Yearly Archives

2021

ବାଇକ୍‌କୁ ଧକ୍କା ଦେଲା ଟ୍ରକ : ଚାଲିଗଲେ ମାଆଝିଅ, ବାପପୁଅ ଗୁରୁତର

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥର ନିଧିପଣ୍ଡା ଓଭରବ୍ରିଜ ନିକଟରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ମାଆଝିଅଙ୍କ ଜୀବନ ଯାଇଥିବା ବେଳେ ବାପାପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ଏକ
Read More...

ରାସ୍ତାରେ ଛିଡା ହୋଇଥିଲା ବସ୍‌, ପଛରୁ ପିଟିଲା ଟ୍ରକ୍‌ : ୫ ମୃତ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ରେ ଆଜି ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ରାସ୍ତାକଡ଼ରେ ଛିଡା ହୋଇଥିବା ବସ୍‌କୁ ପଛପଟୁ ଜୋରଦାର ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି
Read More...

୩ହଜାର ତଳକୁ ଖସିଲା ସଂକ୍ରମଣ, କରୋନା ନେଲା ଆଉ ୪୦ ଜୀବନ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ କମୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ୨୬୪୦ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ
Read More...

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ଗାଇଡଲାଇନ: ଟିକା ନେଇପାରିବେ ଗର୍ଭବତୀ ମହିଳା

ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଗର୍ଭବତୀ ମହିଳାମାନଙ୍କ ପାଇଁ କରୋନା ଟିକାକରଣ ସଂପର୍କରେ ଗାଇଡଲାଇନ ଜାରି କରିଛି । ଏଥିରେ କୁହାଯାଇଛି ଯେ ଏହି ଟିକା ଗର୍ଭବତୀ ମହିଳାମାନଙ୍କ ପାଇଁ ମଧ୍ୟ ସୁରକ୍ଷିତ ଏବଂ ଅନ୍ୟ ଲୋକଙ୍କ ପରି ସେମାନଙ୍କୁ ସଂକ୍ରମଣରୁ ରକ୍ଷା କରିଥାଏ
Read More...

କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଭୁବନେଶ୍ୱର: ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି । ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ଚିକିତ୍ସା ଜାରି ରହିଛି । ଶକ୍ତି ମିଶ୍ର ଅସୁସ୍ଥ ହେବା ଖବର ପ୍ରଚାରିତ
Read More...

ବାଲ୍ୟବିବାହ ରୋକିଲା ଚାଇଲ୍ଡଲାଇନ ଏବଂ ଶିଶୁବିକାଶ ସମିତି

ଫୁଲବାଣୀ/ବାଲିଗୁଡା,୨୮/୬ - ସିଏମ୍ ପିଓ ତଥା ସମ୍ମନ୍ବିତ ଶିଶୁବିକାଶ ଅଧିକାରିଣୀ, ବାଲିଗୁଡ଼ା ଶ୍ରୀମତୀ ଅନୀତା ଦାସଙ୍କ ନେତୃତ୍ବରେ ସୁପରଭାଇଜର ଶ୍ରୀମତୀ ମଞ୍ଜୁଲତା ବେହେରା,ସ୍ଥାନୀୟ ମହିଳା ସ୍ବାସ୍ଥ୍ୟ କର୍ମୀ ଏବଂ ଚାଇଲ୍ଡଲାଇନ୍ ଟିମ୍ ଚିକୁନ୍ କୁମାର ପ୍ରଧାନ ଓ ସୁପ୍ରଭା ନାୟକଙ୍କ ସହ
Read More...

ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ଉଦ୍ଦେଶ୍ୟରେ ଶୋକସଭା

ଫୁଲବାଣୀ ,୨୮/୬- ରାଜ୍ୟର ଜଣେ ଆଗଧାଡିର ବରିଷ୍ଠ ସାମ୍ବାଦିକ ଡକ୍ଟର ଜୀମୁତ ମଙ୍ଗରାଜଙ୍କ ରବିବାର ସଂଧ୍ୟାରେ ଖୋର୍ଦ୍ଧା ଜାଆଁଳ ନିକଟରେ ସଡକ ଦୁର୍ଘଟଣାରେ ପରଲୋକ ହୋଇଥିବା ନେଇ ଖବର ମିଳିବାପରେ ରାଜ୍ୟରେ ସାମ୍ବାଦିକମାନଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ଆଜି କନ୍ଧମାଳ ଜିଲ୍ଲା
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦବେଗ, ମହାନଦୀରେ ବିସ୍ଫୋରଣରେ କୁଢୋମାଛଙ୍କ ମୃତ୍ୟୁ ଘଟଣା

ସମ୍ବଲପୁର,୨୮/୬- ସ୍ଥାନୀୟ ହୁମାସ୍ଥିତ ବିମଳେଶ୍ୱର ବାବାଙ୍କ ଇତିହାସ ପ୍ରସିଦ୍ଧ ବକ୍ରମନ୍ଦିର ଭକ୍ତଙ୍କ ସହିତ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ଅଟେ । ଏଠାରେ ସଂଲଗ୍ନ ମହାନଦୀ ଜଳସ୍ରୋତରେ ଆବାହମାନକାଳରୁ ଏକ ବିଶେଷ ପ୍ରକାରର ମାଛ ଅଜସ୍ର ସଂଖ୍ୟାରେ ଅଛନ୍ତି, ଯାହାକି
Read More...

ଟ୍ରକ-ସ୍କୁଟି ମୁହାମୁହିଁ ଧକ୍କା, ଜଣେ ମୃତ ୩ ଗୁରୁତର

ରାୟଗଡ,୨୮/୬- ରାୟଗଡା ସହର ସ୍ଥିତ ମା ମଝିଘରିଆଣି ମନ୍ଦିର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ଆଜି ବୈରାଗୀ ହାଲୁଆ ପଞ୍ଚାୟତ ଉମରବାଲି ଗ୍ରାମର ସନ୍ତୋଷ ତାଡିଙ୍ଗି ଓ ରାଇସିଙ୍ଗ ତାଡିଙ୍ଗି ନିଜ
Read More...