ବୌଦ୍ଧ ଷ୍ଟେଟବ୍ୟାଙ୍କ ତରଫରୁ ଡାକ୍ତରଙ୍କୁ ଦିଆଗଲା ସମ୍ବର୍ଦ୍ଧନା
ବୌଦ୍ଧ,୧/୭- ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ବୌଦ୍ଧ ମୁଖ୍ୟ ଶାଖା ତରଫରୁ ୬୬ ତମ ବ୍ୟାଙ୍କ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଆଜି ଡକ୍ଟର ଦିବସ ଅବସରରେ ବ୍ୟାଙ୍କ ତରଫରୁ ମୁଖ୍ୟଶାଖା ଠାରେ କରୋନା ଯୋଦ୍ଧା ସମ୍ମାନରେ ବୌଦ୍ଧର ୨ଜଣ ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଷ୍ଟେଟ ବ୍ୟାଙ୍କ!-->…
Read More...
Read More...