Yearly Archives

2021

ସ୍ୱର୍ଗତ କେ.କୃଷ୍ଣ ପ୍ରସାଦ ରାଓଙ୍କ ପ୍ରତିମୂର୍ତ୍ତି ସ୍ଥାପନ

ଗଜପତି,୨୮/୬- ଗଜପତି ଜିଲ୍ଲା ଗୋଶାଣି ବ୍ଳକର ତେଲୁଗୁ ଖବର କାଗଜ ଇନାଡୁର ପୂର୍ବତନ ପ୍ରତିନିଧି ସ୍ୱର୍ଗତ କେ. କୃଷ୍ଣ ପ୍ରସାଦ ରାଓ ମୃତ୍ୟୁ ବରଣ କରିଥିଲେ । ସେ ଜଣେ ଆଗ ଧାଡିର ସାମ୍ବାଦିକ,ସମାଜ ସେବୀ ଗରିବ ଅସହାୟ ଲୋକଙ୍କ ବନ୍ଧୁ ଥିଲେ ଏଣୁ ତାଙ୍କର ଅମର ଆତ୍ମାର ସଦଗତି ଓ ଚିରଦିନ ମନେ
Read More...

କାମରେ ଲାଗୁନି କୃଷକ ବଜାର ଶୌଚାଳୟ

କେନ୍ଦୁଝର,୨୮/୬- ସରକାରଙ୍କ ତହବିଲରୁ ଲକ୍ଷଲକ୍ଷ ଟଙ୍କାର ବିନିଯୋଗରେ ନିର୍ମାଣ ହୋଇଥିବା ଶୌଚାଳୟ ଆଜି ଭାଙ୍ଗି ଚୁରମାର । ଶୌଚାଳୟଟି ସାଧାରଣ ଜନତାଙ୍କ ସେବାରେ ଲାଗିଲା ନା ତା'ର ରକ୍ଷଣାବେକ୍ଷଣ ପ୍ରତି କେହି ଦୃଷ୍ଟି ଦେଲେ । ରାମ ମନ୍ଦିର ନିକଟରେ ଥିବା ଆରଏମସି ତତ୍ତ୍ୱାବଧାନରେ କୃଷକ ବଜାର
Read More...

ଗଜପତିରେ ପୁଣି ୧୨ ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୨୮/୬- ଗଜପତି ଜିଲ୍ଲାରେ ଆଜି ପୁଣି ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡିରୁ ୨ ଜଣ, କାଶୀ ନଗର ବ୍ଳକରୁ ୨ଜଣ, ମୋହନା ବ୍ଳକରୁ ୪ ଜଣ, ନୂଆଗଡ଼ ବ୍ଳକରୁ ୨ଜଣ, ରାୟଗଡ଼ ବ୍ଳକରୁ ଜଣେ,
Read More...

ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କଲେ ବିଜେଡିର ନୂତନ ସଭାନେତ୍ରୀ

ଗଜପତି,୨୮/୬- ଜିଲ୍ଲା ବିଜୁ ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତି ପାଇବା ପରେ ଶ୍ରୀମତୀ ପୂର୍ଣ୍ଣବାସୀ ନାୟକ ପାରଳାଖେମୁଣ୍ଡିର କଲେଜ ଛକ ନିକଟସ୍ଥ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ବିଜୁବାବୁଙ୍କ ପୁଷ୍ପମାଲ୍ୟାର୍ପଣ କରିଥିଲେ । ଆଜି ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ
Read More...

ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଆଡେନିଗଡ ଫାଣ୍ଡି ନିକଟସ୍ଥ ଘଣ୍ଟରା ସାହିରେ ଆଜି ଏକ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନରେ ଆଡେନିଗଡ ଘଣ୍ଟରା ସାହି ନିକଟ ପୋଲ ଉପରେ
Read More...

କରୋନା କ୍ଷତିଗ୍ରସ୍ତଙ୍କ ପାଇଁ ୧.୧ ଲକ୍ଷ କୋଟିର ଋଣ ପ୍ୟାକେଜ ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନାର ଭୟଙ୍କର ସଂକ୍ରମଣ ଯୋଗୁ ଆର୍ଥିକ ସ୍ଥିତି ଦୋହଳିଯାଇଛି । ଛୋଟ,ମଧ୍ୟମ ଓ ବଡ଼ କଂପାନୀ ସମସ୍ତେ ପ୍ରଭାବିତ ହୋଇଛନ୍ତି । ବହୁ କ୍ଷୁଦ୍ର ବେପାରୀ ଭୀଷଣଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହାକୁ ଆଖି ଆଗରେ ରଖି ସେମାନଙ୍କୁ ଅଣ୍ଟା ସଳଖି ଛିଡ଼ା ହେବାଲାଗି ବଳ ଦେବା
Read More...

