Yearly Archives

2021

ଅବକାରୀ ବିଭାଗର ମିଳିତ ଚଢାଉରେ ମହୁଲି ମଦ ଜବତ

କେନ୍ଦୁଝର,୨/୭- ପାଟଣା ତହସିଲଦାରଙ୍କ. ନେତୃତ୍ୱରେ କେନ୍ଦୁଝର ଅବକାରୀ ବିଭାଗର ମୋବାଇଲ ସ୍କ୍ୱାଡ଼, ପାଟଣା ବ୍ଲକ ଅବକାରୀ କର୍ମଚାରୀ ତଥା ଘଟଗାଁ ବ୍ଲକ ଅବକାରୀ କର୍ମଚାରୀ ମିଳିତଭାବେ ଚଢାଉକରି ମହୁଲିମନଦ ଓ ପୋଚ ନଷ୍ଟ କରିଥିବା ଦେଖିବାକୁ ମିଳିଛି । କୌଣସି ସୁତ୍ରରୁ ଖବରପାଇ ତୁରମୁଙ୍ଗା
Read More...

କମେଡି କିଙ୍ଗ କପିଳଙ୍କ କମବ୍ୟାକ

କରୋନା ମହାମାରୀ ସମୟରେ ହସ ଭୁଲି ଯାଇଥିବା ଲୋକଙ୍କୁ ହସାଇବାକୁ ଖୁବ୍‌ ଶୀଘ୍ର ନିଜ ଗ୍ୟାଙ୍ଗ ସହ ଟିଭି ପରଦାକୁ ଫେରୁଛନ୍ତି କମେଡି କିଙ୍ଗ୍ କପିଲ ଶର୍ମା। ଏଥିପାଇଁ ନିର୍ମାତା ଫୁଲ୍‌ ଦମ୍‌ରେ ଲାଗିଥିବା ବେଳେ ନୂଆ ସିଜିନ ସହ ରିଟର୍ଣ୍ଣ କରିବ କପିଲ ଶର୍ମା ଶୋ’ । ପୂର୍ବଥର
Read More...

ବ୍ରହ୍ମପୁର ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳିତ

ବ୍ରହ୍ମପୁର: ବ୍ରହ୍ମପୁର ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ୭୨ତମ ବନମେହାତ୍ସବ ସପ୍ତାହ ପାଳିତ ହୋଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଅମ୍ଳଜାନର ଉପାଦେୟତା ଉପରେ ନିଜ ବକ୍ତବ୍ୟରେ କହିଥିଲେ । କରୋନା
Read More...

ଚାଲାଣ ପାଇଁ ମହଜୁଦ୍‌ ବିପୁଳ ଗଞ୍ଜେଇକୁ ଜବତ କଲା ପୋଲିସ୍‌, ଜଣେ ଗିରଫ

ବ୍ରହ୍ମପୁର: ଦକ୍ଷିଣ ଓଡିଶାର ଫୁଲବାଣୀ, ରାୟଗଡା, ଗଜପତି, କୋରାପୁଟ ଅଂଚଳ ବର୍ତ୍ତମାନ ଗଂଜେଇ ଚାଷର ମୂଖ୍ୟ ଭୂମି ପାଲଟିଛି । ଏଠାରୁ ଦିନକୁ ଲକ୍ଷ ଲକ୍ଷ ଟଙ୍କାର ଗଞ୍ଜେଇ ବିଭିନ୍ନ ରାସ୍ତାରେ ବ୍ରହ୍ମପୁରକୁ ଆସି ଏଠାରୁ ଅନ୍ୟ ରାଜ୍ୟକୁ ଚାଲାଣ ହେଉଛି । ତେବେ ଏଭଳି କିଛି ସ୍ଥାନ ଅଛି ଯେଉଁଠାରେ
Read More...

ବୌଦ୍ଧ: ଜିଲ୍ଲାରୁ ୧୬ ସଂକ୍ରମିତ ଚିହ୍ନଟ, ସଂଖ୍ୟାହେଲା ୧୨୨୪୭, ସମସ୍ତ ଆକ୍ରାନ୍ତ ଗ୍ରାମାଞ୍ଚଳରୁ

ବୌଦ୍ଧ,୨/୭- ଆଜି ଜିଲ୍ଲାରୁ ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧବ୍ଲକ ଟିକରପଡା ପଞ୍ଚାୟତ ବାହାଲପଡା ଗ୍ରାମରୁ ଜଣେ,
Read More...

ଭୁବନେଶ୍ୱରରେ ୧୦୦ ଟପିଲା ପେଟ୍ରୋଲ ଦର

ଭୁବନେଶ୍ୱର: ଦେଶରେ ପେଟ୍ରୋଲ ଦର ଗତ କିଛି ଦିନ ହେବ ଲଗାତାର ଭାବେ ବଢିଚାଲିଛି । ଦେଶର କେତେକ ସ୍ଥାନରେ ଲିଟର ପିଛା ୧୧୦ରୁ ୧୧୨ ଟଙ୍କାରେ ବିକ୍ରି ହେଉଛି । ଆଜି ଓଡିଶାର ରାଜଧାନୀ ଭୁବନେଶ୍ୱର ପେଟ୍ରୋଲ ଲିଟର ପିଛା ଦର ୧୦୦ ଟଙ୍କାରେ ପହଞ୍ଚିଛି । ଏହା ପୂର୍ବରୁ ରାଜ୍ୟର ମାଲକାନଗିରି
Read More...

୭୦ ପ୍ରତିଶତ ସିଲାବସରୁ ମାଟ୍ରିକ ପରୀକ୍ଷା: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ନେଇ ପୁଣି ଏକ ବଡ଼ ଖବର ସାମନାକୁ ଆସିଛି । ମାଟ୍ରିକ ଅଫଲାଇନ ପରୀକ୍ଷା ସମ୍ପର୍କରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏକ ବଡ଼ ସୂଚନା ଦେଇଛନ୍ତି । ଯେଉଁମାନେ ମାର୍କିଂରେ ଅସନ୍ତୁଷ୍ଟ ସେମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ । ଅଫଲାଇନ ପରୀକ୍ଷା
Read More...