାରୁ ୨୧ଜଣ ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ପଞ୍ଚାୟତ ଗୋବିନ୍ଦପୁର ଗ୍ରାମରୁ ଜଣେ,
Read More...

ଟୋକିଓ ଅଲିମ୍ପିକ୍‌ରେ କିଟ୍‌ରୁ ୩ ଖେଳାଳି

ଭୁବନେଶ୍ୱର,: ଚଳିତବର୍ଷ ଟୋକିଓ ଅଲିମ୍ପିକ୍‌ସରେ କିଟ୍‌ ବିଶ୍ୱବିଦ୍ୟାଳୟର ୩ ଜଣ ଛାତ୍ରଛାତ୍ରୀ ଓ ଜଣେ ଡାକ୍ତରଙ୍କୁ ମିଶାଇ ମୋଟ ୪ଜଣ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି । ସମଗ୍ର ଭାରତରେ କିଟ୍‌ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ଏହି ସୌଭାଗ୍ୟର ଅଧିକାରୀ ହୋଇପାରିଛି । ଗୋଟିଏ
Read More...

ଦେଶରେ ଖସୁଛି ଆକ୍ରାନ୍ତଙ୍କ ସଂଖ୍ୟା

ଭାରତରେ କରୋନାର ଦ୍ୱିତୀୟ ତରଙ୍ଗର ପ୍ରଭାବ କ୍ରମାଗତ ଭାବେ ହ୍ରାସ ପାଉଛି । ଗତ ୨୪ଘଣ୍ଟା ମଧ୍ୟରେ ୩୯ହଜାର ନୂତନ ସଂକ୍ରମଣ ଚିହ୍ନଟ ହୋଇଛନ୍ତି ଏବଂ ୭୨୩ ଜଣଙ୍କ ମୃତ୍ୟୁ । ଭାରତରେ ଗତ ୨୪ଘଣ୍ଟା ମଧ୍ୟରେ ୩୯,୭୯୬ ନୂତନ କରୋନା ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୫ଲକ୍ଷ ୮୫ ହଜାର
Read More...

ଖଜୁରୀପଡା ସେକ୍ସନରେ ୭୨ ତମ ବନମହୋତ୍ସବ ପାଳିତ

ବୌଦ୍ଧ/ଜହ୍ନାପଙ୍କ,୪/୭- ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ଖଜୁରୀପଡ଼ା ସେକ୍ସସନ ନାଗାର୍ଜୁନ ସଂରକ୍ଷିତ ଜଙ୍ଗଲରେ ୭୨ ତମ ବନମହୋତ୍ସବ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରେଞ୍ଜର ପ୍ରଦୀପ ବେହେରା ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଉଦଘାଟନ କରି ପ୍ରଥମେ ବୃକ୍ଷ ରୋପଣ କରିଥିଲେ ।
Read More...

ରେକର୍ଡ : ଦିନକରେ ୫୨ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୮୭୦ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ
Read More...

ଟ୍ରକ୍‌କୁ ଧକ୍କା ଦେଲା ବାଇକ୍, ଚାଳକଙ୍କ ମୃତ୍ୟୁ

ଚାନ୍ଦବାଲି : ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ଧକ୍କା ଦେଲା ବାଇକ୍ । ଘଟଣାସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସୂଚନାଯୋଗ୍ୟ ଯେ, ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ଖେରଙ୍ଗ ବାହାରପାଳ ଛକ ନିକଟରେ
Read More...