ଅବକାରୀ ଏଏସ୍‌ଆଇଙ୍କ ଗିରଫ ଦାବିରେ ଦଶପଲ୍ଲା ବ୍ଲକ୍‌ ଡିଜିଟାଲ ମିଡ଼ିଆ ଆସୋସିଏସନର ସଦସ୍ୟ ପିନ୍ଧିଲେ କଳାବ୍ୟାଜ୍‌

ଦଶପଲ୍ଲା : ନୟାଗଡ଼ର ଦୁଇ କର୍ତ୍ତବ୍ୟରତ ସାମ୍ବାଦିକଙ୍‌କୁ ଦୁର୍ବ୍ୟବହାର ଓ ମାଡ଼ ମାରିଥିବା ଅବକାରୀ ସବ୍‌ ଇନ୍ସପେକ୍ଟର ଧନଞ୍ଜୟ ପାତ୍ରଙ୍କୁ ଗିରଫ ଦାବିରେ ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘର ଅହୋରାତ୍ର ୩ ଦିନ ଧରି ଚାଲିଥିବା ଧାରଣା ଗତକାଲି, ଜିଲ୍ଲାପାଳଙ୍କ ସରକାରୀ ଆବାସିକ
Read More...

ମାଟ୍ରିକ ରେଜଲ୍ଟରେ ଅସନ୍ତୁଷ୍ଟ ହୋଇ ତାତିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

କଟକ : ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ସ୍ୱତନ୍ତ୍ର ମୂଲ୍ୟାୟନ କରାଗଲା । ଆଉ ମାଟ୍ରିକ୍‌ ପରୀକ୍ଷା ଫଳ ବାହାରିଲା । ପାସ୍‌ ହାର ବି ଖୁବ୍‌ ଭଲ ରହିଲା ବୋଲି ସାଧାରଣରେ ଚର୍ଚ୍ଚା ହେଲା । କିନ୍ତୁ ଏହାକୁ ନେଇ ପିଲାମାନେ ସନ୍ତୋଷ ହେଲେନି ଅନେକ ସ୍ଥାନରେ । ଅଭିଭାବକଙ୍କ ସମେତ ପିଲାମାନେ ଅନେକ
Read More...

ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଟିମ୍‌, ଫଟୋ ସେୟାର କଲେ ଖେଳାଳି

ନୂଆଦିଲ୍ଲୀ : ଭାରତର ଦ୍ୱିତୀୟ ସ୍ତରୀୟ ଦଳ ଆଜି ଶ୍ରୀଲଙ୍କା ଅଭିମୁଖେ ଯାତ୍ରା କରିଛି । ଶିଖର ଧାୱନ ଶ୍ରୀଲଙ୍କା ଗସ୍ତରେ ଭାରତ ଅଧିନାୟକ ହେବାକୁ ଯାଉଥିବାବେଳେ ରାହୁଲ ଦ୍ରାବିଡ କୋଚ ଭାବରେ ଭାରତୀୟ ଦଳ ସହ ଶ୍ରୀଲଙ୍କା ଯାଇଛନ୍ତି । ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ ଜୁଲାଇ ୧୩ ରୁ ଆରମ୍ଭ ହେବ ।
Read More...

ଟିକାକରଣରେ ଆମେରିକାକୁ ପଛରେ ପକାଇଲା ଭାରତ, ମୋଦି କହିଲେ ଏମିତି

ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ଅଭିଯାନ ସମୟ ସହିତ ବୃଦ୍ଧି ପାଇବାରେ ଲାଗିଛି । ଟିକା ଦେବାରେ ଭାରତ ମଧ୍ୟ ଆମେରିକାକୁ ପଛରେ ପକାଇ ଦେଇଛି । ଆମେରିକା ଠାରୁ ଭାରତ ଗୋଟିଏ ମାସ ବିଳମ୍ବରେ ଟିକାକରଣ ଅଭିଯାନ ଆରମ୍ଭ କରିଥିଲା । କେବଳ ଏତିକି ନୁହେଁ ଏହି ପ୍ରସଙ୍ଗରେ ଭାରତ ବ୍ରିଟେନ,
Read More...