Yearly Archives

2021

ୟୁଟ୍ୟୁବରେ ପାଠ ପଢିବେ ଯୁକ୍ତଦୁଇ ଛାତ୍ରଛାତ୍ରୀ, ପ୍ରଥମ ପର୍ଯ୍ୟାୟରେ ଏହି ସବୁ କଲେଜରେ ଆରମ୍ଭ ହେବ

ଭୁବନେଶ୍ୱର: ପ୍ରାଥମିକ, ମାଧ୍ୟମିକ ପରେ ଏବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବରେ ପଢ଼ାଇବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି । ପ୍ରାଥମିକ ପର୍ଯ୍ୟାୟରେ ଯୁକ୍ତ ୨ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ଖୁବ ଶୀଘ୍ର ୟୁଟ୍ୟୁବରେ
Read More...

ଆଜି ‘କାଳିଆ’ ହିତାଧିକାରୀଙ୍କୁ କୋଭିଡ୍‌ ସହାୟତା ଦେବେ ସରକାର

ଭୁବନେଶ୍ୱର: ରାଜ୍ୟର ୧୮ ଲକ୍ଷ ‘କାଳିଆ’ ହିତାଧିକାରୀଙ୍କୁ ସରକାର ଦେବେ କୋଭିଡ୍‌ ସହାୟତା । ଭୂମିହୀନ ଚାଷୀଙ୍କୁ ସରକାର ଅତିରିକ୍ତ ହଜାରେ ଟଙ୍କା ଲେଖାଏଁ କୋଭିଡ୍‌ ସହାୟତା ଯୋଗାଇବାକୁ ଘୋଷଣା କରିଥିଲେ । ଆଜି ମୁଖ୍ୟମନ୍ତ୍ରୀ ଏ ସହାୟତା ବଣ୍ଟନର ଶୁଭାରମ୍ଭ କରିବେ । କାଳିଆ ଯୋଜନାରେ ସବୁ
Read More...

ଦାରିଙ୍ଗବାଡି ଅଂଚଳରେ ସରକାରୀ ଜମି ମାଫିଆଙ୍କ ରାଜ,୨ଜଣଙ୍କୁ ଗିରଫ କଲା ପୋଲିସ

ଦାରିଙ୍ଗବାଡି :ଦାରିଙ୍ଗବାଡ଼ି ଅଞ୍ଚଳରେ ସରକାରୀ ଜମିକୁ ଜବରଦଖଲ କରାଯାଇ ବିକ୍ରିବଟା କରାଯାଉଥିବା ଅଭିଯୋଗ ହୋଇଆସୁଛି । ଏକ ସରକାରୀ ଜମିକୁ ନିଜର ଦର୍ଶାଇ ସେଠାରେ ଜଣେ ବ୍ୟକ୍ତି କରିଥିବା ଘର ଭଙ୍ଗାରୁଜା ସହ ଗଣ୍ଡଗୋଳ କରି ଫେରାର୍‌ ଥିବା ବାପପୁଅଙ୍କୁ ଦାରିଙ୍ଗବାଡ଼ି ପୋଲିସ ଗିରଫ କରିଛି ।
Read More...

ଜନବିରୋଧ ସତ୍ତ୍ବେ ଗହଳି ଅଞ୍ଚଳରେ କୋଭିଡ ହସ୍ପିଟାଲ

ସମ୍ବଲପୁର : ବର୍ତ୍ତମାନ ସମ୍ବଲପୁରରେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ରହିଛି, ତଥାପି ତୃତୀୟ ଲହରୀର ସହିତ ଆଗାମୀ ଦିନର ଆବଶ୍ୟକତାକୁ ଆଖି ଆଗରେ ରଖି ଏଠାରେ ତୃତୀୟ କୋଭିଡ ହସ୍ପିଟାଲ ରୂପେ ବିକାଶ ସିଟି ହସ୍ପିଟାଲର ଘୋଷଣାକୁ ସ୍ୱାଗତ କରାଗଲା । କିନ୍ତୁ ଏଥିପାଇଁ ନଗର ମଝିରେ ଜନଗହଳି ପୂର୍ଣ୍ଣ
Read More...

ଅପରାହ୍ନରେ ବଡ଼ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର : ଆଜି ବଡ଼ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ବୁଧବାର ଦିନ ଅପରାହ୍ନ ୨.୩୦ରେ କରୋନା ସ୍ଥିତି ନେଇ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ଲାଗୁ ହୋଇଥିବା ଲକଡାଉନ୍‌ ଗୁରୁବାର ଶେଷ ହେଉଛି । ତେଣୁ ଆଗକୁ ଲକ୍‌ଡାଉନ୍‌ ରହିବ କି ଅନ୍‌ଲକ୍‌
Read More...

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ମହାରଥୀ ଡାକ୍ତର ସ୍ନେହାଶିଷ ଗିରି

ଫୁଲବାଣୀ : କରୋନା ଯୁଦ୍ଧରେ ହାରିଗଲେ ଆଉଜଣେ ମହାରଥୀ ।କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାର ଆଯୁଷ ଡାକ୍ତର ସ୍ନେହାଶିଷ ଗିରି । କରୋନା ଯୋଦ୍ଧା ସ୍ନେହା ଶିଷଙ୍କ ଆଜି କଟକ ଏସସିବି ମେଡିକାଲରେ ପରଲୋକ ହୋଇଯାଇଛି । ଗତ କିଛିଦିନ ତଳେ ସେ କରେନାରେ ଆକ୍ରାନ୍ତ ହେବା ପରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ
Read More...

ଦେଶରେ କରୋନାର ଦ୍ୱିତୀୟ ଲହର ନେଇଛି ୭୯୮ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ (ଆଇଏମଏ) ପକ୍ଷରୁ କୁହାଯାଇଛି ସାରା ଦେଶରେ କରୋନାର ଦ୍ୱିତୀୟ ଲହର ସମୟରେ ୭୯୮ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ଦିଲ୍ଲୀରେ ସର୍ବାଧିକ ୧୨୮ ଡାକ୍ତର ପ୍ରାଣ ହରାଇଛନ୍ତି । ଏହା ପରେ ବିହାରରେ ୧୧୫ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ଉତ୍ତରପ୍ରଦେଶରେ
Read More...

ରାଜପୁତମାନଙ୍କର ସାହସ ଓ ବୀରତ୍ୱର ପ୍ରତୀକ ‘ଚିତ୍ତୋରଗଡ ଦୁର୍ଗ’, ଦେଖନ୍ତୁ ଫଟୋ

ଉତ୍ତର ଭାରତର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଦୁର୍ଗ ମଧ୍ୟରୁ ଚିତ୍ତୋରଗଡ ଦୁର୍ଗ ଅନ୍ୟତମ । ଏହି ଦୁର୍ଗ ରାଜପୁତମାନଙ୍କର ସାହସ, ବୀରତ୍ୱ, ବଳିଦାନ, ବଳିଦାନ ଏବଂ ସମ୍ଭ୍ରାନ୍ତତାର ପ୍ରତୀକ ଅଟେ । ଚିତ୍ତୋରଗଡର ଏହି ଦୁର୍ଗ ରାଜପୁତ ଶାସକଙ୍କ ବୀରତ୍ୱ, ସେମାନଙ୍କର ଗୌରବ ଏବଂ ଶକ୍ତିଶାଳୀ
Read More...