ସରୁନି ଦାଦନ ଦୁଃଖ
ବାଲିଗୁଡା,୨/୭- କେରଳରେ ପୁଣି ଜଣେ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ମାଣିକେଶ୍ୱରୀ ପଞ୍ଚାୟତ ଶିଶପାଙ୍ଗା ଗ୍ରାମର ମହେନ୍ଦ୍ର ପ୍ରଧାନ (୨୩) । ଗତ ଶନିବାର ଦିନ କେରଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ବର୍ତ୍ତମାନସୁଦ୍ଧା ମୃତ୍ୟୁର!-->…
Read More...
Read More...